ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ରେ ଭୂଷିତ ହୋଇଥିବା ପ୍ରଣବ ମୁଖାର୍ଜୀ ଙ୍କ ପରଲୋକ

ନୂଆଦିଲ୍ଲୀ(ଉଲାପ୍ର)ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଉପାଧି ରେ ଭୂଷିତ ହୋଇଥିବା ପ୍ରଣବ ମୁଖାର୍ଜୀ ଙ୍କ ୮୪ବର୍ଷ ବୟସରେ ଆର୍ମି ହସ୍ପିଟାଲ ରେ ପରଲୋକ ହୋଇଯାଇଛି,୨୦୧୯ ରେ ତାଙ୍କୁ ଭାରତରତ୍ନ ରେ ଭୂଷିତ କରାଯାଇଥିଲା,ସେ ପାଞ୍ଚଥର ରାଜ୍ୟସଭାକୁ ଓ ଦୁଇଥର ଲୋକସଭା କୁ ନିର୍ବାଚିତ ହୋଇଥିଲେ, ସେ ଥିଲେ କଂଗ୍ରେସ ର ଜଣେ ଟାଣୁଆ ନେତା,ପୂର୍ବତନ ପ୍ରଧାନମନ୍ତ୍ରୀ ଇଣ୍ଡିରାଗାନ୍ଧୀଙ୍କ ସେ ଥିଲେ ଜଣେ ଅତ୍ୟନ୍ତ ବିଶ୍ୱସ୍ତ,ଇଣ୍ଡିରାଗାନ୍ଧୀ,ରାଜୀଵଗାନ୍ଧି,ପିଭି ନରସିଂହ ରାଓ ଙ୍କ ସମୟରେ ସେ ଥିଲେ କଂଗ୍ରେସ ର […]

ଭର୍ଚୁଆଲ ବ୍ୟଙ୍ଗ ବର୍ଷା; ତୃତୀୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀ

ଭୁବନେଶ୍ବର/ମଣିଷକୁ ଖୁସି ନାମକ ଅମୃତ ପ୍ରଦାନରେ ହାସ୍ୟବ୍ୟଙ୍ଗ ସାହିତ୍ୟର ପ୍ରମୁଖ ଭୂମିକା ରହିଛି ବୋଲି ୩ୟ ରାଜ୍ୟସ୍ତରୀୟ ଅନ୍ଲାଇନ୍ ହାସ୍ୟକବି ସମ୍ମିଳନୀରେ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ପୈାରହିତ୍ୟରେ ଆୟୋଜିତ ଅନ୍ଲାଇନ୍ ଆସରକୁ ଉଦ୍ଘାଟନ କରି ବିଶିଷ୍ଟ ବ୍ୟଙ୍ଗକାର ପୀତବାସ ରାଉତରାୟ ଜଗନ୍ନାଥଙ୍କ ମୁହଁର ହସ ପରି ଚିରକାଳ ମଣିଷ ହାସ୍ୟଗ୍ରାହୀ ବୋଲି ବର୍ଣ୍ଣନା କରିବା ସହିତ ସାମାଜିକ ଗଣମାଧ୍ୟମରେ ଅଧିକାଂଶ ରଚନା ହାସ୍ୟବ୍ୟଙ୍ଗଯୁକ୍ତ ହେଉଥିବା […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୩୦ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ଦ୍ୱାଦଶୀ ଦିବା ଘ୦୮/୧୮ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ଉତ୍ତରାଷାଢ଼ା ଦିବା ଘ୦୨/୩୧ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣାଚନ୍ଦ୍ର-ମକରଯୋଗ-ସୌଭାଗ୍ୟକରଣ-ବାଳବସୌରମାସ -ସିଂହ ୧୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୫/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୨୯ ଯୋଗିନୀ ନୈରୁତକୋଣେ ଦିବା ଘ୦୮/୧୯ ଗତେ ଦକ୍ଷିଣେସିଂହ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କାଳବେଳା ଓ ବାର ବେଳା – ଦିବା ଘ୧୦/୧୮ଗତେ ଘ୦୧/୨୭ ମଧ୍ୟେ […]

ଖୋର୍ଦ୍ଧା ଓ କଟକ ଜିଲ୍ଲା ୧୫ ଦିନ ସଂପୂର୍ଣ୍ଣ ସଟ୍‌ଡାଉନ ଘୋଷଣା ନେଇ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ (ଉଲାପ୍ର)କରୋନ ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ସ୍ଥିତିର ନିୟନ୍ତ୍ରଣ ପାଇଁ ‌ଖୋର୍ଦ୍ଧା, କଟକ ଓ ଗଞ୍ଜାମ ସହିତ ରେଡ୍ ଜୋନରେ ଥିବା ସମସ୍ତ ଜିଲ୍ଲା ଓ ଅଞ୍ଚଳକୁ ୧୫ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଉ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଜୁଲାଇ ମାସରୁ ରାଜ୍ୟରେ କରେନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହୁ […]

ସେତୁ ସାଜିଲା ଫେସବୁକ,ହଜି ଯାଇଥିବା ବାପାକୁ ଖୋଜି ପାଇଲା ପୁଅ

ଫୁଲବାଣୀ(ଉଲାପ୍ର)ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ। ତା’ ପୁଣି ଫେସବୁକ୍ ପୋଷ୍ଟ ଜରିଆରେ। କୋରାପୁଟ ଜୟପୁରର ତ୍ରିନାଥ ସାହୁ ମାନସିକ ଭାରସାମ୍ୟ ହରାଇ ଗତ କିଛି ଦିନ ଧରି ନିଖୋଜ ଥିଲେ। ଗତ ୬ ମାସ ହେବ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା।ଏନେଇ ତ୍ରିନାଥଙ୍କ ପରିବାର ଲୋକେ ଚିନ୍ତିତ ଥିବା ବେଳେ ତ୍ରିନାଥଙ୍କ ପୁଅ ସୁମନ ଫେସବୁକ୍‌ରେ ଦେଖିଥିଲେ। ତାଙ୍କ ବାପା କନ୍ଧମାଳ ରାଇକିଆରେ ଅଛନ୍ତି। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ଏସମ୍ପର୍କରେ […]

