ଆଜିର ରାଶିଫଳ

ଅଦ୍ୟ ଅଗଷ୍ଟ ୦୯ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ଷଷ୍ଠୀ ନକ୍ଷତ୍ର- ରେବତୀ ରାତ୍ରି ଘ୦୭/୫୭ ପର୍ଯ୍ୟନ୍ତ ତଦନ୍ତେ ଅଶ୍ୱିନୀଚନ୍ଦ୍ର- ମୀନ ରାତ୍ରି ଘ୦୭/୫୭ ପର୍ଯ୍ୟନ୍ତ ତଦନ୍ତେ ମେଷଯୋଗ-ଧୃତିକରଣ-ଗରସୌରମାସ – କର୍କଟ ୨୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୯/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୨୦ ଯୋଗିନୀ ପଶ୍ଚିମେମେଷ ରାଶିର ଘାତଚନ୍ଦ୍ର ଓ ଘାତବାର ଅଦ୍ୟ ଷଷ୍ଠୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ମୃତେ ଏକପାଦ ପୁଷ୍କର ଦୋଷ କାଳବେଳା ଓ ବାରବେଳା – ଦିବା ଘ୧୦/୨୦ଗତେ ଘ୦୧/୪୨ମଧ୍ୟେ […]

ଆଠଗଡ କନ୍ଦରପୁର ପଞ୍ଚାୟତ ରେ ପାଇଖାନା ଖାଇଗଲେ କୁଜି ଠିକାଦାର

ଆଠଗଡ(ଉଲାପ୍ର)ଏ ରାଜ୍ୟରେ ସବୁ ଖାଇଗଲେ,କଣ ଖାଇଗଲେ,ଖାଦ୍ୟ ନୁହେଁ ପାଇଖାନା,ଏ କଳିଯୁଗରେ ପାଇଖାନା ଯୋଉଠି ମଳ ତ୍ୟାଗ କରିବା କଥା ତାକୁ ଖାଇବାକୁ ପଛାଉ ନାହାନ୍ତି ଠିକାଦାର ମାନେ,ଏ ଘଟଣା ଘଟିଛି ଆଠଗଡ ବ୍ଲକ କନ୍ଦରପୁର ପଞ୍ଚାୟତ ରେ,ପଞ୍ଚାୟତ ର କନ୍ଦରପୁର ଓ ନଣ୍ଡାଇଲୋ ମୌଜା ରେ ଗତ କିଛିମାସ ହେବ ଚଉଦ ଘରିଆର ଜଣେ ପାଇଖାନା ଠିକାଦାର ୨୦ରୁ ଅଧିକ ପାଇଖାନା କରି ଟଙ୍କା ଖାଇ ଯାଇଛି,ଆଉ ଏହି ସବୁ ପାଇଖାନା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି […]

ସ୍କୁଲ ପାଚେରି ଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ କରିବା ନେଇ ଫାଣ୍ଡିରେ ଅଭିଯୋଗ

ନରସିଂହପୁର(ଉଲାପ୍ର) କଟକ ଜିଲା ନରସିଂହପୁର ବ୍ଲକ ର କମଳାଡ଼ିହ ପଞ୍ଚାୟତ ର ଚିନ୍ତାମଣି ବିଦ୍ୟାପୀଠ ର ପାଚେରି ଭାଙ୍ଗି କିଛି ରାଜନୈତିକ ଦଳ କାମକରିବା ସହ ସେହିଠାରେ ମାର୍କେଟ କମ୍ପ୍ଲେକ୍ସ ତିଆରି କରିବାକୁ ନେଇ ଆଜି ଯୋଡୁମୁ ଫାଣ୍ଡିରେ ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ ଯେ ନରସିଂହପୁର ଜୁଡୁମୁ ଫାଣ୍ଡି ଅଧିନସ୍ଥ କମଳାଡିହ ପଞ୍ଚାୟତ ରେ ଥିବା ଚିନ୍ତାମଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ଥିବା ପାଚେରୀକୁ ଭାଙ୍ଗି ସେହି ପଞ୍ଚାୟତ ର କିଛି ରାଜନୈତିକ ବ୍ୟକ୍ତି ଜୋର ଜବରଦସ୍ତ […]

କରୋନା ସମୟରେ ଚାଷୀଙ୍କ ଫସଲ ଚନ୍ଦକା ହାତୀପଲଙ୍କ ପାଦତଳେ

ଆଠଗଡ(ଉଲାପ୍ର)କରୋନା ସମୟରେ ଚାଷୀଙ୍କ ଝାଳ ବୁହା ଓ ମେହେନତ ର ଫଳ ଯାଇଛି ଚନ୍ଦକା ହାତୀପଲ ଙ୍କ ପାଦତଳେ, ଏ ଦୃଶ୍ୟ ହେଉଛି ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଲବସ୍ତ ପଂଚାୟତ ରେ,ଗତ ପାଞ୍ଚ ମାସ ଧରି ସାଧାରଣ ଲୋକ ଲକଡାଉନ ଓ ସଟଡାଉନ ମଧ୍ୟରେ ରହିଥିବା ବେଳେ ଆଠଗଡ ବ୍ଲକ ମହାକାଲବସ୍ତ ଚାଷୀ ଜୀବନକୁ ଖାତିର ନକରି ଚାଷ ବାସ କରି କିଛି ଅର୍ଥ ରୋଜଗାର କରିବା ପାଇଁ ଚେଷ୍ଟା କରିଥିଲେ,ଏ ଚେଷ୍ଟା ଚାଷୀଙ୍କ ଯେମିତି ଫିକା […]

