କନ୍ଧମାଳ : ନୂତନ ଅନ୍ତେବାସିନୀ ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡୀ ପଦର ଠାରେ ନୂତନ ଅନ୍ତେବାସି ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗତ କୋଭିଡ୍ ମହାମାରୀ ପରଠାରୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ହେତୁ ଲଟେରୀ ବ୍ୟବସ୍ଥା ଗ୍ରହଣ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଅନ୍ତେବାସିନୀ ବିଦ୍ୟାର୍ଥୀ ଭାବରେ ଚୟନ କରାଯାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ […]

ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଏସବିଆଇର ଡେପୁଟି ମ୍ୟାନେଜର ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଋଣ ନାଁରେ ଠକେଇ ଘଟଣାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କର୍ମଚାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ତଥା ଫିଲ୍ଡ ଅଫିସର ଆଶୁତୋଷ ଆଚାର୍ଯ୍ୟ। ଇଓଡବ୍ଲ୍ୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧/୨୨ ମସିହାରେ ଆଶୁତୋଷ ନିଜ ପଦବୀର ଦୂରପଯୋଗ କରି ବିଭିନ୍ନ ବ୍ୟକ୍ତିଙ୍କ […]

କଟକରେ ରାଜ୍ୟ ବିଜେପି ସଭାପତି

କଟକ(ଉଲ୍ଲାପ୍ର )ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ହେଉଛି ଐତିହାସିକ ସହର କଟକ । ଓଡିଶାକୁ ରାଜ୍ୟ ସରକାର ଦୁର୍ନୀତିର ଗନ୍ତାଘର କରିଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ଧ୍ୱଂସ କରିବ । ଓଡ଼ିଶାର ବିକାଶ ଓ ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟ କରିବ ବିଜେପି । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମା’ କଟକଚଣ୍ଡୀ ମନ୍ଦିରକୁ ଯାଇ ଆର୍ଶୀବାଦ ଭିକ୍ଷା କରିଛନ୍ତି । କଟକ ଜିଲ୍ଲା […]

ଆକ୍ସିସ ବ୍ୟାଙ୍କ ନିକଟରୁ ଟଙ୍କା ଲୁଟ୍‌ ଘଟଣା: କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ : ୬ ଜଣ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା ନିକଟରୁ ଧରିଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଗଞ୍ଜାମ ଜିଲା ଆସିକା ଥାନା ପକଲାପାଲି ଅଞ୍ଚଳର ଏ.କିଶୋର, ଏ.ଶ୍ରୀକାନ୍ତ, ଆଇବି କ୍ୟାମ୍ପ୍‌ ଅଞ୍ଚଳର ଏ.ହରି, ଆଙ୍କଟେସ, କିଶୋରଙ୍କ ମା’ ଏମ୍‌.ଲିଲି, ହରିଙ୍କ ବାପା ଏମ୍‌.ପାଣ୍ଡୁ, […]

ଢେଙ୍କାନାଳ ଜିଲ୍ଲା ର ପଶ୍ଚିମ ସର୍କଲ ସ୍ଥାୟି କମିଟି ଘୋଷିତ

ଢେଙ୍କାନାଳ ୨୨ବିଶ ସମାଜ ମହାସଂଘ ରେ ନଂ ୫୪୧୭/୦୭ ଙ୍କ ଅIନୁକୁଲ୍ୟରେ ପଶ୍ଚିମ ସର୍କଲ ଜେନା ଦେଶର ଗତ ତା O୪/O୪/୨୩ ରିଖରେ ମୁକ୍ତାପଶି ଠାରେ ମହାଆଡ଼ମ୍ବର ସହ ପୂର୍ବରୁ ଘୋଷିତ ଚୁଡାନ୍ତ ସ୍ଥାୟି କମିଟି ତାଲିକା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ କୁମାର ନାଏକ ଏବଂ ସମ୍ପାଦକ ଶ୍ରୀଯୁକ୍ତ କୁଳମଣୀ ନାଏକ ଙ୍କ ଦ୍ଵାରା ପଞ୍ଜକୃତ ହୋଇଯାଇଛି I ସ୍ଥାୟୀ କମିଟି ର ଉପଦେଷ୍ଟା ଦାୟିତ୍ଵରେ ପଥର ଖମ୍ବ ଗ୍ରାମର ଶ୍ରୀଯୁକ୍ତ ସୁଦାମ ନାଏକ ସର୍କଲ […]

ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରଧାନଶିକ୍ଷିକା ସଂଯୁକ୍ତାରାଣୀ ନାୟକଙ୍କୁ ରାଜ୍ୟ ଶିକ୍ଷକ ସମ୍ମାନ ପ୍ରଦାନ

