ଆଠଗଡ, ତିଗିରିଆ,ବାଙ୍କି ବନ୍ୟାଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ କଟକ ଜିଲ୍ଲା କଂଗ୍ରେସ କମିଟି

ଆଠଗଡ(ଉଲାପ୍ର)ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ କୁ ପରିଦର୍ଶନ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗୁରୁପଦ ନନ୍ଦ ,କଟକ ର ମାନ୍ୟବର ବିଧାୟକ ଶ୍ରୀ ମହମ୍ମଦ ମୋକିମ , ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ , ବିଶ୍ୱଜିତ ଦାସ,ନିକୁଞ୍ଜ ପଶାୟତ ପ୍ରମୁଖ ନେତୃବୃନ୍ଦ ଆଜି ଆଠଗଡ,ତିଗିରିଆଓ ବାଙ୍କୀ ନିର୍ବାଚନମଣ୍ଡଳୀ ଗସ୍ତକରି ବନ୍ୟାଦ୍ୱାରା କ୍ଷୟକ୍ଷତି ର ଆକଳନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ସକାଳ […]

ଖୋର୍ଦ୍ଧା ରେ କରୋନା କାବୁ ପାଇଁ ଗଞ୍ଜାମ ରଣନୀତି

ଭୁବନେଶ୍ୱର(ଉଲାପ୍ର)ଖୋର୍ଦ୍ଧାରେ କରୋନା ମୁକାବିଲା ପାଇଁ ନୂଆ ରଣନୀତି ଆପଣେଇବେ ସରକାର । ଖୋର୍ଦ୍ଧାରେ ଅଣାୟତ୍ତ କରୋନା ସ୍ଥିତିରେ ରୋକ ଲଗାଇବାକୁ ଲାଗୁ ହେବ ଗଞ୍ଜାମ ରଣନୀତି । କୋଭିଡ ସ୍ଥିତି ସମୀକ୍ଷା ପାଇଁ ବସିଥିବା ବୈଠକରେ ରାଜଧାନୀ ଭୁବନେଶ୍ୱର ସହ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଇଛି । ଗଞ୍ଜାମରେ କୋଭିଡ୍ ନିୟନ୍ତ୍ରଣ ରଣନୀତି ସଫଳ ହେବା ପରେ ଗଞ୍ଜାମ୍ ଜିଲ୍ଲା କରୋନା ନିୟନ୍ତ୍ରଣ ଦାୟିତ୍ଵରେ ଥିବା ଆଇଏଏସ ଅଧିକାରୀ ବିଶାଲ ସିଂଙ୍କୁ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ କୋଭିଡ୍ […]

IPL କାର୍ଯ୍ୟସୂଚୀ ଘୋଷିତ

IPL 2020: ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ, ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍, ଜାଣନ୍ତୁ କେବେ କାହା ସହ ମୁକାବିଲା ନୂଆଦିଲ୍ଲୀ(ଉଲାପ୍ର)କରୋନା କାରଣରୁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା ହୋଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଅନୁଯାୟୀ ଟୂର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯ରେ ଆବୁଧାବିରେ ଖେଳାଯିବ। ଏହା ସହିତ କ୍ରୀଡାସୂଚୀକୁ ନେଇ ଅପେକ୍ଷାର […]

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୬ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-କୃଷ୍ଣପକ୍ଷତିଥି -ଚତୁର୍ଥୀ ରାତ୍ର ଘ୦୭/୨୭ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ଅଶ୍ଵିନୀଚନ୍ଦ୍ର- ମେଷଯୋଗ-ବୃଦ୍ଧିକରଣ-ବବସୌରମାସ -ସିଂହ ୨୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୧୯ ଯୋଗିନୀ ନୈରୁତେ ଦିବା ଘ୦୭/୨୭ ଗତେ ଦକ୍ଷିଣେମେଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ଚତୁର୍ଥୀ ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। କାଳବେଳା ଓ ବାର ବେଳା – ଦିବା ଘ୧୦/୧୩ଗତେ ଘ୦୧/୧୮ ମଧ୍ୟେ ବିଶୁଦ୍ଧ […]

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଜିପି ଅଭୟଙ୍କ ସୂଚନା,ଛତିଶଗଡ଼ର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ ୭ ଆହତଙ୍କର ରାୟପୁର ମେଡିକାଲରେ ଚିକିତ୍ସା ଚାଲିଛି,ରାୟପୁର ଯାଉଛନ୍ତି ପଦ୍ମପୁର SDPO,୫୯ ଜଣ ସୁରକ୍ଷିତ ନିରାପଦ ଅଛନ୍ତି ରାୟପୁର ପୋଲିସର ସୂଚନା ଅନୁସାରେ ୮ ମୃତ,ଭୋର ୩ଟା ୩୦ରେ ଘଟିଛି ଦୁର୍ଘଟଣା

ଆଜିର ରାଶିଫଳ

ଅଦ୍ୟ ସେପଟେମ୍ବର ୦୫ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-କୃଷ୍ଣପକ୍ଷତିଥି -ତୃତୀୟା ଦିବା ଘ୦୪/୫୦ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ରେବତୀ ରାତ୍ରି ଘ୦୩/୧୭ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀଚନ୍ଦ୍ର- ମୀନ ରାତ୍ରି ଘ୦୩/୧୭ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ଗଣ୍ଡକରଣ-ବିଷ୍ଟିସୌରମାସ -ସିଂହ ୨୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୦୯ ଯୋଗିନୀ ଅଗ୍ନିକୋଣେ ଦିବା ଘ୦୪/୫୦ ଗତେ ନୈରୁତେମେଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ତୃତୀୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। […]

ରବିବାର କଟକ ଜିଲ୍ଲା କଂଗ୍ରେସ ଆଠଗଡ, ବଡମ୍ବା ନିର୍ବାଚନ ମଣ୍ଡଳୀ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବ

ଆଠଗଡ(ଉଲାପ୍ର)ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶକ୍ରମେ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ କୁ ପରିଦର୍ଶନ କରିବା ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗୁରୁପଦ ନନ୍ଦ ,କଟକ ର ମାନ୍ୟବର ବିଧାୟକ ଶ୍ରୀ ମହମ୍ମଦ ମୋକିମ , ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ , ବିଶ୍ୱଜିତ ଦାସ,ନିକୁଞ୍ଜ ପଶାୟତ ପ୍ରମୁଖ ନେତୃବୃନ୍ଦ ଆସନ୍ତା ରବିବାର ଦିନ ଆଠଗଡ,ତିଗିରିଆ ,ବଡମ୍ବା, ନରସିଂପୁର ଓ ବାଙ୍କୀ ନିର୍ବାଚନମଣ୍ଡଳୀ ଗସ୍ତକରି ବନ୍ୟାଦ୍ୱାରା କ୍ଷୟକ୍ଷତି ର ଆକଳନ କରିବା ସହ ସ୍ଥାନୀୟ […]