*👉ରାଜ୍ୟରେ କମିଲା ପାରଦ, ବଢ଼ିଲା ଶୀତ: ୨୦ ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା । ୧୨.୮ ଡିଗ୍ରୀ ସହ ସୁବର୍ଣ୍ଣପୁର ଆଜିର ଶୀତଳ ସହର । ଅନୁଗୁଳ ୧୩.୮, ଦାରିଙ୍ଗବାଡ଼ି ୧୪, କୋରାପୁଟ ୧୫ ଡିଗ୍ରୀ । ଭୁବନେଶ୍ବର ୧୯.୯ ଓ କଟକରେ ୨୦ ଡିଗ୍ରୀ ତାପମାତ୍ରା*

*👉ଦୀପାବଳି ପରେ ଖୋଲିବ ସ୍କୁଲ ! ଏନେଇ ରାଜ୍ୟ ସରକାରଙ୍କ ବିଚାର ବିମର୍ଷ ଜାରି । ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତଙ୍କୁ ନେଇ ପ୍ରସ୍ତୁତ କରାଯାଉଛି ବ୍ଲୁ ପ୍ରିଣ୍ଟ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇପାରେ ବିଜ୍ଞପ୍ତି : ସୂତ୍ର*

ଭୁବନେଶ୍ୱର(ଉଲା ପ୍ର)ଓଡ଼ିଶାରେ ହେଉଛି କରୋନା ପୁନଃ ସଂକ୍ରମଣ, ମାତ୍ର ବହୁତ କମ: ILS, ILSରେ ଟେଷ୍ଟ ହୋଇଥିବା କିଛି ଲୋକଙ୍କ ମଧ୍ୟରୁ ୩ରୁ ୪ ଜଣଙ୍କ ପୁନଃ ସଂକ୍ରମଣ ହୋଇଛି, ପଜିଟିଭ ପରେ ପୁନଃ ସଂକ୍ରମଣର ଅନୁଧ୍ୟାନ କରାଯିବ, ସେମାନଙ୍କ ଦେହରେ କେଉଁ ଷ୍ଟ୍ରେନ୍‌ ରହୁଛି ଅନୁଧ୍ୟାନ କରାଯାଉଛି, ପୁରୁଣା ଷ୍ଟ୍ରେନ ନା ନୂଆ ଷ୍ଟ୍ରେନ ରିସର୍ଚ କରାଯିବ,

ଭ୍ୟାକ୍ସିନ ପାଇଁ ଡାଟା ବେସ୍‌ ପ୍ରସ୍ତୁତ ହେଉଛି: ILS, ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି ଶୀତ, ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ, ପୂଜାର ସଂକ୍ରମଣ ବଢିବା ଆଶଙ୍କା କରାଯାଉଥିଲା ମାତ୍ର କମିଛି, ରାଜ୍ୟରେ କୋରୋନାର ଦ୍ବିତୀୟ ଲହରିର ସମ୍ଭାବନା ରହୁଛି

*👉ତିର୍ତ୍ତୋଲରେ ବିଜେଡି ପାଇଁ ଭୋଟ ମାଗିବେ ଦାମୋଦର ରାଉତ, ବିଜୟ ଶଙ୍କର ଦାସଙ୍କ ପାଇଁ କାଲି ତିର୍ତ୍ତୋଲ ଯିବେ ଦାମୋଦର ରାଉତ, ତିର୍ତ୍ତୋଲବାସୀ ବିଜେଡିକୁ ଭୋଟ ଦେବାକୁ କହିବେ ଦାମ, ତିର୍ତ୍ତୋଲରେ ଭଲ ବ୍ୟବଧାନରେ ବିଜେଡି ଜିତିବ ବୋଲି କହିଲେ ଦାମ*

*👉ବ୍ରହ୍ମପୁରର ବିଭିନ୍ନ ଜୁଆଆଡ୍ଡା ଉପରେ ପୋଲିସର ଚଢାଉ । ଦଶହରାଠାରୁ ଆଜିଯାଏଁ ଗିରଫ ହେଲେଣି ୨୦୦ଜୁଆଡ୍ଡି । ୨ଶହରୁ ଅଧିକ ଜୁଆଡ୍ଡିଙ୍କୁ ଗିରଫ କଲାଣି ବ୍ରହ୍ମପୁର ପୋଲିସ । ୬୦ଲକ୍ଷରୁ ଅଧିକ ଟଙ୍କା ସହ ମୋବାଇଲ ଓ ବାଇକ ଜବତ । କୁମାର ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟାପକ ଚଢାଉ । ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସୂଚନା ।*

*👉ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଲେ ଆଦିତ୍ୟଙ୍କ ମା’ । ତଦନ୍ତରେ ଶିଥିଳତା ନେଇ କ୍ରାଇମବ୍ରାଞ୍ଚକୁ ନେଇ କଲେ ପ୍ରଶ୍ନ । ନ୍ୟାୟ ନମିଳିଲେ ଜୀବନ ହାରିବାକୁ ଚେତାବନୀ ।*

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୩୦ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ଚତୁର୍ଦ୍ଦଶୀ ସଂ ଘ୦୫/୫୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ରେବତୀ ଦିବା ଘ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ ଚନ୍ଦ୍ର- ମୀନ ଦିବା ଘ୦୩/୫୦ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ବଜ୍ରକରଣ-ବାଣିଜ୍ୟସୌରମାସ -ତୁଳା ୧୪ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୪୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୧୯✧═════•❁❀❁•═════✧ଯୋଗିନୀ ପଶ୍ଚିମରେ ସଂ ଘ୦୫/୫୦ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେମେଷ ରାଶି ର ଘାତଚନ୍ଦ୍ରବିଛା,ଧନୁ ଓ ମୀନ ରାଶିର ଘାତ ବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୨୯ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ତ୍ରୟୋଦଶୀ ଦିବା ଘ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୧୨/୪୦ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର- ମୀନଯୋଗ-ହର୍ଷଣକରଣ-ତୈତିିଳସୌରମାସ -ତୁଳା ୧୩ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୨୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୫୯✧═════•❁❀❁•═════✧ଯୋଗିନୀ ଦକ୍ଷିଣେ ଦିବା ଘ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେଧନୁ ରାଶି ର ଘାତଚନ୍ଦ୍ରତୁଳା ଓ ଧନୁ ରାଶିର ଘାତ ବାରଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା ଓ ବାରବେଳା – ଦିବା ଘ୦୨/୨୦ ଗତେ ଘ୦୫/୧୩ ମଧ୍ୟେ✧═════•❁❀❁•═════✧*ବିଶୁଦ୍ଧ […]

ଆଜିର ରାଶିଫଳ

ଅଦ୍ୟ ଅକ୍ଟୋବର ୨୮ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-ଶୁକ୍ଳପକ୍ଷତିଥି-ଦ୍ୱାଦଶୀ ଦିବା ଘ୧୨/୪୩ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ୦୯/୪୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ଚନ୍ଦ୍ର- ମୀନଯୋଗ-ବ୍ୟାଘାତକରଣ- ବାଳବସୌରମାସ -ତୁଳା ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୦୯ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୩୯✧═════•❁❀❁•═════✧ଯୋଗିନୀ ନୈରୁତେ ଦିବା ଘ୧୨/୪୩ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେଧନୁ ରାଶି ର ଘାତଚନ୍ଦ୍ରକର୍କଟ ରାଶିର ଘାତ ବାରତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ✧═════•❁❀❁•═════✧କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୦୭ ମଧ୍ୟେବାରବେଳା – ଦିବା ଘ୧୧/୩୧ ଗତେ ଘ୧୨/୫୬ […]