ପ୍ରକାଶ ପାଇବା ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ ବହି THE PRESIDENTIAL YEARS ବିବାଦରେ !! ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ଦିବଂଗତ ପ୍ରବଣ ମୁଖାର୍ଜୀଙ୍କ ବାୟୋଗ୍ରାଫି ଆସନ୍ତା ମାସରେ ପ୍ରକାଶିତ ହେବ। ହେଲେ ଏହାର ମାଲିକାନାକୁ ନେଇ ପ୍ରଣବ ଦା’ଙ୍କ ପୁଅ ଓ ଝିଅଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଉଭୟ ପରସ୍ପରକୁ ସୋଶାଲ ମିଡିଆରେ ସମାଲୋଚନା କରିଛନ୍ତି। ‘The Presidential Years’ ରେ ପ୍ରଣବ ଦା’ ତାଙ୍କ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହାକୁ […]