କଣ୍ଠଶିଳ୍ପୀ ଭିକାରୀ ମହ ମଦଙ୍କ ପରଲୋକ

ଖଣ୍ତପଡାର ଗର୍ବ ଓ ଗୌରବ ତଥା ସାରା ଓଡ଼ିଶାରେ ଦିତୀୟ ସାଲବେଗ ଭାବେ ସୁପରିଚିତ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।ସ୍ବର୍ଗତ ମହମ୍ମଦ ଜଣେ ଆଗଧାଡିର କଣ୍ଠଶିଳ୍ପୀ ଭାବେ ବେଶ ସୁନାମ ଅର୍ଜନ କରିଥିଲେ।ପିଲାଟି ଦିନରୁ ଭଜନ ପରିବେଷଣ କରୁଥିବା ଏହି ଜଗନ୍ନାଥପ୍ରେମୀଙ୍କୁ ନେଇ ସମଗ୍ର ରାଜ୍ୟବାସୀ ବେଶ ଗୌରବ ଅନୁଭବ କରି ଥାନ୍ତି।ତାଙ୍କ ବିୟୋଗରେ ରାଜ୍ୟର କଳା ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ଏକ ଶୋକ ବାର୍ତ୍ତାରେ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୦୬ ତାରିଖ ୨୦୨୦ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-କୃଷ୍ଣପକ୍ଷତିଥତିଥି- ପଞ୍ଚମୀ ପ୍ରାତଃ ଘ ୦୬/୨୪ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ଆଦ୍ରା ପ୍ରାତଃ ଘ ୦୭/୧୪ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ଚନ୍ଦ୍ର-ମିଥୁନ ରାତ୍ର ଘ ୦୧/୧୯ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ସିଦ୍ଧିକରଣ-ତୈତିିଳସୌରମାସ -ତୁଳା ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୫/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୪୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୬/୨୪ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେକନ୍ୟା ରାଶିର ଘାତ ଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତ ବାରଷଷ୍ଠୀ ର ଏକୋଦିଷ୍ଟ ଓ […]

ଅଦ୍ୟ ନଭେମ୍ବର ୦୫ ତାରିଖ ୨୦୨୦ ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-କୃଷ୍ଣପକ୍ଷତିଥି- ପଞ୍ଚମୀ ନକ୍ଷତ୍ର-ଆଦ୍ରା ଚନ୍ଦ୍ର-ମିଥୁନଯୋଗ-ଶିବକରଣ- କୌଲବସୌରମାସ -ତୁଳା ୨୦ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୪/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୧୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେକନ୍ୟା ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶିର ଘାତ ବାରପଞ୍ଚମୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ଘ୦୨/୧୪ ଗତେ ଘ୦୫/୦୬ ମଧ୍ୟେ✧═════•❁❀❁•═════✧ବିଶୁଦ୍ଧ ଅମୃତବେଳା- ଘ୧୦/୧୦ ଗତେ ଘ ୧୧/୩୪ ମଧ୍ୟେ ଓ ଘ୦୧/୦୧ଗତେ ଘ୦୨/୧୩ମଧ୍ୟେବିଶୁଦ୍ଧ ମହେନ୍ଦ୍ରବେଳା- ଦିବା ଘ୦୭/୧୭ ମଧ୍ୟେ ଓ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୦୩ ତାରିଖ ୨୦୨୦ ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-କୃଷ୍ଣପକ୍ଷତିଥତିଥି- ତୃତୀୟା ରାତ୍ର ଘ୦୩/୨୧ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ରୋହିଣୀ ରାତ୍ରି ଘ୦୩/୧୨ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର- ବୃଷଯୋଗ-ବରୀୟାନକରଣ-ବାଣିଜ୍ୟସୌରମାସ -ତୁଳା ୧୮ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୦୯✧═════•❁❀❁•═════✧ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୩/୨୧ ପର୍ଯ୍ୟନ୍ତ ତଦନ୍ତେ ନୈରୁତେବିଛା ରାଶି ର ଘାତଚନ୍ଦ୍ରମକର ରାଶିର ଘାତ ବାରତୃତୀୟା ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୧୨/୫୧ ଗତେ ଘ୦୨/୨୦ ମଧ୍ୟେବାରବେଳା – ଦିବା ଘ୦୭/୧୬ […]

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୦୧ ତାରିଖ ୨୦୨୦ ମସିହା ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋକାର୍ତ୍ତିକ-କୃଷ୍ଣପକ୍ଷତିଥି-ପ୍ରତିପଦ ରାତ୍ରି ଘ୧୧/୦୧ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ନକ୍ଷତ୍ର-ଦ୍ଵିଜା ରାତ୍ରି ଘ୦୯/୫୨ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା ଚନ୍ଦ୍ର- ମେଷ ରାତ୍ରି ଘ୦୪/୩୭ ପର୍ଯ୍ୟନ୍ତ ତଦନ୍ତେ ବୃଷଯୋଗ-ଅଶ୍ରୁକକରଣ-ବାଳବସୌରମାସ -ତୁଳା ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୩୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୫୯✧═════•❁❀❁•═════✧ଯୋଗିନୀ ପୂର୍ବେ ରାତ୍ରି ଘ୧୧/୦୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେବିଛା ରାଶି ର ଘାତଚନ୍ଦ୍ରମେଷ ରାଶିର ଘାତ ବାରପ୍ରତିପଦ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – […]

