ବିକାଶମୂଳକ କାମ ନେଇ ବିଜେଡିର ବଡ଼ ଯୋଜନା: ବିକାଶ ପହଞ୍ଚିବ ଘରେ ଘରେ

କଳାହାଣ୍ଡିରେ ମେଗା ପ୍ରକଳ୍ପ ଲୋକାର୍ପଣ, ଶିଳାନ୍ୟାସ ଓ ବିଜେଡିର ଭିନ୍ନ ଢଙ୍ଗର ସମାବେଶ ପରେ ଚିନ୍ତାରେ ବିରୋଧୀ । ଶାସକ ଦଳକୁ କାଉଣ୍ଟର କରିବା ପାଇଁ ବାଟ ପାଉନାହାନ୍ତି । ସେପଟେ କଳାହାଣ୍ଡି ପରି ବିଭିନ୍ନ ଜିଲ୍ଲାରେ ମେଗା ଇଭେଣ୍ଟ କରି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ ଓ ଶିଳାନ୍ୟାସ ପାଇଁ ବିଜେଡି ପ୍ରସ୍ତୁତ କରୁଛି । ସବୁ ଜିଲ୍ଲା ସ୍ତରରେ ବିଶାଳ କାର୍ଯ୍ୟକ୍ରମ କରି ଘରେଘରେ ନବୀନ ବ୍ରାଣ୍ଡ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି […]

କେନ୍ଦ୍ର ସରକାରଙ୍କ ସହ ବିଫଳ ହେଉଛି ବୈଠକ: କଠୋର ହେଉଛନ୍ତି ଚାଷୀ ସଂଗଠନ

ଦିନକୁ ଦିନ ଉଗ୍ର ହେଉଛି ଚାଷୀ ଆନ୍ଦୋଳନ । ସରକାର କୃଷି ଆଇନ ଫେରାଇ ନେବା ପର୍ଯ୍ୟନ୍ତ ଘରକୁ ଫେରିବାର ପ୍ରଶ୍ନ ଉଠୁନି ବୋଲି ଚାଷୀନେତା କହିଛନ୍ତି । ସେପଟେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଆଇନ ଉପରେ ଆଲୋଚନା କରିବା ଆବଶ୍ୟକ। ସେପଟେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି କେନ୍ଦ୍ରର ପିଟିସନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଶୁଣାଣି କରିବେ । ସେପଟେ ଦିଲ୍ଲୀ ମଧ୍ୟରେ ଗଣତନ୍ତ୍ର ଦିବସର ପରେଡ କରିବା […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୧୮ ତାରିଖ ୨୦୨୧ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ପଞ୍ଚମୀ ଦିବା ଘ୦୮/୫୫ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ଉତ୍ତରଭ।ଦ୍ରଚନ୍ଦ୍ର – ମୀନଯୋଗ-ପରିଘକରଣ-ବାଳବସୌରମାସ -ମକର ୦୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୨୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୦୮/୫୫ ଗତେ ପଶ୍ଚିମେଧନୁ ରାଶିର ଘାତଚନ୍ଦ୍ରମିଥୁନ ରାଶିର ଘାତବାରଷଷ୍ଟି ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୭/୫୦ ଗତେ ଘ୦୯/୧୫ ମଧ୍ୟେକାଳ ବେଳା – ଦିବା ଘ୦୨/୩୯ ଗତେ ଘ୦୪/୦୫ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୪୮ମଧ୍ୟେ […]

ମରିସସରେ ନିଖୋଜ ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ

ଭୁବନେଶ୍ବର,(ଉଲାପ୍ରା)ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମରିସସରେ ନିଖୋଜ ଓଡିଆ ଯୁବକ ଟୁନା ନାୟକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ମରିସସରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ଫାରକାପଲ୍ଲୀ ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ପୁଅ ଟୁନା ନାୟକ ମରିସସର ଏକ ଘରୋଇ କମ୍ପାନୀରେ ମାର୍ଚ୍ଚ ୨୦୧୭ରୁ କାମ […]

ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ: ପ୍ରଗତି ପ୍ରିୟଦର୍ଶିନୀ ଫେସ୍‍ ଅଫ୍‍ ଦ ଇୟର

