୨୯ରେ ପଦ୍ମପୁରରେ କୃଷକ ଅଧିକାର ରାଲି ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼(ଉଲାପ୍ର)ଆସନ୍ତା ୨୯ ତାରିଖ ଦିନ ପଦ୍ମପୁରରେ ଭାରତୀୟ ଜନତା ପାର୍ଟି ଆହ୍ବାନ ରେ କୃଷକ ଅଧିକାର ରେଲି ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମନାରେ ଗଣ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ତ ରେ ମଣ୍ତି ମାନଙ୍କ ରେ ପଡି ରହିଥିବା ଧାନ ତୁରନ୍ତ ଉଠାଇବା,ଲେପ୍ସ ହୋଇ ଯାଇଥିବା ଚାଷୀଙ୍କ ଟୋକନକୁ ରିଜେନେରେଟ୍ କରିବା ,ମଣ୍ତିରେ […]

ଆଠଗଡରେ ସ୍ଥାନୀୟ ନିଯୁକ୍ତି ଓ ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଦାବିନେଇ ଧାରଣା

ଆଠଗଡ(ଉଲାପ୍ର)ରାଷ୍ଟ୍ରୀୟ ଜୟ ହିନ୍ଦ ପାର୍ଟି ତରଫରୁ ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି ଜୟ ହିନ୍ଦ ପାର୍ଟିର ରାଜ୍ୟ ସଭାପତି ଇଂଜିନିଅର ଦେବୀପ୍ରସାଦ ମହାପାତ୍ର,ଆଠଗଡରେ ଗଢି ଉଠିଥିବା କମ୍ପାନୀ ମାନଙ୍କରେ ସ୍ଥାନିୟ ଯୁବକ ମାନଙ୍କୁ ନିଯୁକ୍ତି ଓ ଆଠଗଡ ରେ ବିଭିନ୍ନ କମ୍ପାନୀ ମାନଙ୍କ ମୁଖ୍ୟ କାର୍ଯ୍ୟାଳୟ ଖୋଲିବାକୁ ଦାବିକରି ଗତ ଏକ ସପ୍ତାହ ତଳେ ଇଂଜିନିଅର ଦେବୀପ୍ରସାଦ ମହାପାତ୍ର ଆଠଗଡ ଉପଜିଲାପାଳ ଙ୍କୁ ଏକ ଦାବିପତ୍ର […]

ଅଦ୍ୟ ଜାନୁଆରୀ ୨୮ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ପୂର୍ଣ୍ଣିମା ରାତ୍ରି ଘ୧୨/୪୪ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ପୁଷ୍ୟା ରାତ୍ରି ଘ୦୪/୨୭ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର -କର୍କଟଯୋଗ-ପ୍ରୀତିକରଣ-ଵିଷ୍ଟୀସୌରମାସ -ମକର ୧୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୧୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୦୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ରାତ୍ର ଘ ୧୨/୪୪ ଗତେ ପୂର୍ବେତୁଳା ଓ କୁମ୍ଭ ରାଶିର ଘାତବାରପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ୦୨/୪୬ ଗତେ ଘ୦୫/୩୩ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା ଘ୧୦/୩୬ ଗତେ […]

ସାଧାରଣତନ୍ତ୍ର ଦିବସକୁ ନିଆରା ଢଙ୍ଗରେ ପାଳିଲେ ଅଭୟ,ପାଞ୍ଚଶହ ମିଟର ଜାତୀୟ ପତାକା ଧରି କଲେ ସହର

ଆଠଗଡ(ଉଲାପ୍ର)ଭାରତ ବର୍ଷ ପାଳନ କରିଛି ୭୨ତମ ସାଧାରଣତନ୍ତ୍ର ଦିବସ। ଯେଉଁଥି ପାଇଁ ଚଳ ଚଞ୍ଚଳ ହୋଇ ଉଠିଥିଲା ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ।ଚଳିତ ବର୍ଷ ମହାମାରୀ କୁ ଆଖି ଆଗରେ ରଖି କାଣ୍ଟ ଛାଂଟ କରି ଅଳ୍ପ ସଂଖ୍ୟକ ରେ ସାରା ଭାରତ ବର୍ଷରେ ପାଳନ କରାଯାଇଛି ଏହି ମହାନ ଦିବସ କୁ ।ଚଳିତ ବର୍ଷ ଆଉ ଦୁଇ ପାଦ ଆଗକୁ ଯାଇ କଟକ ଜିଲ୍ଲା ଆଠଗଡ଼ ର ଯୁବ ସଙ୍ଗଠକ ତଥା ଅବସର ପ୍ରାପ୍ତ ସୈନିକ […]

PRESS RELEASE ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ: ପ୍ରଗତି ପ୍ରିୟଦର୍ଶିନୀ ଫେସ୍‍ ଅଫ୍‍ ଦ ଇୟର ଭୁବନେଶ୍ୱର ୧୭/୧: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍‍ ପ୍ରତିଯୋଗିତାରେ ‘ଫେସ୍‍ ଅଫ୍‍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି ପ୍ରଗତି ପ୍ରିୟଦର୍ଶିନୀ । ସ୍ଥାନୀୟ ୱିସଡମ୍‍-ଟ୍ରି ଗ୍ଲୋବାଲ୍‍ ସ୍କୁଲ୍‍ ପ୍ରେକ୍ଷାଳୟରେ ଆୟୋଜିତ ଗ୍ରାଣ୍ଡ୍‍ ଫିନାଲେ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର ସହ ଖଣ୍ଡୁଆପାଟ ଦେଇ ସମ୍ମାନିତ କରିଥିଲେ ଓଲିଉଡ୍‍ର […]

