ବଡମ୍ବା ଦେଉଳି ମନ୍ଦିରକୁ ରାସ୍ତାର ଦେଖନ୍ତୁ କେମିତି ଅବସ୍ଥା
ବଡମ୍ବା(ଉଲାପ୍ର)ବଡମ୍ବା ହାଟ ଠାରୁ “କପିଳେଶ୍ବର ଶୈବ ମନ୍ଦିର ରାସ୍ତା ଥରେ ଦେଖି ନିଅନ୍ତୁ ବଡମ୍ବା ବାସି,୨୫ ବର୍ଷର ବିଜେଡି ବିଧାୟକ ତଥା ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ର ଏହି ଅବସ୍ଥା, ଶୈବପୀଠ ଦେଉଳିକୁ ଜମାରୁ ରାସ୍ତା ନାହିଁ,ଯୋଉ ରାସ୍ତା ଯାଇଛି ଭକ୍ତ ଟିଏ ଚାଲିକି ଯାଇ ପାରିବ ନାହିଁକି ଗାଡ଼ିରେ ମଧ୍ୟ ଠିକ ରେ ଯାଇ ପାରିବ ନାହିଁ,ବଡମ୍ବା ବ୍ଲକ୍ ଅନ୍ତର୍ଗତ, ଭାୟା ବ୍ରାହ୍ମଣ ଶାସନରୁ ଅଢେଇ କିଲୋମିଟର […]