ଅଦ୍ୟ ସେପଟେମ୍ବର ୦୪ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଆଶ୍ଵିନ-କୃଷ୍ଣପକ୍ଷତିଥି -ଦ୍ଵିତୀୟା ଦିବା ଘ୦୨/୩୦ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଉତ୍ତରଭାଦ୍ରପଦ ରାତ୍ରି ଘ୧୨/୨୩ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର- ମୀନଯୋଗ-ଶୂଳକରଣ-ଗରସୌରମାସ -ସିଂହ ୨୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୫୯ ଯୋଗିନୀ ଉତ୍ତରେ ଦିବା ଘ୦୨/୩୦ ଗତେ ଅଗ୍ନିକୋଣେଧନୁ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ଦ୍ଵିତୀୟା ର ଏକୋଦିଷ୍ଟ ସମ୍ବସ୍ଛରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। କାଳବେଳା ଓ ବାର […]
ଅଦ୍ୟ ସେପଟେମ୍ବର ୦୩ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ପ୍ରତିପଦ ଦିବା ଘ୧୨/୨୩ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ନକ୍ଷତ୍ର-ପୂର୍ବଭାଦ୍ରପଦ ରାତ୍ରି ଘ୦୯/୩୪ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ରପଦଚନ୍ଦ୍ର-କୁମ୍ଭ ଦିବା ଘ୦୨/୫୬ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଧୃତିକରଣ-କୌଳବସୌରମାସ -ସିଂହ ୧୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୫୯ ଯୋଗିନୀ ପୂର୍ବେ ଦିବା ଘ୧୨/୨୩ ଗତେ ଉତ୍ତରେଧନୁ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ଦ୍ଵିତୀୟା ର ସମ୍ବସ୍ଛରିକ ଶ୍ରାଦ୍ଧ ମହାଳୟା ବିଧି ରେ […]
ଆଠଗଡ(ଉଲାପ୍ର) ଆଠଗଡ ଖୁଣ୍ଟୁଣି ରାସ୍ତାର ଇଶ୍ବରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୃତୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଆଠଗଡ ମେଡିକାଲ ରେ ଭର୍ତି ହୋଇଛନ୍ତି, ମୃତକ ଜଣକ ହେଲେ ତୋଟାପଡା ଗ୍ରାମର ଅଜୟ ମହାନ୍ତି ଓ ଗୁରୁତର ଆହତ ଜଣଙ୍କ ହେଲେ ଖୁଣ୍ଟୁଣୀ ଗ୍ରାମର ସ୍ୟୈମ୍ଯ ରଞ୍ଜନ ସାହୁ ।ଘଟଣାରୁ ଜଣାପଡିଛି ଆଜି ଦିନ ଦୁଇଟା ସମୟରେ ଅଜୟ ମହାନ୍ତି ଦ୍ରୁତ ଗତିରେ ତୋଟାପଡାରୁ ଆଠଗଡ ପଦ୍ମସାହି ଶଶୁର […]
ଓଡିଶା ଚାଷୀଙ୍କ ୟୁରିଆ ସାର ଛତିଶଗଡ, ଆନ୍ଧ୍ରପ୍ରଦେଶ, ବେଙ୍ଗଲ କୁ ଚୋରା ଚାଲାଣ ଅଭିଯୋଗବରଗଡ଼(ଉଲାପ୍ର୍) କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସାର ଯୋଗାଇ ଦେଇଥିବା ବେଳେ ରାଜ୍ୟ କୃଷି ବିଭାଗର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଓଡିଶା ଚାଷୀ କଲା ବଜାରରେ ୫ ଶହ ରୁ ୬ ଶହ ଟଙ୍କା ଦେଇ ୟୁରିଆ ସାର କିଣୁଥିବା ବେଳେ ଓଡିଶା ଚାଷୀଙ୍କ ସାର ବ୍ଯାପକ ମାତ୍ରାରେ ସୀମାନ୍ତବର୍ତ୍ତୀ ଛତିଶଗଡ, […]
