ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜୋରଦାର

👉କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି । ୩ଟି ଯାକ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି କଲେ ଚାଷୀ ସଂଗଠନ । ୩ ଯାକ ଆଇନ ରଦ୍ଦ ନହେବା ଯାଏ ଧାରଣା ଜାରି ରହିବ: ସଂଗଠନ ସରକାରଙ୍କ ୨୦ ପୃଷ୍ଠାର ଲିଖିତ ପ୍ରସ୍ତାବକୁ ଖାରଜ କଲେ କୃଷକ ସଂଗଠନ ସରକାରଙ୍କ ୯ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମିଳିତ କୃଷକ ସଂଗଠନର ନିଷ୍ପତ୍ତି […]

ସ୍ୱର ସମର୍ପଣ ଦ୍ୱାରା ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ଓ ଯଜ୍ଞ ଆୟୋଜିତ

ପୁରୀ/ଭୁବନେଶ୍ଵର/ଜମ୍ମୁ/ନୂଆଦିଲ୍ଲୀ , ନୂଆଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସ୍ୱର ସମର୍ପଣ” ଦ୍ୱାରା ନିକଟରେ ପୁରୀ ଠାରେ ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ପରିକ୍ରମା ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହ ଉଦଘାଟିତ ହୋଇଯାଇଛି। କରୋନା ମହାମାରୀ ର ଭୟଙ୍କର ସଙ୍କଟରୁ ସମଗ୍ର ମାନବ ସମାଜକୁ ଉଦ୍ଧାର କରିବା ଏବଂ ପ୍ରତ୍ୟେକ ମଣିଷ କୁ ମାନସିକ ତଥା ଶାରୀରିକ ସୁସ୍ଥତା ,ସବଳତା ଓ ସୁରକ୍ଷା ପ୍ରଦାନ କରିବାର ଅଭିପ୍ରାୟ ନେଇ ମହାପ୍ରଭୁ ଙ୍କୁ ଆବାହନ କରିବା, ଏହି ଧାର୍ମିକ ଆସର […]

ଭାରତ ବନ୍ଦକୁ ସମର୍ଥନ ଦେଲା ଆଠଗଡ କଂଗ୍ରେସ, ବିଭିନ ସ୍ଥାନରେ ରାସ୍ତାରୋକ,ଭାରତ ବନ୍ଦ ଆଠଗଡ ରେ ଶାନ୍ତି ପୂର୍ଣ୍ଣ

ଆଠଗଡ(ଉଲାପ୍ର)କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ୧୨ ଦିନଧରି କୃଷକ ମାନେ ଦିଲ୍ଲୀରେ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ଏବେ କୃଷି ଆନ୍ଦୋଳନ ଦିଲ୍ଲୀରୁ ପଲିକୁ ପହଁଚିଛି, ମଙ୍ଗଳବାର ଦିନ ଭାରତବର୍ଷର କୃଷକମାନେ ଭାରତ ବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏହାକୁ ସମର୍ଥନ କରିଛି ଜାତୀୟ କଂଗ୍ରେସ ଓ ବାମପନ୍ଥୀ ଦଳ ଓ ବିଭିନ୍ନ ରାଜ୍ୟର କୃଷକ ସଙ୍ଗଠନ,ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଆଠଗଡ ଓ ତିଗିରିଆ ରେ କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ୱରେ […]

ଆସନ୍ତାକାଲି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ଅଫିସକୁ ଛୁଟି ଘୋଷଣା କଲେ

ଭୁବନେଶ୍ୱର(ବ୍ୟୁରୋ): ବିଭିନ୍ନ କୃଷକ ସଂଗଠନ  ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ଯୋଗୁଁ ଗମନାଗମନ ଓ ପରିବହନରେ ଅସୁବିଧା ହେବାର ଆଶଙ୍କା ଦର୍ଶାଇ ଏଭଳି ନିଷ୍ପତ୍ତି ନେଇଥିବା ଗଣମାଧ୍ୟମ କୁ ଜଣାଇଛନ୍ତି। ଆସନ୍ତାକାଲି ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିଲେ ମଧ୍ୟ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବା ନେଇ ସୂଚନା ଦିଆଯାଇଛି।କେନ୍ଦ୍ର ସରକାରଙ୍କ ୩ଟି […]

ଏଚଡବ୍ଲ୍ୟୁଜି ପକ୍ଷରୁ ଅଭିନେତା ସବ୍ୟସାଚୀଙ୍କ ଦ୍ୱାରା ଓଏସଏମସିଏଲକୁ 550 ପଲସ ଅକ୍ସିମିଟର ଦାନ

ଆମେରିକା ଓଡିଶା ସୋସାଇଟିର ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସଏମସିଏଲ)କୁ 550 ପଲସ ଅକ୍ସିମିଟର ପ୍ରଦାନ କରାଯାଇଛି | 8 ଲକ୍ଷ ଟଙ୍କା ବିନିଯୋଗରେ ପ୍ରଦାନ କରାଯାଇଥିବା ଏହି ଅକ୍ସିମିଟର ଗୁଡିକ ବିଶେଷ କରି ଗ୍ରାମାଞ୍ଚଳରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ବିଶେଷ ସହାୟକ ହେବ | ଯଦ୍ୱାରା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ ହେବା ସହିତ କୋଭିଡ ସହ ଲଢେଇରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି […]

