ଆଠଗଡ ବ୍ଲକ ଜେନାପଦା ଦଣ୍ଡା ରାସ୍ତା କାମନିମ୍ନମାନର ଅଭିଯୋଗ
ଆଠଗଡ,(ଉଲାପ୍ର)ଜେନାପଦା ଦଣ୍ଡା ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଆଠଗଡ ବ୍ଲକ ଜେନା ପଦା ଗ୍ରାମରେ ଏକ ଦଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନ ହୋଇଥିବା ଅଭିଯୋଗ ହୋଇଛି,ଆଜି ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଖବର ପାଇ ଘଟଣା ସ୍ଥଳକୁ ଯାଇ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି,ବ୍ଲକ ତରଫରୁ ଏହି ଯୋଜନା ମାଧ୍ୟମରେ ଜନସାଧାରଣ ଙ୍କୁ କର୍ମନିଯୁକ୍ତି ଦେବାପାଇଁ ଏହି ଯୋଜନା କରାଯାଇଛି, […]