ଆଠଗଡର ବିଶିଷ୍ଠ ସ୍ଥପତି, ଚିତ୍ରକର ଶ୍ୟାମ ସୁନ୍ଦର ପଟ୍ଟନାୟକ ପାଇବେ ଚଳିତବର୍ଷର ଇଲାପଣ୍ଡା ପୁରସ୍କାର
ଆଠଗଡ(ଉଲାପ୍ର)ଆଠଗଡ ର ବିଶିଷ୍ଠ ସ୍ଥପତି,ଚିତ୍ରକର ଶ୍ୟାମ ସୁନ୍ଦର ପଟ୍ଟନାୟକ ପାଇବେ ଚଳିତବର୍ଷ ଇମ୍ଫା ତରଫରୁ ଇଲା ପଣ୍ଡା ପୁରସ୍କାର, ପୁରସ୍କାର ବାବଦକୁ ପାଇବେ ଦେଢଲକ୍ଷ ଟଙ୍କା ଓ ସମ୍ମାନ ପତ୍ର, ଆଠଗଡ ରେ ସେ ମୂଷି ଭାଇ ନାମରେ ପରିଚିତ,ଖାରବେଳଙ୍କ ଚିତ୍ରକରି ସେ ଓଡ଼ିଶାରେ ବେଶ ପରିଚିତ ହୋଇଛନ୍ତି,ଖଣ୍ଡଗିରି ରେ ଯୋଉ ଚିତ୍ର ସବୁ ଦେଖୁଛନ୍ତି ତାହା ତାଙ୍କରି ହାତରୁ ଝଲସି ଉଠୁଛି,ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ ଏହି ପୁରସ୍କାର ପାଇବା ପରେ ଉଦୟ ଲାବଣ୍ୟ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































