ରାୟଗଡା ଜିଲ୍ଲା ନ୍ୟାୟାଳୟ ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ ।
ରାୟଗଡା(ଉଲାପ୍ର) ରାୟଗଡା ସିଭିଲ୍ କୋର୍ଟ ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଭିଡିଓ କନଫରେନ୍ସ୍ ମାଧ୍ୟମରେ ସେବା କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହି ଇ-ସେବା କେନ୍ଦ୍ର ଆରମ୍ଭ ହେବା ପରେ ଲୋକେ ମାଗଣାରେ ଆଇନସେବା ପାଇପାରିବେ ବୋଲି କୁହାଯାଇଛି । ସେହିପରି ମକଦ୍ଦମାର ସ୍ଥିତି,ପରବର୍ତ୍ତୀ ଶୁଣାଣୀ ତାରିଖ ଏବଂ ଅନ୍ୟ ତଥ୍ୟ ପାଇପାରିବେ । ସେହିପରି ସାର୍ଟିଫିକେଟ୍ କପି,ଇ-ପେମେଣ୍ଟ କରିବାର ସହାୟତା,ଜେଲ୍ ରେ ବନ୍ଦଥିବା […]