ଗଡଜାତ ପରିକ୍ରମା ତରଫରୁ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ

ଆଠଗଡ(ଉଲାପ୍ର)୭୨ ତମ ସାଧାରଣ ତନ୍ତ୍ର ଦିବସରେ ଆଠଗଡ ର ସ୍ମୃତି ପୀଠ ଠାରେ ମହାପୁରୁଷ ମାନଙ୍କୁ ଗଡଜାତ ପରିକ୍ରମା ତରଫରୁ ମାଲ୍ୟାର୍ପଣ କରାଯାଇଛି, ଗଡଜାତ ପରିକ୍ରମାର ସଭାପତି ପ୍ରାଣକୃଷ୍ଣ ଦାଶ,ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ସମ୍ପାଦକ ଲଲାଟେନ୍ଦୁ ସେନାପତି,ପ୍ରଭାକର ପଟ୍ଟନାୟକ, ତ୍ରିଲୋଚନ ବେହେରା,ପୁଲିନ ମିଶ୍ର,ବିଜୟ ନାୟକ,ସନ୍ତୋଷ ବାରିକ,ସର୍ବେଶ୍ୱର ପଣ୍ଡା,ପ୍ରକାଶ ସେଠୀ, ଅଶୋକ ଦାଶ,ସ୍ୱପ୍ନାରାଣୀ ବେହେରା ପ୍ରମୁଖ ନେହେରୁ,ଇନ୍ଦିରା ଗାନ୍ଧୀ,ଗୋପବନ୍ଧୁ,ବାଦଲ ରଥ ଓ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ,ସୂଚନାଯୋଗ୍ୟ ଗତ ସାତବର୍ଷ ଧରି ଆଠଗଡ ମୁଖ୍ୟରାସ୍ତା ନବୀକରଣ ବେଳେ ନେହେରୁ,ଗାନ୍ଧୀ,ଗୋପବନ୍ଧୁ, […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୨୭ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୦୧/୧୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ପୁନର୍ବସୁ ରାତ୍ରି ଘ୦୪/୨୭ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାଚନ୍ଦ୍ର – ମିଥୁନ ରାତ୍ରି ଘ୧୦/୨୦ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ବିସ୍କୁମ୍ଭକରଣ-ଗରସୌରମାସ -ମକର ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୧୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ରାତ୍ର ଘ ୦୧/୧୫ ଗତେ ବାୟବ୍ୟେକନ୍ୟା ରାଶିର ଘାତଚନ୍ଦ୍ରକର୍କଟ ରାଶିର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୯/୧୩ ଗତେ ଘ୧୦/୩୭ ମଧ୍ୟେବାରବେଳା – […]

ଉତ୍କଳ ସାମ୍ବାଦିକ ସଂଘର ୭୬ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର(ଉଲାପ୍ର)ଉତ୍କଳ ସାମ୍ବାଦିକ ସଂଘର ୭୬ ତମ ପ୍ରତିଷ୍ଠା ଦିବସ ବିଧାୟକଙ୍କ କଲୋନୀ ରେ ଅନୁଷ୍ଠିତ ହୋଇଯାଇଛି, କରୋନା କଟକଣାକୁ ଆଖି ଆଗରେ ରଖି ମହା ଆଡମ୍ବରରେ ରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଭୁବନେଶ୍ୱର ବାସଭବନରେ ଅନୁଷ୍ଠିତ ହୋଇ ଯାଇ ଅଛି।ପ୍ରତିଷ୍ଠା ଦିବସ,ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜିମୁତ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଷ୍ଠା ଦିବସରେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ,ବରିଷ୍ଠ ବିଜେଡ଼ି ନେତା ଅମର ଶତପଥୀ, ଅରବିନ୍ଦ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୨୪ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୧୧/୦୧ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ରୋହିଣୀ ରାତ୍ର ଘ୧୨/୪୪ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରାଚନ୍ଦ୍ର – ବୃଷଯୋଗ-ବ୍ରହ୍ମକରଣ-ବାଣିଜ୍ୟସୌରମାସ -ମକର ୧୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୨୦ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୪୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ର ଘ ୧୧/୦୧ ଗତେ ନୈୠତେବିଛା ରାଶିର ଘାତଚନ୍ଦ୍ରରବି ରାଶିର ଘାତବାରଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ଘ୧୦/୩୨ ଗତେ ଘ୦୧/୨୦ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୦ […]

ଆଠଗଡ ବିକାଶ ପରିଷଦ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଜୟନ୍ତି ପାଳିତ

ଆଠଗଡ(ଉଲାପ୍ର)ଆଠଗଡ ବିକାଶ ପରିଷଦ ତରଫରୁ ସ୍ତାନୀୟ ପୁରୁଣା ବସ ଷ୍ଟାଣ୍ଡ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତି ପାଳିତ ହୋଇଯାଇଛି, ବିକାଶ ପରିଷଦ ର ସଭାପତି ରାମନାରାୟନ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶ୍ରଦ୍ଧା ସୁମନ ସମାବେଶରେ ବରିଷ୍ଠ ନାଗରିକ ଶରତ ସାମନ୍ତ,ସର୍ବେଶ୍ୱର ପଣ୍ଡା,କ୍ଷୀରୋଦ ମିଶ୍ର,ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ଆଜିର ଏହି ଦିବସକୁ ବିଜେପି ଦଳ ତରଫରୁ ପରାକ୍ରମ ଦିବସ ପାଳନ କରୁଛନ୍ତି।