ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୦୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ଦଶମୀ ରାତ୍ରି ଘ୧୦/୦୪ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର- ସ୍ଵାତୀ ଦିବା ଘ୦୩/୦୯ ପର୍ଯ୍ୟନ୍ତ ତଦନ୍ତେ ବିଶାଖାଚନ୍ଦ୍ର -ତୁଳାଯୋଗ-ଧୃତିକରଣ- ବାଣିଜ୍ୟସୌରମାସ – ଧନୁ ୨୫ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୨୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୫୯✧═════•❁❀❁•═════✧ଯୋଗିନୀ ଉତ୍ତରେ ରାତ୍ରି ଘ ୧୦/୦୪ ଗତେ ଅଗ୍ନିକୋଣେବିଛା,ଧନୁ ଓ ମୀନ ରାଶିର ଘାତ ବାରଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା- ଦିବା ଘ୦୯/୦୬ ଗତେ ଘ୧୧/୪୯ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- […]

ଡେଙ୍ଗନାଡିହିରେ କୃଷକ ଉତ୍ସବ ଅନୁଷ୍ଠିତ

ବରଗଡ଼(ଉଲାପ୍ର)୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ପାଇବା ପରେ ଆଜି ଡେଙ୍ଗନାଡିହି ଗ୍ରାମରେ ଜୟ କିଷାନ କୃଷକ ସଙ୍ଗଠନ ତରଫରୁ ଏକ ” କୃଷକ ଉତ୍ସବ ” ପାଳନ କରାଯାଇଥିଲା । ଏହି କୃଷକ ଉତ୍ସବରେ ଭେଙ୍ଗରାଜପୁର,ମାଝୀପାଲି,ରସମୁଣ୍ତା,ପିପଲପାଲି,ଛତ୍ତରବେହେରା,ନାଗଡିହୀ,ବନମାଲ,ଡେଙ୍ଗନାଡିହି,ମଲଦା ଆଦି ଗ୍ରାମ ମାନଙ୍କରୁ ଶତାଧିକ କୃଷକ ସାମିଲ ହୋଇଥିଲେ । ୨୦୧୯ ମସିହାରେ ବାଦିକଟା,ଲଖମରା,ଭେଙ୍ଗରାଜପୁର ଏହି ୩ଟି ଗ୍ରାମ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ମିସମେଜ ଦର୍ଶାଇ […]

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ସ୍ଲୋ ମୋଶନ ଚାଲି’

କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି’| ‘ସ୍ଲୋ ମୋଶନ ଚାଲି’ ହେଉଛି ଏକ କ୍ଲବ ଗୀତ | ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି | ଏଥିରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ମିସ ଇଣ୍ଡିଆ ଚାର୍ମିଙ୍ଗ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର | ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ […]

ରିଲିଜ ହେଲା ବର୍ଷାଙ୍କ ମ୍ୟୁଜିକ ଭିଡିଓ

ମୁକ୍ତିଲାଭ କରିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଭିଡିଓ ‘କିଛି ମାଗୁନାହିଁ ତତେ’| ନମିତା ମେଲେକା ଗାଇଥିବା ଏହି ଗୀତରେ ବର୍ଷାଙ୍କ ସହ ଅଭିନୟ କରିଛନ୍ତି ଏସିଡ ପୀଡିତା ପ୍ରମୋଦିନୀ ଏବଂ ଦୃଷ୍ଟିବାଧିତ ଓ ଦିବ୍ୟାଙ୍ଗମାନେ | କିଛି ଦିନ ତଳେ ନମିତାଙ୍କ କଣ୍ଠରେ ରେକର୍ଡ ହୋଇ ଏ ଗୀତଟି ବେଶ ଭାଇରାଲ ହେଇଥିଲା | ଆଉ ଏବେ ଏହାର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି ଯାହାକୁ ସବୁ ବର୍ଗର ଶ୍ରୋତା ଓ ଦର୍ଶକ […]

