ଡିସେମ୍ବର ୨୩ ରୁ ପୁରି ବାସି ଜଗନ୍ନାଥ ଦର୍ଶନ କରି ପାରିବେ

ଆସନ୍ତା ଡିସେମ୍ବର ୨୩ ତାରିଖରୁ ନ ମାସର ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିର ରେ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ।ମାତ୍ର କେଉଁମାନେ କେବେ ଠାକୁରଙ୍କୁ ଦର୍ଶନ କରିବେ ତାହା ସ୍ଥାନୀୟ ପ୍ରଶାସନ ଦ୍ୱାରା ସ୍ଥିରୀକୃତ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଦୁଇଦିନ ମନ୍ଦିରର ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ ର ସୁବିଧା ପାଇବେ।ତା ପରେ ପୁରୀ ସହରର ଭିଭିନ୍ନ ୱାର୍ଡ ର ବାସିନ୍ଦା ମାନେ ସ୍ଥାନୀୟ ପୌରପାଳିକାରୁ ଟୋକନ ସଂଗ୍ରହ କରି ଠାକୁରଙ୍କୁ ଦର୍ଶନ କରିପାରିବେ […]

କଟକ ଜିଲ୍ଲା ତିଗିରିଆ, ନରସିଂହପୁର ଓ ବଡ଼ମ୍ବାରେ ବ୍ୟାପୁଥିବା କିଡ୍‌ନି ରୋଗ ପାଇଁ ଟାସ୍କ ଫୋର୍ସ ଗଠିତ । RMRC, SCB ସହିତ ରାଜ୍ୟ ବାହାରର ବିଶେଷଜ୍ଞ ସାମିଲ । କିଡ୍‌ନି ରୋଗ ବ୍ୟାପିବାର ଅନୁସନ୍ଧାନ, ଗବେଷଣା ଓ ରୋଗ ନିରାକରଣର ବାଟ ବାହାର କରିବ ଟିମ୍‌ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସୂଚନା*

ଆଠଗଡ ଏନଏସି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଆଠଗଡ(ଉଲାପ୍ର) ଆଠଗଡ ଏନଏସି ର ମହାବୀର ପ୍ଳାଜା ଠାରେ ସହରାଞ୍ଚଳ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି,ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ ଯୋଗଦେଇ କହିଲେ ସହରାଞ୍ଚଳ ରେ ଲୋକେ ସଚେତନ ହେଲେ ବିଜେପି ଦଳ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ସୁଦୃଢ଼ ହୋଇପାରିବ ବୋଲି ପ୍ରକାଶ କରିଥିଲେ,ଏହି ପ୍ରଶିକ୍ଷଣ ଶିବିରରେ କଟକ ମହାନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ,କଟକ ନଗର […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୧୮ ତାରିଖ ୨୦୨୦ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ଚତୁର୍ଥୀ ଦିବା ଘ୦୨/୦୧ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୦୭/୧୯ ପର୍ଯ୍ୟନ୍ତ ତଦନ୍ତେ ଧାନିଷ୍ଟାଚନ୍ଦ୍ର-ମକର ଯୋଗ-ବ୍ୟାଘାତକରଣ -ବିଷ୍ଟୀସୌରମାସ – ଧନୁ ୦୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୮/୪୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୩୯✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ୦୨/୦୧ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେବିଛା,ଧନୁ ଓ ମୀନ ରାଶିର ଘାତବାରସିଂହ ରାଶି ର ଘାତଚନ୍ଦ୍ରଚତୁର୍ଥୀ ର ଏକୋଦିଷ୍ଟ ଓ ପଞ୍ଚମୀ ର ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବରବେଳା- ଘ୦୯/୦୦ ଗତେ […]

କୃଷି ଆଇନକୁ ନେଇ ଦିଲ୍ଲୀ ବିଧାନସଭା ରେ ଦେଖିବାକୁ ମଳିିଲା ବିଚିତ୍ର ଚିତ୍ର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିରିଲେ ବିଲ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ବିବାଦିୟ କୃଷି ବିଲର ପ୍ରତୀକ ଚିରିଛନ୍ତି । ଏହା ସହ ଚେତାବନୀ ଦେଇ କହିଛନ୍ତି କି କେନ୍ଦ୍ରସରକାର ବ୍ରିଟିସ ମାନଙ୍କ ଠାରୁ ଆହୁରି ନିର୍ଦ୍ଦୟ ହୁଅ ନାହିଁ । କୃଷକ ଆନ୍ଦୋଳନ ଉପରେ ଚର୍ଚ୍ଚା କରିବାକୁ ଡକାଯାଇଥିବା ଦିଲ୍ଲୀ ବିଧାସଭାର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାରଙ୍କୁ କଡା ଟିପ୍ପଣୀ ଦେଇ ସେ କହିଛନ୍ତି କି କରୋନା ମହାମାରୀ ସମୟରେ ଏଭଳି ଆଇନ ପାରିତ […]