ଢେଙ୍କାନାଳ ( ullapra)କାମାକ୍ଷାନଗରର ଜଣାଶୁଣା ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରଧାନଶିକ୍ଷିକା ଶ୍ରୀମତୀ ସଞ୍ଜୁକ୍ତାରାଣୀ ନାୟକଙ୍କୁ ରାଜ୍ୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଢେଙ୍କାନାଳ ଠାରେ ସ୍ବତନ୍ତ୍ର ଉତ୍ସବରେ ଜିଲ୍ଲା ପରିଷଦ ଚେୟାରମ୍ୟାନ ଅର୍ଚ୍ଚନା ପୁହାଣ ,ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରମୁଖ ଏହି ସମ୍ମାନଜନକ ସମ୍ମାନ ପ୍ରଦାନ କରିଛନ୍ତି । ପୁରସ୍କାର ସ୍ବରୂପ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କୃତୀ ଶିକ୍ଷକ ଭାବରେ ଏକ ମାନପତ୍ର, ୨୫ ହଜାର ଟଙ୍କାର ଚେକ୍, ଉତ୍ତରୀୟ ସହ ପୁଷ୍ପଗୁଚ୍ଛ […]

ଘର ଭଙ୍ଗାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ

ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲପୁଞ୍ଜି ଗ୍ରାମର ସଚି ପଣ୍ଡାଙ୍କ ଘରକୁ ଭାଙ୍ଗି ସେହି ଗ୍ରାମର କିଛି ବ୍ୟକ୍ତି ତାରବାଡ ଦେବା ଘଟଣାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶ ଯେ, ଗତ ୨ ତାରିଖ ଦିନ ମହୁଲପୁଞ୍ଜି ଗ୍ରାମର ସଚି ପଣ୍ଡା ନାମକ ଜଣେ ମହିଳାଙ୍କ ଘରକୁ ସେହି ଗ୍ରାମର ବିଶ୍ବନାଥ ପଣ୍ଡା, ପିତା-ଭଗବାନ ପଣ୍ଡା, ଝୁନୁ ପଣ୍ଡା, ସ୍ବାମୀ-ବିଶ୍ବନାଥ ପଣ୍ଡା, ଲିକି ପଣ୍ଡା, ପିତା – ବିଶ୍ବନାଥ ପଣ୍ଡା […]

କନ୍ଧମାଳ ର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ପି.ସି.ସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ୭୭ ବର୍ଷରେ ପରଲୋକ ହୋଇଛି l ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲା କଂଗ୍ରେସ ପରିବାର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସ୍ବର୍ଗତ ତ୍ରିପାଠୀ ଦୀର୍ଘ ଦିନ ଧରି ଅସୁସ୍ଥତା ଥିବା ଯୋଗୁଁ ପୁନେ ଠାରେ ରହୁଥିବା ସାନପୁଅ ନିକଟରେ ରହି […]

ବଢୁଛି ହରଡ଼ ଡାଲି ଦର, ୧୫ ଦିନରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର ( ଉଲ୍ଲାପ୍ର )ଖାଇବା ଥାଳିରେ ଡାଲି ନହେଲେ ନଚଳେ । ବିଶେଷ କରି ହରଡ଼ ଡାଲିର ଚାହିଦା ସବୁଠୁ ବେଶୀ । କିନ୍ତୁ ଡାଲି ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ ଆଦି ରାଜ୍ୟରେ ଅଦିନିଆ ବର୍ଷା ଓ ଫସଲରେ ପୋକ ଲାଗିଯିବାରୁ ପ୍ରଭାବିତ ହୋଇଛି ଉତ୍ପାଦନ । ଆବଶ୍ୟକତାକୁ ମେଂଟାଇବା ପାଇଁ ବିଦେଶରୁ ଆମଦାନୀ କରାଯାଉଛି । ଏହାର ପ୍ରଭାବ ପଡ଼ିଛି ଖାଉଟି ବଜାର ଉପରେ । […]

କନ୍ଧମାଳ ର ଦିଲ୍ଲୀପ ଟିଡ଼ିସିସି ଉପାଧ୍ୟକ୍ଷ ନିର୍ବାଚିତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାର ଦିଲୀପ ପ୍ରଧାନ ଟିଡ଼ିସିସି ର ଉପାଧ୍ୟକ୍ଷ ଭାବେସୋମବାର ନିର୍ବାଚିତ ହୋଇଛନ୍ତି lଦିଲୀପ ଙ୍କ ଘର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କିରିକୁଟି ପଂଚାୟତ କୁମ୍ଭାରମୁଣ୍ଡା ଗ୍ରାମ ରେ ଳ ଦିଲୀପ ପୂର୍ବରୁ ସମିତିସଭ୍ୟ ଭାବେ ୨ 00୭ ରୁ ୧ ୨ ମସିହା ଯାଏ ରହିଥିଲେ l ବର୍ତମାନ ଲ୍ୟମ୍ପସ ସଭାପତି ଦାୟିତ୍ୱରେ ଅଛନ୍ତି l ଦିଲୀପ ଜଣେ ଭଲ ସଂଗଠକ, ସମାଜସେବୀ, ଭାବେ ବେଶ ଜଣାଶୁଣା l ସେ ନିର୍ବାଚିତ […]