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ର ନିର୍ବାଚିତ କର୍ମକର୍ତ୍ତାଙ୍କର ଶପଥ ଗ୍ରହଣ

ନୂଆଦିଲ୍ଲୀ / ଭୁବନେଶ୍ୱର (ଉଲାପ୍ର)ପ୍ରବାସୀ ଓଡ଼ିଆ ମାନଙ୍କର ଛାମୁଆ ସଂଗଠନ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (ଆର.ପି.ଓ.ପି.) ର ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ (ଭରଚୁଆଲ ) ଭାବରେ ଆୟୋଜିତ ଏହି ସମାରୋହରେ ପରିବାରର ବହୁ ସଦସ୍ୟ, କାର୍ଯ୍ୟକର୍ତ୍ତା,ହୀତାକାଂକ୍ଷୀ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ନୂଆ ପଦାଧିକାରୀ ମାନଙ୍କୁ ଶୁଭକାମନା ଜଣାଇବା ସାଙ୍ଗକୁ ସେମାନଙ୍କର କାର୍ଯ୍ୟ କାଳ ର ଅଶେଷ ସଫଳତା […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୦୭ ତାରିଖ ୨୦୨୦ ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-କୃଷ୍ଣପକ୍ଷତିଥି-ସପ୍ତମୀ ରାତ୍ରି ଘ୦୬/୩୯ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ମଘା ଦିବା ଘ୦୩/୦୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ବା ଫାଃ ଚନ୍ଦ୍ର- ସିଂହଯୋଗ-ଵୈଧୃତିକରଣ-ବିଷ୍ଟିସୌରମାସ – ବିଛା ୨୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୨/୦୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୦୯✧═════•❁❀❁•═════✧ଯୋଗିନୀ ବୟବ୍ୟେ ରାତ୍ରି ଘ୦୬/୩୯ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେକର୍କଟ ଓ ମକର ରାଶି ର ଘାତଚନ୍ଦ୍ରମିଥୁନ ରାଶି ର ଘାତବାରସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା -ଦିବା ଘ୦୭/୩୪ ଗତେ ଘ୦୮/୫୫ ମଧ୍ୟେବାରବେଳା […]

ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ରେ ଅନୁଷ୍ଠିତ,ଏଟିବିଏନ ରତ୍ନ ପାଇଲେ ଅଡେଇତ ପଣ୍ଡା,ତ୍ରିଲୋଚନ ମହାପାତ୍ର

ନୂଆପାଟଣା(ଉଲାପ୍ର)ଆଠଗଡ ଉପଖଣ୍ଡର ଏକମାତ୍ର ଓକିଲ ସଂଘ ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି, ସଙ୍ଘର ସଭାପତି ଫଣି ଭୂଷଣ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ର ବରିଷ୍ଠ ଆଇନଜୀବୀ ଅଦେଇତ ଚରଣ ପଣ୍ଡା ଓ ନରସିଂହପୁର ର ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ମହାପାତ୍ର ଙ୍କୁ ଏଟିବିଏନ ରତ୍ନ ଭାବେ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଉତ୍ସଭ ରେ ଅନ୍ୟମାନଙ୍କ ମଧ୍ୟରେ ବଡମ୍ବାର ବରିଷ୍ଠ ଆଇନଜୀବୀ ହରିହର […]

ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ଠାରେ ଅନୁଷ୍ଠିତ,ଏଟିବିଏନ ରତ୍ନ ପାଇଲେ ଅଡେଇତ ପଣ୍ଡା,ତ୍ରିଲୋଚନ ମହାପାତ୍ର

ନୂଆପାଟଣା(ଉଲାପ୍ର)ଆଠଗଡ ଉପଖଣ୍ଡର ଏକମାତ୍ର ଓକିଲ ସଂଘ ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି, ସଙ୍ଘର ସଭାପତି ଫଣି ଭୂଷଣ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ର ବରିଷ୍ଠ ଆଇନଜୀବୀ ଅଦେଇତ ଚରଣ ପଣ୍ଡା ଓ ନରସିଂହପୁର ର ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ମହାପାତ୍ର ଙ୍କୁ ଏଟିବିଏନ ରତ୍ନ ଭାବେ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଉତ୍ସଭ ରେ ଅନ୍ୟମାନଙ୍କ ମଧ୍ୟରେ ବଡମ୍ବାର ବରିଷ୍ଠ ଆଇନଜୀବୀ ହରିହର […]

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୦୬ ତାରିଖ ୨୦୨୦ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାର୍ଗଶୀର-କୃଷ୍ଣପକ୍ଷତିଥି-ଷଷ୍ଠୀ ରାତ୍ରି ଘ୦୭/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ଅଶ୍ଳେଷା ଦିବା ଘ୦୩/୧୫ ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର- କର୍କଟ ଦିବା ଘ୦୩/୧୫ ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ଇନ୍ଦ୍ରକରଣ-ଗରସୌରମାସ – ବିଛା ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୧୧/୪୩ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୯✧═════•❁❀❁•═════✧ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୩୭ ପର୍ଯ୍ୟନ୍ତ ତଦନ୍ତେ ବୟବ୍ୟେକର୍କଟ ଓ ମକର ରାଶି ର ଘାତଚନ୍ଦ୍ରମେଷ ରାଶି ର ଘାତବାରଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା ଓ […]