ବନାନୀ କଳା ସଙ୍ଗମ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ର ଏକ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ୬ ୨ ତମ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନାଟ୍ୟ କାର, ସାହିତ୍ୟିକ ଅବସରପ୍ରାପ୍ତ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ପଣ୍ଡିତ ଅନନ୍ତ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବିନକିଶୋର ପଣ୍ଡା, ବରିଷ୍ଠ ଆଇନଜୀବୀ ତଥା […]

ଲାଞ୍ଚ ଅଭିଯୋଗ ରେ
ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ଙ୍କୁ ଜେଲ ଓ ଜରିମାନା

ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଉଦ୍ୟାନ ବିଭାଗ କନିଷ୍ଠ କିରାଣୀ ପ୍ରଦୀପ କୁମାର ଚୌଧୁରୀ ଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କରିବାସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକା ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ lସୂଚନା ଯୋଗ୍ୟଯେ, ଅଭିଯୁକ୍ତ ପ୍ରଦୀପ କୁମାର ଚୌଧୁରୀ ନିଜ ବିଭାଗର ସୁନୀଲବେହେରା ନାମକ ଜଣେ ଫିଲଡ […]

ଫୁଲବାଣୀ ରୋଟାରୀ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସ୍ଥିତ ସାଲକୀ ହୋଟେଲ ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ରୋ ଟା ରୀ କ୍ଲବ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି lଏହି ଅବସରରେ ଆୟୋଜିତ ସଭାରେ ରୋ ଟା ରୀ ସଭାପତି, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରି ଥିବାବେଳେ ସମ୍ପାଦକ ମନୋରଞ୍ଜନ ପଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ lମୁଖ୍ୟ ଅତିଥି ଭାବରେ ପୁରୀ ରୋ ଟା ରୀ ଡିଜି ପ୍ରଭୁଦତ୍ତ ସୁବୁଧି ଯୋଗ […]

ଜିଲାପାଳ ଙ୍କ ଫାଇପ ଟି ସ୍କୁଲ ନିର୍ମାଣ କାର୍ଯ୍ୟ ତଦାରଖ

ଫୁଲବାଣୀ (ସୁନୀଲ ପଟନାୟକ )ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିଲେ ଆଗକୁନୂତନ ଫାଇବ ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ଗୁଡିକ ର ଉଦଘାଟନ କରାଯିବ lଏଣୁ କନ୍ଧମାଳ ଜିଲାରେ ନିର୍ମାଣ କାର୍ଯ୍ୟଚାଲିଥିବା ହାଇସ୍କୁଲ ଗୁଡିକରନିର୍ମାଣ କାର୍ଯ୍ୟ ଯେପରି ଶିଘ୍ରସରିବ ସେଥିପାଇଁ ପ୍ରଶl ସନିକ ସ୍ତରରେ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି l ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ନିଜେ ଜିଲାର ବିଭିନ୍ନ ବ୍ଲକ ଅଂଚଳ ଗସ୍ତ କରି ଚାଲିଥିବା ଫାଇବ ଟି ହାଇସ୍କୁଲ ନିର୍ମାଣ କାର୍ଯ୍ୟ କିପରି ଚାଲିଛି, କାମର […]

ଜିଲ୍ଲା ରଜକ (ଧୋବା )ସମିତି ର ନୂତନ କର୍ମକର୍ତା

ଫୁଲବାଣୀ ସୁନୀଲ ପଟନାୟକ )ରବିବାର କନ୍ଧମାଳ ଜିଲ୍ଲା ରଜକ( ଧୋବା )ସମିତି ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ମନୋନୀତ କରାଯାଇଥିଲା l ଏଥିରେ କୃଷିବିଭାଗ ଅଧିକାରୀ ଶଙ୍କର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ କାଉନ୍ସିଲର ଟୁକନ୍ଦର ସେଠୀ ସମ୍ପାଦକ, ଉପ ସଭାପତି ଭାବେ ବିରୁପାକ୍ଷ ବେହେରା, ଦାଶରଥି ବେହେରା ଓ ଅନ୍ତର୍ଯ୍ୟାମୀ ବେହେରା, ତିନିଜଣ ନିର୍ବାଚିତ ହୋଇଥିବାବେଳେ ସରୋଜ ବେହେରା କୋଷାଧକ୍ଷ, ଓ ସହ ସମ୍ପାଦକ ଭାବେ ଗୀତାଞ୍ଜଳି ବେହେରା, […]

ପରିବହନଵିଭାଗ ଓ ପୋଲିସ ପକ୍ଷରୁ
ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ସ୍ପେଶାଲ ଡ୍ରାଇଭ

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ପରିବହନ ବିଭାଗ ଏନ ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଙ୍କ ନିର୍ଦେଶ କ୍ରମେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ରେ ସବୁଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ଅଂଚଳରେ କଡ଼ାକଡ଼ିଭାବେ ଗାଡିମଟର ଯାଞ୍ଚ କରାଯାଇ ପର୍ଯ୍ୟାପ୍ତ ଆକାରରେ ଫାଇନ ଆଦାୟ ଓ ଆବଶ୍ୟକ ସ୍ଥଳେ ଗିରଫ କରି କୋର୍ଟ ଚାଲାଣ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି lଏହି ସମୟ […]

ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାୟୀ ଗମନାଗମନ ବ୍ୟବସ୍ଥା,ସର୍ତ୍ତାଗୁଡା -ମିଣିଆକାଠି ରାସ୍ତାନିର୍ମାଣ

ଫୁଲ ବାଣ(ସୁନୀଲ ପଟନାୟକ )ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଫୁଲବାଣୀ ପୂର୍ତବିଭାଗ ଡିଭିଜନ ପକ୍ଷରୁ ଏବେଫୁଲବାଣୀ ସହରନିକଟବର୍ତ୍ତୀ ସର୍ତ୍ତାଗୁଡା ଛକ ରୁ ମିଣି ଆକାଠିଗ୍ରାମ କୁ ପିଚୁ ରାସ୍ତାକାମ ହାତକୁ ନିଆଯାଇଛି l କାମ ମଧ୍ୟ ଯୋର ସୋରରେ ଚାଲିଥିବା ଦେଖିବାକୁ ମିଳୁଛି l କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଶ୍ରେଣୀ […]

ଭ୍ରୁଙ୍ଗୀଯୋଡ଼ି ଠାରେ ଗଂଜେଇ ଚାଷ ବିରୋଧ ରେ ସଚେତନତା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବା ରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭ୍ରୁଙ୍ଗୀଯୋଡ଼ି ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ […]

ଫିରିଙ୍ଗିଆ ବ୍ଲକ
ପଵିଙ୍ଗିଆ ଠାରେ ଗଂଜେଇ ଚାଷ ବିରୋଧ ରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ

ଫୁଲବାଣୀ( ଉଲ୍ଲାପ୍ର )କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବା ରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଵିଙ୍ଗିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ […]

ରବିବାର ଦିନ ଖୋର୍ଦ୍ଧା ଜିଲ୍ଲାରେ ଥିବା ବାପା ମା ଙ୍କ ସେବାଶ୍ରମ ର ତୃତୀୟ ବାର୍ଷିକ ଉତ୍ସବରେ ବାଲେଶ୍ୱର ଜିଲ୍ଲାର ବରିଷ୍ଟ ସମାଜ ସେବୀ “ଶ୍ରୀ କିଶୋର କୁମାର ମହାନ୍ତି” ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବାଲେଶ୍ୱର ଜିଲ୍ଲାର ଗର୍ବ ଏବଂ ଗୌରବର ବିଷୟ ଅଟେ।