ଅଦ୍ୟ ସେପଟେମ୍ବର ୦୨ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ପୂର୍ଣ୍ଣିମା ଦିବା ଘ୦୯/୨୭ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର-ଶତଭିଷା ଦିବା ଘ୦୫/୦୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରପଦଚନ୍ଦ୍ର-କୁମ୍ଭଯୋଗ-ସୁକର୍ମାକରଣ-ବାଳବସୌରମାସ -ସିଂହ ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୪୯ ଯୋଗିନୀ ବାୟବ୍ୟେ ଦିବା ଘ୧୦/୨୩ ଗତେ ପୂର୍ବେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ପ୍ରତିପଦା ର ସମ୍ବସ୍ଛରିକ ଶ୍ରାଦ୍ଧ ମହାଳୟା ବିଧି ରେ ହେବ। କାଳବେଳା -ଦିବା ଘ୦୮/୫୨ଗତେ ଘ୧୦/୩୧ମଧ୍ୟେ […]
ଆଠଗଡ(ଉଲାପ୍ର)ଆଠଗଡ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ,ବଡନାଉପୁଟ ଓ ହାଟମାଳ ଗ୍ରାମ ପଂଚାୟତ ର ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମଗୁଡିକୁ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ପ୍ରତିନିଧି ଦଳ ର ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ର ବରିଷ୍ଠ ନେତା ଉମାବଲ୍ଲଭ ରଥ। ଏହି ପ୍ରତିନିଧି ଦଳ ଗଦାଧରପୁର ପଂଚାୟତ ର କୋଇଲି କନ୍ୟା, ରଘୁରାମପୁର, ହାଟମାଳ ପଞ୍ଚାୟତ ର ବିଷ୍ଣୁପୁର,ବଡ […]
ଆଠଗଡ(ଉଲାପ୍ର)ଚଳିତବର୍ଷ ଆଠଗଡ ଦଶହରା କୋଭିଡ କଟକଣା ମଧ୍ୟରେ ପାଳିତ ହେବ,ମଙ୍ଗଳବାର ଅପରାହ୍ନରେ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଆଠଗଡ ଡ଼ିଏସପି ଆଲୋକ ରଞ୍ଜନ ରାୟ,ତହସିଲଦାର ତପନ କୁମାର ଖୁଣ୍ଟିଆ,ସୂଚନା ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ,ଏହି ବୈଠକରେ ଆଠଗଡ ସହରର ସମସ୍ତ ପୂଜା କମିଟିର ସଦସ୍ୟ,ସାହି ପୂଜାକମିଟି ସଦସ୍ୟ,ସାମ୍ବାଦିକ,ପୋଲିସ,ସାଧାରଣ ଜନତା ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ, ସର୍ବସମତି କ୍ରମେ ଚଳିତବର୍ଷ କୋଭିଡ କଟକଣା ଯୋଗୁ ଦଶହରା […]
ଅଦ୍ୟ ସେପଟେମ୍ବର ୦୧ ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ଚତୁର୍ଦ୍ଦଶୀ ଦିବା ଘ୦୯/୨୭ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର-ଧନିଷ୍ଟା ଦିବା ଘ୦୫/୦୯ ପର୍ଯ୍ୟନ୍ତ ତଦନ୍ତେ ଶତଭିଷାଚନ୍ଦ୍ର-କୁମ୍ଭଯୋଗ-ଅତିଗଣ୍ଡକରଣ-ବାଣିଜ୍ୟସୌରମାସ -ସିଂହ ୧୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୪୯ ଯୋଗିନୀ ପଶ୍ଚିମେ ଦିବା ଘ୦୯/୨୮ ଗତେ ବାୟବ୍ୟେମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ଅଦ୍ୟ ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କାଳବେଳା -ଦିବା ଘ୦୧/୨୦ଗତେ ଘ୦୨/୫୩ ମଧ୍ୟେ ବାର ବେଳା […]