ଆମ ସଂସ୍କୃତି କଥା – 24 ଶରତ ପୂଣ୍ଣିମାର ସ୍ବାସ୍ଥ୍ଯ କଥା ଉପରେ*

କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ ଏହି ଗୀତ ନିଶ୍ଚୟ ମନେଥିବ ହେଲେ ଆଜିକାଲି ଆମେ ସମସ୍ତେ ବହୁତ ବ୍ୟସ୍ତ ଆଉ ସେଇ ବ୍ୟସ୍ତତା ଭିତରେ ଆମେ ଆମ ସଂସ୍କୃତି କଥା ମାଧ୍ୟମରେ ଆପଣମାନଙ୍କ ସାମ୍ନାରେ ସେଇ ଶରତ ପୂର୍ଣ୍ଣିମା ତଥା କୁମାର ପୂଣ୍ଣିମାର ସ୍ୱାସ୍ଥ୍ୟ ଭିତ୍ତିକ ମହତ୍ୱ ବିଷୟରେ ଆଲୋକପାତ କରିବାକୁ ଯାଉଛୁ । ୧:- ଶରତ ପୂର୍ଣ୍ଣିମାରେ ଚନ୍ଦ୍ର କାହିଁକି ବଡ଼ ଦେଖାଯାନ୍ତି?👇👉 ସୂର୍ଯ୍ୟକୁ ଯେଭଳି ପୃଥିବୀ ପରିକ୍ରମା କରେ ସେଭଳି […]

କେନ୍ଦୁଝର ରେ ଘରେ ପଶିଗଲା ହାଇବା ଟ୍ରକ,୭ଅଳ୍ପକେ ବଞ୍ଚିଗଲେ

କେନ୍ଦୁଝର(ଉଲାପ୍ର)କେନ୍ଦୁଝରରେ ଘରେ ପଶିଗଲା ହାଇୱା ଟ୍ରକ୍ : ଶୁଆକାଟି ଛକ ନିକଟରେ ଦୁର୍ଘଟଣା; ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚିଗଲେ ଘରେ ଶୋଇଥିବା ୭ ଜଣ ଘରେ ପଶିଗଲା ହାଇୱା ଟ୍ରକ୍ । ଅଳ୍ପକେ ବର୍ତିଗଲା ୭ ଜୀବନ । ଘରେ ସମସ୍ତେ ଶୋଇଥିଲେ । ବିଳମ୍ୱିତ ରାତିରେ ରାସ୍ତାରେ ଯାଉଥିବା ହାଇୱା ଗାଡି ହଠାତ୍ ଘର ଭିତରକୁ ପଶିଗଲା । ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚିଗଲେ ଘରେ ଶୋଇଥିବା ୭ ଜଣ । କେନ୍ଦୁଝରର ଯଶୀପୁର ଥାନା […]

ଆଜି ଆଉ ଏକ ଲଘୁଚାପ: ୧ରୁ ୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା; ବଢ଼ିବ ଶୀତର ପରିମାଣ

ଭୁବନେଶ୍ୱର(ଉଲାପ୍ର)ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ୪୮ ଘଣ୍ଟା ମଧ୍ୟରେ ଏହା ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଆଜି ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ […]

ନଭେମ୍ବର ରେ ୫୦ ଶତକଡା କର୍ମଚାରୀ ଙ୍କୁ ନେଇ ଟୁଇନ ସିଟିରେ ଖୋଲିବ ଅଫିସ

ଭୁବନେଶ୍ୱର ,(ଉଲାପ୍ର)ନଭେମ୍ବରରେ କେମିତି ଚାଲିବ ସରକାରୀ କାର୍ଯ୍ୟାଳୟ? ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି: ୫୦% କର୍ମଚାରୀରେ ଚାଲିବ ଟ୍ୱିନସିଟିରେ ଥିବା ଅଫିସ; କେଉଁ କର୍ମଚାରୀ ଅଫିସ ଆସିବେ, ନିଷ୍ପତି ନେବେ ବିଭାଗୀୟ ମୁଖ୍ୟ ନଭେମ୍ବର ମାସରେ କେମିତି ଚାଲିବ ସରକାରୀ କାର୍ଯ୍ୟାଳୟ, ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଓ କଟକରେ ଥିବା ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । କେଉଁ କର୍ମଚାରୀ ଅଫିସ ଆସିବେ, ସେ ନିଷ୍ପତି ନେବେ […]

*👉ରାଜ୍ୟରେ ଆଜି ଆଉ ୧୧ ଜଣଙ୍କ ଜୀବନ ନେଲା କୋରୋନା, ଭୁବନେଶ୍ବର ଓ କଟକରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ମୃତ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା, ଖୋର୍ଦ୍ଧା, କନ୍ଧମାଳ, ନୂଆପଡ଼ା, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ,ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧୩୦୮କୁ ବୃଦ୍ଧି*