ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ପ୍ୟାରେଡ କରିବେ ଆନ୍ଦୋଳନରତ କୃଷକ ମାନେ । ଏନେଇ ଟ୍ରାକ୍ଟର ତଥା ତ୍ରିରଙ୍ଗା ଶୋଭାଯାତ୍ରା କରିବାକୁ କୃଷକ ମାନଙ୍କ ତରଫରୁ ପ୍ରସ୍ତୁତି ଜୋର ଧରିଛି । ଏହି ପ୍ୟାରେଡ ବା ତ୍ରିରଙ୍ଗା ଶୋଭାଯାତ୍ରାରେ ପାଖା ପାଖି ୨ ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏହି ଶୋଭାଯାତ୍ରା ବେଳେ ଯଦି ସରକାରଙ୍କ ତରଫରୁ ଶୋଭାଯାତ୍ରାକୁ ରୋକିବାକୁ ପିଲେଟ୍ ବନ୍ଧୁକ, ଲୁହବୁହା ଗ୍ୟାସ ଓ […]
ଅଦ୍ୟ ଜାନୁଆରୀ ୧୫ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-ଶୁକ୍ଳପକ୍ଷତିଥି-ଦ୍ଵିତୀୟା ଦିବା ଘ୦୭/୩୩ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଧନିଷ୍ଟାଚନ୍ଦ୍ର – ମକର ଦିବା ଘ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ କୁମ୍ଭଯୋଗ-ଅଶ୍ରୁକକରଣ-କୌଳବସୌରମାସ -ମକର ୦୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ଦିବା ଘ ୦୭/୩୩ ଗତେ ଅଗ୍ନିକୋଣେସିଂହ ରାଶିର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା- ଦିବା ଘ୦୯/୧୦ ଗତେ ଘ୧୧/୫୫ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା […]
ଆଠଗଡ(ଉଲାପ୍ର)ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପାଇଁ ଆଜି ଆଠଗଡ ରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଆଠଗଡ ଖଣ୍ଡ ତରଫରୁ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି,ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ଠାରେ ଆଠଗଡ ଖଣ୍ଡ ତରଫରୁ ପୂଜାର୍ଚ୍ଚନା କରାଯାଇ ଶ୍ରୀରାମଚନ୍ଦ୍ର ଙ୍କ ଉଦେଶ୍ୟରେ ଦୀପ ଦାନ କରାଯିବା ସହିତ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି,ଏହି କାର୍ଯ୍ୟକ୍ରମ ରେ ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲା କାର୍ଯ୍ୟବାହ ବିଚିତ୍ରା ନନ୍ଦ […]
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନୂଆ ବର୍ଷର ନିଆରା ପ୍ରୟାସ | ଏକାଠି ହେଲେ ଓଡ଼ିଆ ସଙ୍ଗୀତର ଆଗଧାଡିର କଣ୍ଠଶିଳ୍ପୀ | ମୁକ୍ତାକାଶ ତଳେ ହେଲା ମ୍ୟୁଜିକ ସିଟିଙ୍ଗ | କମ୍ପୋଜ ହେଲା ଗୀତ | ଆଭିମୁଖ୍ୟ ଥିଲା ନୂଆବର୍ଷରେ ସବୁ କଣ୍ଠଶିଳ୍ପୀଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମିଳିତ କଣ୍ଠରେ ଏମିତି ଗୋଟିଏ ଗୀତ ପ୍ରସ୍ତୁତ କରିବା ଯାହା ଓଡ଼ିଶାର ନୂଆ ଏକ ପରିଚୟ ବହନ କରିବ |ଓଡିଶାର ସଂସ୍କୃତି, ପରମ୍ପରା ଓ ପରିଚୟକୁ […]