ଆଠଗଡ ବାରରେ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ୮୪ତମ ଜନ୍ମଦିନ ପାଳନ

ଆଠଗଡ(ଉଲାପ୍ର)ଆଠଗଡ ବାରରେ ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ୮୪ତମ ଜନ୍ମଦିନ ପାଳନ ,ଏହି ଉପଲକ୍ଷେ ବାରରେ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଜନ୍ମଦିନ ପାଳିବା ଏକ ନିଆରା ପରମ୍ପରା ଥିଲା,ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଓକିଲ ସଂଘ ସଭାପତି ସତେନ ପଣ୍ଡା,ସମ୍ପାଦକ ମନୋରଞ୍ଜନ ମହାନ୍ତି,ଅଦେଇତ୍ ଚରଣ ପଣ୍ଡା,ବିଷ୍ଣୁ ପ୍ରସାଦ ସାହୁ,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ବାରର ସମସ୍ତ ଓକିଲ ମାନେ ଯୋଗଦେଇ ପୂର୍ଣ୍ଣଚନ୍ଦ୍ରଙ୍କ ନିରାମୟ ଜିବନ କାମନା କରିଥିଲେ,ଏହି ଉପଲକ୍ଷେ ବାରରେ ଓକିଲ ମାନଙ୍କ […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୧୭ ତାରିଖ ୨୦୨୦ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-ଶୁକ୍ଳପକ୍ଷତିଥି-ତୃତୀୟା ଦିବା ଘ୦୨/୫୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର- ଉତରାଷାଢା ରାତ୍ରି ଘ୦୭/୨୯ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।ଚନ୍ଦ୍ର-ମକର ଯୋଗ-ଧ୍ରୁବକରଣ -ଗରସୌରମାସ – ଧନୁ ୦୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୭/୪୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୩୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୫୬ ପର୍ଯ୍ୟନ୍ତ ତଦନ୍ତେ ନୈରୁତେତୁଳା ଓ କୁମ୍ଭ ରାଶିର ଘାତବାରସିଂହ ରାଶି ର ଘାତଚନ୍ଦ୍ରତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବରବେଳା- ଘ୦୨/୨୦ ଗତେ ଘ୦୫/୦୮ ମଧ୍ୟେ […]

ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନବ ପ୍ରୟାସ

ଦାଶିଆ ଅଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲାଇବ୍ରେରୀ ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ତଥା ସମାଜ ସେବୀକା ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହା ଏକ ପ୍ରୟାସ । ଅଭିଯାନର ଏକ ଅଂଶ ଭାବରେ, ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଶାର ଏବଂ ଦେଶର ଅନ୍ୟ ପ୍ରାନ୍ତର ଇଚ୍ଛୁକ ଦାତାମାନଙ୍କ ଠାରୁ ପୁସ୍ତକ ସଂଗ୍ରହ କରି ସାରା ରାଜ୍ୟର ପିଲାମାନଙ୍କୁ ଦାନ କରିବା ଏବଂ ପ୍ରତ୍ୟେକ ଜିଲ୍ଲାରେ ଲାଇବ୍ରେରୀ ସ୍ଥାପନକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । […]

ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦଯାପିତ ,ବିଶ୍ୱବ୍ୟାପି କୋଭିଡ ମୁକାବିଲା ନେଇ ଭୂମିକା ମହତ୍ଵପୁର୍ଣ

କଟକ/ ଭୁବନେଶ୍ୱର/ ଟରୋଣ୍ଟୋ /ନଉଜିଲ୍ୟାଣ୍ଡ/ ନିୟୁଜର୍ସି / ଦୋହା / ସିଡନୀ / ସେଲାଙ୍ଗର / ଫ୍ରାଙ୍କଫର୍ଟ / ୱେଲିଂଟନ/ ରାଇପୁର / ନୂଆଦିଲ୍ଲୀ ତା.୧୬.୧୨.: ସାରା ବିଶ୍ୱରେ ମହାମାରୀ କରୋନା ର କଡ଼ା ମୁକାବିଲା କରିବାନେଇ ମହିଳାମାନେ ଗ୍ରହଣ କରୁଥିବା ମହତ୍ୱପୂର୍ଣ୍ଣ ଭୂମିକାକୁ ସବୁ ସ୍ତରରେ ଭୁରୀ ଭୁରୀ ପ୍ରଶଂସା କରାଯାଇଛି | ଆନ୍ତର୍ଜାତୀକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ତରଫରୁ ଆୟୋଜିତ ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀରେ ପୃଥିବୀ ର ବିଭିନ୍ନ ଦେଶରୁ ଅଂଶଗ୍ରହଣ […]