ବନାନୀ କଳା ସଙ୍ଗମ ସଂଯୋଜକ ସମ୍ବର୍ଦ୍ଧିତ

ଫୁଲବାଣୀ ପବିତ୍ର ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ 2023 ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜିଲାର ସର୍ବପୁରାତନ ତଥା ଅଗ୍ରଣୀ କଳା ଓ ସଂସ୍କୃ ତି ଆନୁଷ୍ଠାନ ବନାନୀ କଳା ସଙ୍ଗମର କଳାକାର ମାନେ ନୃତ୍ୟଗୁରୁ ବିନୋଦ ସାହୁ ଙ୍କ ଠାରୁ ଶିକ୍ଷାଲାଭ କରି ଆକର୍ଷଣୀୟ ଲୋକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲେ l lଜୀଲାର ନୂତନ କଳାକାର […]

ନାବାଳକ ପୁଅକୁ ସ୍କୁଟି ଦେଇ
କୋଟଗଡ଼ ବିଡ଼ିଓ ଗଣିଲେ ପଚିଶ ହଜାର

ଫୁଲବାଣୀ (ସୁନୀଲ ପଟନାୟକ )ପରିବହନ ବିଭାଗ ଓ ରାଜ୍ୟ ସରକାରଙ୍କ ସଚେତନତା ସତ୍ୱେ ବାପା ମାନେ ନାବାଳକ ପୁଅକୁ ବାଇକ ଦେବାଲାଗି ଟିକିଏବି କୁଣ୍ଠା ବୋଧ କରୁନାହାନ୍ତି l ନିଜ ଗେଲ୍ହାନାବାଳକ ପୁଅକୁ ତାଗିଦ କରିବା ପରିବର୍ତେ ସ୍କୁଟି ଚଳାଇ ବାକୁ ଦେଇ ନିଜକୁ ବାପା ପଣିଆ ର ଗର୍ବ ଅନୁଭବ କରି ଶେଷରେ ପୁଅ ପୋଲିସ ହାତରେବାଇକ ସହ ପୁଅ ଧରାପଡିବାପରେ ବାପା କନ୍ଧମାଳ ଜିଲ୍ଲା କୋଟଗଡ଼ ବିଡ଼ିଓ ଅର୍ଜୁନ ପ୍ରଧାନଙ୍କୁ ପଚିଶ ହଜାର ଟଙ୍କା […]

ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ୧ ୭ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ

ଫୁଲବାଣୀ(ସୁନୀଲ ପଟନାୟକ )ସୋମବାର ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ କୁ କଞ୍ଜl ମାଈ ଗ୍ରାମ ରରାସ୍ତା କଡରେ ରଖି ଚାଲାଣ କରିବାକୁ ଉଦ୍ୟମ କରିବାବେଳେ ପୋଲିସ ଟିମ ଚଢ଼lଉ କରି ୧ ୭ କୁଇଣ୍ଟାଲପଚାଶ କେଜି ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ […]

ବାଇକ୍ ସହ ଧରାପଡ଼ିଲା ପୁଅ, ବିଡିଓ ଗଣିଲେ ୨୫ ହଜାର ଟଙ୍କା ଜୋରିମାନା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ପୁଅର ଭୁଲ ପାଇଁ ଜରିମାନା ଗଣିଲେ ବାପା। ଏହି ବାପା ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଅର୍ଜୁନ ପ୍ରଧାନ। ପୁଅ ନାବାଳକ। ହେଲେ ବାଇକ୍‌ ଧରି ରାସ୍ତାରେ ସାଙ୍ଗ ସହ ବୁଲୁଥିବା ବେଳେ ପୁଲିସ ଓ ପରିବହନ ଅଧିକାରୀ ଚଳାଇଥିବା ଚେକିଂ ହାବୁଡ଼ରେ ପଡ଼ି ଯାଇଥିଲେ। ଏହି ଟିମ୍ ନାବାଳକକୁ ରୋକିବା ପରେ ଗାଡ଼ି ଜବତ କରିଥିଲେ। ତାଙ୍କୁ ପଚରାଉତରା କରିବା ପରେ ଠିକଣା […]

