ପିଲା ମାନଙ୍କର ଶୁଭ ମନାସି ମା ମାନେ ପାଳିଲେ ବାଟଓଷା ବା ଦାଣ୍ଡପହଁରା ଓଷା

ଆଠଗଡ(ଉଲାପ୍ର)ପିଲା ମାନଙ୍କର ଶୁଭ ମନାସି ଆଠଗଡ ରେ ମା ମାନେ ପାଳିଛନ୍ତି ବାଟଓଷା,କାହିଁ କେଉଁ କାଳରୁ ଓଡିଶା ରେ ଏହି ବାଟ ଓଷା ପାଳିତ ହୋଇ ଆସୁଛି,ଓଡ଼ିଶାରେ ବାର ମାସରେ ତେର ପର୍ବ ମଧ୍ୟରୁ ଗାଁ ଗହଳି ବ୍ୟତୀତ ସହରରେ ମଧ୍ୟ ବାଟ ଓଷା ପାଳିତ ହୋଇ ଆସୁଛି,ଯୋଉ ମାନଙ୍କର ପିଲାପିଲି ନହୁଏ ସେମାନେ ବାଟ ଓଷା କରି ମାନସିକ କଲେ ପିଲାପିଲି ହୋଇଥାଏ ବୋଲି ବିଶ୍ୱାସ ରହିଛି, ସେହି ପିଲାମାନଙ୍କୁ ଧରି ବୟସ୍କ ମହିଳା ମାନେ […]

ଆଜିର ରାଶିଫଳ

ଅଦ୍ୟ ଜାନୁଆରୀ ୦୨ ତାରିଖ ୨୦୨୧ ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ତୃତୀୟା ଦିବା ଘ୦୮/୫୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୦୮/୪୧ ପର୍ଯ୍ୟନ୍ତ ତଦନ୍ତେ ମଘାଚନ୍ଦ୍ର- କର୍କଟ ରାତ୍ରି ଘ୦୮/୪୧ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ବିସ୍କୁମ୍ଭକରଣ -ବିଷ୍ଟିସୌରମାସ – ଧନୁ ୧୯ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୨୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୮/୫୮ ଗତେ ନୈରୁତେବୃଷ,ସିଂହ ଓ କନ୍ୟା ରାଶି ର ଘାତବାରକର୍କଟ ଓ ମକର ରାଶି ର ଘାତଚନ୍ଦ୍ରଚତୁର୍ଥୀ ର ଏକୋଦିଷ୍ଟ ଓ […]

ନୂତନ ବର୍ଷ ନୂଆ ଉଦିପନା,ସମ୍ଭାବନା ନେଇ ଆସିଛ ୨୦୨୧ ନୂଆବର୍ଷ,କେତେ ଆଶା, ଆଶଙ୍କା ଭିତରେ କଟିଛି ୨୦୨୦,ସମସ୍ତଙ୍କ ଜୀବନକୁ ଚଳଚଞ୍ଚଳ କରୁ ଏହି ନୂତନବର୍ଷ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଉଦୟ ଲାବଣ୍ୟର ପ୍ରାର୍ଥନା

ଆଜିର ରାଶିଫଳ

✧═════•❁❀❁•═════✧ଅଦ୍ୟ ଜାନୁଆରୀ ୦୧ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ଦ୍ୱିତୀୟା ଦିବା ଘ୦୯/୩୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର- ପୁଷ୍ୟା ରାତ୍ରି ଘ୦୮/୪୬ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାଚନ୍ଦ୍ର- କର୍କଟଯୋଗ-ଵୈଧୃତିକରଣ -ଗରସୌରମାସ – ଧନୁ ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୫୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୨୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୦୯/୩୪ ଗତେ ଅଗ୍ନିକୋଣେବିଛା,ଧନୁ ଓ ମୀନ ରାଶି ର ଘାତବାରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା- ଦିବା ଘ୦୯/୦୬ ଗତେ ଘ୧୧/୫୦ ମଧ୍ୟେ ✧═════•❁❀❁•════*ବିଶୁଦ୍ଧ […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୩୧ ତାରିଖ ୨୦୨୦ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋପୌଷମାସ-କୃଷ୍ଣପକ୍ଷତିଥି-ପ୍ରତିପଦ ଦିବା ଘ୦୯/୨୪ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତୀୟା ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୮/୨୬ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାଚନ୍ଦ୍ର- ମିଥୁନ ଦିବା ଘ୦୨/୧୪ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ଇନ୍ଦ୍ରକରଣ -କୌଳବସୌରମାସ – ଧନୁ ୧୭ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୫୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୫୯✧═════•❁❀❁•═════✧ଯୋଗିନୀ ପୂର୍ବେ ଦିବା ଘ ୦୯/୨୪ ଗତେ ଉତ୍ତରେକନ୍ୟା ରାଶି ର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶି ର ଘାତବାରଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୩୦ ତାରିଖ ୨୦୨୦ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ପୂର୍ଣ୍ଣିମା ଦିବା ଘ୦୮/୫୬ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର- ଆଦ୍ରା ରାତ୍ରି ଘ୦୭/୩୦ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁଚନ୍ଦ୍ର- ମିଥୁନଯୋଗ-ବ୍ରହ୍ମକରଣ -ବବସୌରମାସ – ଧନୁ ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୪/୫୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୧୯✧═════•❁❀❁•═════✧ଯୋଗିନୀ ବାୟବ୍ୟେ ଦିବା ଘ ୦୮/୫୭ ଗତେ ପୂର୍ବେକନ୍ୟା ରାଶି ର ଘାତଚନ୍ଦ୍ରକର୍କଟ ରାଶି ର ଘାତବାରପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୦ ମଧ୍ୟେବାରବେଳା- ଦିବା ଘ୧୧/୪୬ […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୨୮ ତାରିଖ ୨୦୨୦ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ଦିବା ଘ୦୬/୩୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର- ରୋହିଣୀ ଦିବା ଘ୦୪/୨୪ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀଚନ୍ଦ୍ର- ବୃଷଯୋଗ-ଶୁଭକରଣ -ତୈତିଳସୌରମାସ – ଧନୁ ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/୫୭ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୪୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ ୦୬/୩୭ ଗତେ ପଶ୍ଚିମେବିଛା ରାଶି ର ଘାତଚନ୍ଦ୍ରମିଥୁନ ରାଶି ର ଘାତବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୭/୪୪ ଗତେ ଘ୦୯/୦୫ ମଧ୍ୟେବାରବେଳା- ଦିବା ଘ୦୨/୩୦ […]

ଜାତୀୟ କଂଗ୍ରେସ ର ୧୩୬ ତମ ପ୍ରତିଷ୍ଠା ଦିବସ ଆଠଗଡ ରେ ପାଳିତ

ଭାରତୀୟ ଜାତୀୟ କଂଗ୍ରେସ ର ୧୩୬ ତମ ପ୍ରତିଷ୍ଠା ଦିବସ ଆଜି ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି।ଆଠଗଡ଼ କଂଗ୍ରେସ ନେତା ପୂର୍ଵତନ ବିଧାୟକ ଉମାବଲ୍ଲଭରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପୂର୍ବତନ ରାଜ୍ୟସଭା ସାଂସଦ ସୁବାଷ ମହାନ୍ତି ମୂଖ୍ୟ ଅତିଥି ଭାବରେ ଯୋଗଦେଇ କଂଗ୍ରେସ ପତାକା ଉତ୍ତୋଳନ କରିଥିଲେ।ଵନ୍ଦେମାତରମ ସଂଗୀତଗାନ ପରେ ଜାତିରପିତା ମହାତ୍ମାଗାନ୍ଧୀ ଓ ଅନ୍ୟ ମହାପୁରୁଷ ମାନଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ସମାରୋହର ଶୁଭାରମ୍ଭ ହୋଇଥିଲା।ପତାକା ଉତ୍ତୋଳନ […]

ଇମ୍ଫା ଠିକା ଶ୍ରମିକ ମାନଙ୍କର ପୁରୁଣା କମିଟିର ଅବହେଳା ଯୋଗୁଁ ନୂତନ କମିଟି ଗଠନ

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦାପଡା ପଞ୍ଚାୟତ ପୋଲିପିଣ୍ଡା ଗ୍ରାମର ଅମ୍ବାତଟା ଠାରେ କରନା କଟକଣା କୁ ଆଖିରେ ରଖି ଇମ୍ଫା କମ୍ପାନୀ ର ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହଇଯାଇଛି |ଉକ୍ତ ବୈଠକରେ ଧୀମାନ ଜିତୁ ଯାକେଶିକା (ଜିଲ୍ଲା ସଭାପତି ବି. ଏସ. ପି ), ଭାସ୍କର ମୁଟିକା, ବିଶି ଟାକ୍ରୀ, ପ୍ରସାଦ କୁଟ୍ରୁକା, ଶିବ ପ୍ରାସ୍କା ଯୋଗ ଦେଇ ଇମ୍ଫା ଠିକା ଶ୍ରମିକ ମାନଙ୍କର ବିଭିନ୍ନ […]

ସରକାରୀ ସ୍କୁଲ ବନ୍ଦ ପ୍ରତିବାଦ ରେ ବରପାଲିରେ ଧାରଣା

ବରଗଡ଼(ଉଲାପ୍ର)ବରଗଡ଼ ଜିଲ୍ଲାରେ 273ଟି ସରକାରୀ ସ୍କୁଲ ବନ୍ଦ ହେବା ପରେ ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି। ବରପାଲି ବ୍ଲକ ରେ 15ଟି ସ୍କୁଲ ବନ୍ଦ ହେଉଥିବା ରୁ ଏହାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଏହା ଦିଆ ଯାଇଛି । ବରପାଲି ବ୍ଲକ ର ଭୋଇଟିକ୍ରା, ଗୋବିନ୍ଦପୁର, ଟିଙ୍ଗିପାଲି, ବିଜୟାପଲ୍ଲୀର ଅଭିଭାବକ ମାନେ ଏହି ରାଲି ଓ […]