ସଂକ୍ଷେପରେ ଖବର

୧-ଖୁବଶୀଘ୍ର ରାଜ୍ୟରେ ପହଞ୍ଚିବ ଟିକା, ଯୋଗାଣକାରୀ ସଂସ୍ଥାରୁ ସିଧାସଳଖ ଆସିବ । ୨-ରାଉରକେଲା ଷ୍ଟିଲ ପ୍ଲାଂଟରେ ଗ୍ୟାସ ଲିକ, ୪ ମୃତ, ଦୁଇ ଡିଜିଏମ ନିଲମ୍ବିତ । ୩-ଆରଏସ୍‌ପି ଗ୍ୟାସ ଲିକ୍: ମୃତ ଶ୍ରମିକଙ୍କ ପରିବାରର ଜଣକୁ ନିଯୁକ୍ତି ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପରେ ଉଠିଲା ଶବ । ୩-ଆଗାମୀ ୨ ମାସ ଆମେ ଅଧିକ ସତର୍କ ରହିବା: ମୁଖ୍ୟମନ୍ତ୍ରୀ । ୪-ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି। […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୦୭ ତାରିଖ ୨୦୨୧ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ନବମୀ ରାତ୍ରି ଘ୧୨/୨୧ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ଚିତ୍ରା ଦିବା ଘ୦୪/୩୯ ପର୍ଯ୍ୟନ୍ତ ତଦନ୍ତେ ସ୍ଵାତୀଚନ୍ଦ୍ର -ତୁଳାଯୋଗ-ସୁକର୍ମାକରଣ- ତୈତିିଳସୌରମାସ – ଧନୁ ୨୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୧୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୨୯✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ ୧୨/୨୧ ଗତେ ଉତ୍ତରେତୁଳା ଓ କୁମ୍ଭ ରାଶିର ଘାତବାରନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା- ଦିବା ଘ୦୨/୩୫ ଗତେ ଘ୦୫/୧୭ ମଧ୍ୟେ✧═════•❁❀❁•════*ବିଶୁଦ୍ଧ ଅମୃତବେଳା- ଦିବା […]

ପଦୋନ୍ନତି କରାନଗଲେ କରୋନା ଟୀକାକୁ ପ୍ରତ୍ୟାଖ୍ୟାନ କରିବେ ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ କର୍ମୀ।।

ରାୟଗଡା(ଉଲାପ୍ର) ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ସରକାରୀ ସ୍ୱୀକୃତି ପ୍ରାପ୍ତ 4 ଟି କ୍ଷେତ୍ର କର୍ମଚାରୀ ( ସ୍ୱାସ୍ଥ୍ୟକର୍ମୀ) ଯଥା – ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ( A N M ) ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ( health worker male ) ଓଡିଶା ବହୁମୁଖୀ ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଓ ସ୍ୱାସ୍ଥ୍ୟ କର୍ମୀ ପ୍ରାୟ 15000, ରାଜ୍ୟର ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଯୋଜନା ନିମନ୍ତେ […]

ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ,ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର(ଉଲାପ୍ର)ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସଂପର୍କରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି […]

ଲଭ ଜିହାଦ ଅଧ୍ୟାଦେଶ: ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ ସରକାରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ସୁପ୍ରିମକୋର୍ଟ ଏବେ ଏହି ଅଧ୍ୟାଦେଶ ଗୁଡିକର ସାମ୍ବିଧାନିକ ବୈଧତାର ଜାଂଚ କରିବ । କେବଳ ଏଇଥିପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି । ବୁଧବାର ଦିନ ଶୁଣାଣି କାଳରେ ସୋଲିସିଟର ଜେନରାଲ ସୁପ୍ରିମକୋର୍ଟକୁ କହିଥିଲେ ଯେ, ଏହି ମାମଲାର ଶୁଣାଣି ହାଇକୋର୍ଟରେ ହେଉଛି । ଏହା ଉପରେ ଅଦାଲତ ପଚାରିଥିଲେ ଯେ,ହାଇକୋର୍ଟ ନଯାଇ ସିଧାସଳଖ ସୁପ୍ରିମକୋର୍ଟ ଆସିବାର କାରଣ କଣ ? ଆବେଦନକର୍ତ୍ତା ହାଇକୋର୍ଟ ବଦଳରେ ସିଧା ସୁପ୍ରିମକୋର୍ଟରେ […]

ନିଜ ଦେଶରେ କରୋନାର ଯାଞ୍ଚ ପାଇଁ WHOକୁ ଅନୁମତି ଦେଲାନାହିଁ ଚୀନ୍‌, ଜାଣନ୍ତୁ କାହିଁକି

କରୋନା ଏବେ ପୁରା ବିଶ୍ୱରେ ଆତଙ୍କ ଖେଳାଇଛି। ଚୀନରୁ ଏହି ଭୟଙ୍କର ଭୂତାଣୁ ଆସିଥିବା ଚାରିଆଡେ ଚର୍ଚ୍ଚା ହେଉଛି । କାରଣ କରୋନା ଭୂତାଣୁ ପ୍ରଥମେ ଚୀନର ଏକ ସହର ଉହାନରୁ ଆସିଥିଲା । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା WHO । ସେଥିପାଇଁ ଚୀନକୁ ଯାଇ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଚାହିଁଥିଲା । ହେଲେ ଚୀନ ତା ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ମାନଙ୍କୁ […]