ଭୁବନେଶ୍ୱର ୧୭/୧: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍‍ ପ୍ରତିଯୋଗିତାରେ ‘ଫେସ୍‍ ଅଫ୍‍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି ପ୍ରଗତି ପ୍ରିୟଦର୍ଶିନୀ । ସ୍ଥାନୀୟ ୱିସଡମ୍‍-ଟ୍ରି ଗ୍ଲୋବାଲ୍‍ ସ୍କୁଲ୍‍ ପ୍ରେକ୍ଷାଳୟରେ ଆୟୋଜିତ ଗ୍ରାଣ୍ଡ୍‍ ଫିନାଲେ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର ସହ ଖଣ୍ଡୁଆପାଟ ଦେଇ ସମ୍ମାନିତ କରିଥିଲେ ଓଲିଉଡ୍‍ର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏଥି ସହିତ ୧୨ ଜଣଙ୍କୁ ‘ଫେସ୍‍ ଅଫ୍‍ […]

ଦିନିଆରୀ ଫୁଟବଲ ଟୂଣ୍ଣାମେଣ୍ଟ ରେ ଶରଧାପୁର କୁ ହରାଇ କେରଙ୍ଗ ଚମ୍ପିୟାନ

ମା’ ମଙ୍ଗଳା ସ୍ପୋର୍ଟସ୍ କ୍ଳବ୍ ଦିନିଆରୀ ଅନୂକୁଲ୍ୟାରେ ଆରମ୍ଭ ହୋଇଥିବା ନବମ ବାର୍ଷିକ ଫୁଟବଲ୍ ଟୂଣ୍ଣାମେଣ୍ଟ ରେ ଆଜି ଫାଇନାଲ ମ୍ୟାଚ ରେ ଶରଧାପୁର ଦଳ ଓ କେରଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ମ୍ୟାଚ ରେ ଶରଧାପୁର ଦଳ କୁ ୧ ଟି ଗୋଲ ଦେଇ କେରଙ୍ଗ ଦଳ ଚମ୍ପିୟାନ ଟ୍ରଫି ହାସଲ କରିଛି। ପୁରସ୍କାର ବିତରଣ ଉତ୍ସବ ରେ ଶ୍ରୀ ପଦୀପ କୁମାର ସାହୁ ଓ ପୂର୍ବତନ ସରପଂଚ ପୋଡାଡିହ ଗ୍ରା଼.ପ ସୁଦର୍ଶନ ମାଣିକ ମୁଖ୍ୟ […]

🌹🌼👉ମହାବୀର ପଞ୍ଜିକା👈🌼🌹✧═════•❁❀❁•═════✧ଅଦ୍ୟ ଜାନୁଆରୀ ୧୭ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ଚତୁର୍ଥୀ ଦିବା ଘ୦୭/୪୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ପୂର୍ବଭ।ଦ୍ରଚନ୍ଦ୍ର – କୁମ୍ଭ ରାତ୍ରି ଘ୦୧/୩୩ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ବରୀୟ।ନକରଣ-ଵିଷ୍ଟିସୌରମାସ -ମକର ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୫୯✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ ୦୭/୪୨ ଗତେ ଦକ୍ଷିଣେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରମେଷ ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ କାଳ ବେଳା – ଦିବା ଘ୧୦/୩୫ ଗତେ ଘ୦୧/୨୦ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୧୬ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ତୃତୀୟା ଦିବା ଘ୦୭/୧୭ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଶତଭିଷାଚନ୍ଦ୍ର – କୁମ୍ଭଯୋଗ-ବ୍ୟତିପ।ତକରଣ-ଗରସୌରମାସ -ମକର ୦୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୩୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୭/୧୭ ଗତେ ନୈରୁତେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ରବୃଷ, ସିଂହ ଓ କନ୍ୟା ରାଶିର ଘାତବାରଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୭/୫୨ ମଧ୍ୟେ ଓ ଘ୦୪/୦୧ ଗତେ ଘ୦୫/୨୫ ମଧ୍ୟେବାରବେଳା- ଦିବା ଘ୦୧/୧୯ ଗତେ […]