ଚିକିତ୍ସା ବିଜ୍ଞାନରେ ଆଉ ଏକ ସଫଳତା: କଇଁତା ମଲ୍ଲିକଙ୍କ ପେଟରୁ ବାହାରିଲା ୪୨ କେଜିର ଟ୍ୟୁମର

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଚିକିତ୍ସା ବିଜ୍ଞାନର ଆଉ ଏକ ସଫଳତା । ମହିଳାଙ୍କ ପେଟରୁ ବାହାରିଲା ୪୨ କେଜି ଟ୍ୟୁମର । ୪ ଜଣିଆ ଡାକ୍ତରୀ ଟିମର ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ମହିଳା । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ନିକଟ ନନ୍ଦନୀ ଗାଁର କଇଁତା ମଲ୍ଲିକ କିଛି ବର୍ଷ ହେବ ପେଟ ରୋଗରେ ଥିଲେ ପିଡ଼ୀତ । ଜିଲ୍ଲା ହସ୍ପିଟାଲ ଠାରୁ ଆରମ୍ଭ କରି ଭୁବନେଶ୍ୱର ଆଉ କଟକର ବଡ଼ ବଡ଼ […]

ଶାଗ ତୋଳିବା ବେଳେ ଖସି ପଡିଯିବାରୁ ଜୀବନ ଗଲା

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ବରଡା ଶାଗ ତୋଳିବା ବେଳେ ଗଛରୁ ଖସିପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି l ସୂଚନା ଅନୁଯାୟୀ, କୋଟଗଡ ଥାନା ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରଡା ଗ୍ରାମର ମାଧବ ମୁଠାମାଝୀ (୫୦ ବର୍ଷ) ସନ୍ଧ୍ୟାରେ ବରଡା ଶାଗ ତୋଳିବା ପାଇଁ ଗଛ ଉପରେ ଚଡିଥିଲେ l ଅସାବଧାନତା ବଶତଃ ସେ ପ୍ରାୟ ୨୫ ଫୁଟ ଉପରୁ […]

ଫୁଲବାଣୀରେ ବ୍ୟାଙ୍କ ସମ୍ମୁଖ ରୁ ସତରଲକ୍ଷ ଝାମ୍ପିନେଲେ ଦୁର୍ବୁତ୍ତ

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ରେ ପୁଣି କଳା ପଲ୍ସସର୍ ର ଆତଙ୍କ l ବ୍ୟବସାୟୀ ଙ୍କ ଠାରୁ ଲୁଟି ନେଲେ 17 ଲକ୍ଷ 50 ହଜାର ଟଙ୍କା l ଫୁଲବାଣୀ ର ଏକ ଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟି ରେ ଏକ୍ସିସ୍ ବ୍ୟାଙ୍କ୍ ରେ ଟଙ୍କା ଡିପୋଜିଟ କରିବାକୁ ଯାଉ ଥିବାବେଳେ ବ୍ୟାଙ୍କ ସମ୍ମୁଖରୁ 17 ଲକ୍ଷ 50 ହଜାରଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ l ସୂଚନା […]

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଶିଶୁ ମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମିତି ପରିସରରେ ଥିବା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ l ଏଥିରେ […]

ବାଲିଗୁଡା ରେ ୮୮ ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୮୮ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ “ବନ୍ଦେ ଉତ୍କଳ ଜନନୀ “ସଙ୍ଗୀତ ପରିବେଷଣ କରାଯାଇଥିଲା l ପରେ ପରେ ସଭା ଗୃହ ପରିସରରେ ଏକ ସାଧାରଣ ସଭା ର […]

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ: ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି । ଛାତରୁ ପଡ଼ିବା ବେଳେ ନାବାଳକର ମଳ ଦ୍ବାରରେ ଶାବଳ ପଶି ଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଶନିବାର ସକାଳେ ତଳ ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ […]