ପିପିଲି(ଉଲାପ୍ର)ପିପିଲି ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁକାନ୍ତ ଭଟ ଓ ପୂର୍ବତନ କାଉନସିଲର ଆଲେଜହୁର ଖାନଙ୍କ ନେତୃତ୍ୱରେ ଦାନଗହୀର,ହସନପୁର,ଯାଜପୁଏରା, ନୂଆଗୋଡି, ମୋଟାରୀ,ଭବାନିପୁର,ସୁଲତାନ ନଗର,ପିପିଲି ଏନଏସି, ଦାଣ୍ଡ ମୁକୁନ୍ଦପୁର, ଆଦି ପିପିଲି ଅଞ୍ଚଳର ଶତାଧିକ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକମାନେ ଆଜି କାଇପଦର ପୀର ବାବାଙ୍କ ପୀଠରେ ବଜେପି ରେ ସାମିଲ ହୋଇଛନ୍ତି । ପୁରୀ ଜିଲ୍ଲା ବଜେପି ସଭାପତି ତଥା ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର […]
ତିଗିରିଆ(ଉଲାପ୍ର)କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ନେଇ ଆଜି ସାରା ଭାରତ ରେ ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛନ୍ତି ଶ୍ରମିକ ସଂଘ ମାନେ,ଭାରତରେ ଶ୍ରମ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିବା ଯୋଗୁ ୪୪ଟି ଆଇନରୁ ବର୍ତ୍ତମାନ କେବଳ ୪ ଟି ଆଇନ କାର୍ଯ୍ୟକାରୀ ହେଉଛି,ଯାହାର ପ୍ରତିବାଦ କରିଛନ୍ତି ବିଡି ଶ୍ରମିକ ମାନେ,କେନ୍ଦ୍ର ସରକାର ସହିତ ରାଜ୍ୟ ସରକାର ହାତ ମିଳାଇ ଏହାକୁ ସମର୍ଥନ କରିଥିବା ଯୋଗୁ ଶ୍ରମିକ ମାନେ ନାହିଁ ନଥିବା […]
ଆଠଗଡ(ଉଲାପ୍ର)କାର୍ତ୍ତିକ ମାସର ଦ୍ୱିତୀୟ ପଞ୍ଚୁକ ରେ ବାବା ଧବଳେଶ୍ବର ଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଛି,କରୋନା ମହାମାରୀ ଯୋଗୁ ଧବଳେଶ୍ବର ପୀଠଟି ଖାଁ ଖାଁ ହୋଇ ପଡ଼ିଥିବା ବେଳେ ଯୋଉ ଝୁଲା ପୋଲରେ ଶହ ଶହ ଶ୍ରଦ୍ଧାଳୁ ବାବାଙ୍କ ବଡ଼ସିଂହାର ବେଶ ଦର୍ଶନ କରିଥାନ୍ତେ ସେହି ଝୁଲା ପୋଲ ଆଜି ଖାଲି ଖାଲି ଲାଗୁଚି, ପୀଠରେ କେବଳ ସେବାୟତ ମାନଙ୍କୁ ଛାଡିଦେଲେ ସୂଚନା ଲୋକ ସମ୍ପର୍କ ଓ ଦେବୋତ୍ତର ବିଭାଗ କର୍ମଚାରୀ ଙ୍କ ଛଡା ଆଉ କେହି […]
ଅଦ୍ୟ ନଭେମ୍ବର ୨୫ ତାରିଖ ୨୦୨୦ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୦୫/୦୦ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ଉତ୍ତରଭାଦ୍ର ରାତ୍ରି ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର-ମୀନଯୋଗ-ବଜ୍ରକରଣ-ବାଣିଜ୍ୟସୌରମାସ – ବିଛା ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୫/୦୦ ପର୍ଯ୍ୟନ୍ତ ତଦନ୍ତେ ନୈରୁତେଧନୁ ରାଶିର ଘାତଚନ୍ଦ୍ରକର୍କଟ ରାଶି ର ଘାତବାରଏକାଦଶି ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା – ଦିବା ଘ୦୮/୪୫ ଗତେ ଘ୧୦/୧୦ ମଧ୍ୟେବାରବେଳ। – ଦିବା ଘ୧୧/୩୪ ଗତେ […]
ଆଠଗଡ(ଉଲାପ୍ର)ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ସମବାୟ ଦୁର୍ନୀତି ଶୁଣିଲେ ଟିକେ କେମିତି ଖଟକା ଲାଗୁଥିଲେ ମଧ୍ୟ ଘଟଣା ସତ୍ୟ,ତାହା ପୁଣି ଆଠଗଡ ନିର୍ବାଚନ ମଣ୍ଡଳୀ ର ୨୬ଗୋଟି ସୋସାଇଟି ରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ସାରା ନିର୍ବାଚନ ମଣ୍ଡଳୀ ର ଶତାଧିକ ଚାଷୀ ଆଜି ଆଠଗଡ ସିସିବି ବ୍ୟାଙ୍କ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି, ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ […]
ଅଦ୍ୟ ନଭେମ୍ବର ୨୫ ତାରିଖ ୨୦୨୦ ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-ଶୁକ୍ଳପକ୍ଷତିଥି-ଏକାଦଶୀ ରାତ୍ରି ଘ୦୫/୦୦ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ନକ୍ଷତ୍ର-ଉତ୍ତରଭାଦ୍ର ରାତ୍ରି ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର-ମୀନଯୋଗ-ବଜ୍ରକରଣ-ବାଣିଜ୍ୟସୌରମାସ – ବିଛା ୧୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୬/୦୫/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୫/୦୦ ପର୍ଯ୍ୟନ୍ତ ତଦନ୍ତେ ନୈରୁତେଧନୁ ରାଶିର ଘାତଚନ୍ଦ୍ରକର୍କଟ ରାଶି ର ଘାତବାରଏକାଦଶି ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧କାଳବେଳା – ଦିବା ଘ୦୮/୪୫ ଗତେ ଘ୧୦/୧୦ ମଧ୍ୟେବାରବେଳ। – ଦିବା ଘ୧୧/୩୪ ଗତେ […]
ନୟାଗଡ଼(ଉଲାପ୍ର) ଡମ୍ପର ଧକ୍କାରେ ୬ ଜଣଙ୍କ ଅକାଳ ମୃତ୍ୟୁ । ଏଭଳି ଦୁଃଖଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ନିକଟରେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଓଡି-୦୨-ଡି-୬୧୬୫ ନମ୍ବର ହଳଦିଆ ରଙ୍ଗର ଆର୍. କେ. ଡି. କମ୍ପାନୀର ଡମ୍ପରଟି ନୟାଗଡ଼ ପଟରୁ ଆସୁଥିବା ବେଳେ ପଥଚାରୀଙ୍କ ଉପରେ ମାଡ଼ିଯାଇଥିଲା। ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିବା ସୂଚନା ମିଳିଛି l […]
ଦେଶରେ ଆଜି ଅବିଶ୍ୱାସର ବାତାବରଣ, ଘୃଣା, ହିଂସା ପ୍ରତିବାଦ କରିବାର ଅଧିକାର ଆଉ ନାହିଁ କହିଲେ ଚଳେ ଓଡିଶା କାହିଁକି ବାଦ ଯିବ,ଦେଶ ଵ୍ୟାପୀ ଯେତେବେଳେ ଗଣତାନ୍ତ୍ରିକ ଅଧିକାର ବିପନ୍ନ, ଓଡିଶା ସରକାରଙ୍କ ଠାରୁ କାହିଁକି ଆଶା କରିବା, ପୃଥିବୀ ସାରା ଆଜି କ୍ଷମତାଶାଳୀ ମାନେ ଅଧିକରୁ ଅଧିକ ସ୍ୱେଚ୍ଛାଚାରୀ ହେଉଛନ୍ତି l ସମସ୍ତେ yes person ଖୋଜୁଛନ୍ତି l କୌଣସି ଦଳ, କୌଣସି ଚିନ୍ତାଧାରାର ବ୍ୟକ୍ତି ଏଥିରୁ ମୁକ୍ତ ନୁହଁନ୍ତି l କେହି ସ୍ରୋତର ପ୍ରତିକୂଳରେ […]