ଝାଡଖଣ୍ଡ, ଛତିଶଗଡ଼ ରେ ପ୍ରବଳ ବର୍ଷୁଛି

ଭୁବନେଶ୍ୱର(ଉଲା ପ୍ର)ଲଘୁଚାପ ଏବେ ଝାଡଖଣ୍ଡର ଦକ୍ଷିଣ ପଶ୍ଚିମ ଦିଗରେ ଉତର ଓ ଅଭ୍ୟନ୍ତରୀଣ ଓଡିଶା ଉପରେ ରହିଛି । ସମୁଦ୍ର ପତନରୁ ଏବେ ଲଘୁଚାପ ୭.୬ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରୁ ପଶ୍ଚିମଓଡିଶାରେ ବିଶେଷ କରି ବର୍ଷା ପ୍ରବଳ ରହିବ । ଆସନ୍ତା ୨୪ ଘଂଟାରେ ରାଜ୍ୟର ପଶ୍ଚିମଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ଛତିଶଗଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ସଂଭାବନା ରହିଥିବା ପୂର୍ବାନୁମାନ କରାଯାଇଛି […]

ମହାନଦୀ ରେ ଆସୁଛି ବଡବନ୍ୟା

ଭୁବନେଶ୍ୱର(ଉଲାପ୍ର)ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ମହାନଦୀରେ ଆସୁଛି ବଡ ବନ୍ୟା । ମହାନଦୀର ଉପରମୁଣ୍ଡରେ ୨୦୦ମିମିରୁ ଅଧିକ ବର୍ଷା ହୋଇଛି,ସେ ଦୃଷ୍ଟିକୋଣରୁ ୩୬ ଘଣ୍ଟାରେ ମୁଣ୍ଡୁଳିରେ ପହଞ୍ଚିବ ବନ୍ୟାଜଳ । ମୁଣ୍ଡୁଳିରେ ସାଢେ ୧୦ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବାର ଥିବା ବେଳେ ଏହା ଠାରୁ ଅଧିକ ବନ୍ୟା ପ୍ରଭାହିତ ହେବାର ସମ୍ବାବନା ରହିଛି,ପାଞ୍ଚ ଗୋଟି ଜିଲା ଅଧିକ ପ୍ରଭାବିତ ହେବା ର ଆଶଙ୍କା ରହିଛି,ଏଗୁଡିକ ହେଲା କଟକ, […]

ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୨୮ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-ଶୁକ୍ଳପକ୍ଷତିଥି -ଦଶମୀ ଦିବା ଘ୦୮/୫୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ମୂଳା ଦିବା ଘ୦୧/୩୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ାଚନ୍ଦ୍ର-ଧନୁଯୋଗ-ପ୍ରିତିକରଣ-ଗରସୌରମାସ -ସିଂହ ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୩୪/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୨୦ ଯୋଗିନୀ ଉତ୍ତରେ ଦିବା ଘ୦୮/୫୨ ଗତେ ଅଗ୍ନିକୋଣେତୁଳା ଓ କୁମ୍ଭ ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ଘାତବାର ଅଦ୍ୟ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କାଳବେଳା ଓ ବାର ବେଳା -ଦିବା ଘ୦୯/୦୧ଗତେ ଘ୧୨/୦୭ମଧ୍ୟେ […]

ପୂଜାଛୁଟି ଯାଏଁ ସବୁ ସ୍କୁଲ,କଲେଜ ବନ୍ଦ

ଭୁବନେଶ୍ବର, (ଉଲାପ୍ର)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍‌ ଦେବା ପାଇଁ […]

ଆଠଗଡ କୁଲାଇଲୋ ଅସ୍ଥିଶଲ୍ୟ ଚିକିସ୍ଥା ସେବାକେନ୍ଦ୍ର ଉପରେ ଢେଲାମାଡ

ଆଠଗଡ ବ୍ଲକ ଅନ୍ତର୍ଗତ କୁଲା ଇଲୋ ଅସ୍ଥି ଚିକିସ୍ଥା ସଦନ ଉପରେ ହୋଇଛି ଢେଲା ମାଡ଼,ଗତ ରବିବାର ଦିନ ଅପରାହ୍ନରେ ପୋଲିସ ଉପସ୍ଥିତିରେ ହୋଇଛି ଢେଲା ମାଡ଼,ଏହା ପୂର୍ବରୁ ଗତବର୍ଷ ସେହି ଅସ୍ଥି ସେବା ସଦନ ଉପରେ ବୋମା ମାଡ଼ ହୋଇଥିଲା,ଆହି ମାମଲା ଏବେବି ଆଠଗଡ ଥାନାରେ ଥିବା ବେଳେ ପୁନର୍ବାର ଅସ୍ଥିସଦନ ଉପରେ ଢେଲା ମାଡ ହେବା ଘଟଣା କୁ ନେଇ ରୋଗୀମାନେ ଭୟଭୀତ ଅଛନ୍ତି,ସୋମବାର ଦିନ ଅସ୍ଥିସଦନ ତରଫରୁ ଏକ ସାମ୍ବାଦିକ ସମିଳନୀ କରାଯାଇ […]