ଆଜିର ରାଶିଫଳ

*🌷💐🌹🌹💐*ଅଦ୍ୟ ଅଗଷ୍ଟ ୦୮ ତାରିଖ ୨୦୨୦ମସିହା(ଶନିବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ପଞ୍ଚମୀ ରାତ୍ରି ଘ୦୪/୧୮ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଟି ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୪/୫୨ ପର୍ଯ୍ୟନ୍ତ ତଦନ୍ତେ ରେବତୀଚନ୍ଦ୍ର- ମୀନଯୋଗ-ସୁକର୍ମାକରଣ-କୌଳବସୌରମାସ -କର୍କଟ ୨୪ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୯/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୪୦ ଯୋଗିନୀ ଦକ୍ଷିଣେ ରାତ୍ରୀ ଘ୦୪/୧୮ ଗତେ ପଶ୍ଚିମେଧନୁ ରାଶିର ଘାତଚନ୍ଦ୍ରବୃଷ , ସିଂହ ଓ କନ୍ୟା ରାଶି ର ଘାତବାର ଅଦ୍ୟ ପଞ୍ଚମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ ମୃତେ ଏକପାଦ ପୁଷ୍କର ଦୋଷ […]

କେରଳ କୋଝିକୋଡ଼ ରେ ଏୟାର ଇଣ୍ଡିଆ ବିମାନ ଲାଣ୍ଡିଙ୍ଗ ବେଳେ ଦୁର୍ଘଟଣା,ପାଇଲଟ ମୃତ,ଦୁବାଇ ରୁ ୧୯୧ ଯାତ୍ରୀଙ୍କୁ ନେଇ କେରଳ ଫେରୁଥିଲା ବିମାନ,ବହୁତ ଯାତ୍ରୀ ଆହତ,ଆହତ ଯାତ୍ରୀଙ୍କୁ ବିଭିନ୍ନ ମେଡିକାଲ ନିଆଯାଉଛି,ବର୍ଷା ପାଇଁ ବିମାନ ଦୁର୍ଘଟଣା ହୋଇଥିବାର ଅନୁମାନ କରାଯାଉଛି।

ବଡମ୍ବା ରେ ସ୍ୱାଧୀନତା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଡମ୍ବା,(ଉଲାପ୍ର)ବଡମ୍ବା ଟେନିସ୍ ପଡିଆରେ ୭୪ତମ ସ୍ଵାଧୀନତା ଦିବସ ନିରାଡମ୍ବର ସହକାରେ ପାଳନ କରାଯିବ। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ତହସିଲଦାର ଅନିଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତାଦିବସ ପାଳନ ଦିନ କେବଳ ଜାତୀୟ ପତାକା ସହ ଜାତୀୟ ସଙ୍ଗୀତ ଗାନ କରାଯିବ। ସମୂହ ପ୍ୟାରେଡ ହେବ ନାହିଁ। ଏହି ବୈଠକରେ ବଡମ୍ବା ନାଗରୀକ ମଞ୍ଚ ସଭାପତି ଅମିୟ କୁମାର ପଟ୍ଟନାୟକ, ଦୀପକ କୁମାର ସାହୁ, ଦେବରାଜ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ବେହେରା, ସନ୍ତୋଷ […]

ନରସିଂହପୁର ପାଇକପଡା ପାଟଣା ସଟଡାଉନ ହେଲା

ନରସିଂହପୁର,(ଉଲାପ୍ର)ନରସିଂହପୁର ତହସିଲ କାର୍ଯ୍ୟାଳୟର ଦୁଇ ଜଣ ଆର.ଆଇ.ଙ୍କର କରୋନା ପଜିଟିଭ ବାହାରିବା ପରେ ସର୍ବ ସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ପାଇକପଡା ସରପଞ୍ଚଙ୍କ ନିର୍ଦେଶ କ୍ରମେ ଆଜି ରାତି ୮ଘଟିକା ଠାରୁ ୭୨ ଘଣ୍ଟା ପାଇଁ ପାଇକ ପଡା ପାଟଣା ପଞ୍ଚାୟତ ଅଧିନ ସମସ୍ତ ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି,ଗତ କିଛିଦିନ ହେଲା ନରସିଂହପୁର ଅଞ୍ଚଳରେ ପଜିଟିଭ ସଂଖ୍ୟା ବଢୁଥିବା ଯୋଗୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଓ ସଟ ଡାଉନ ଘୋଷଣା କରାଯାଉଛି।

ଆଜିର ରାଶିଫଳ

🌷💐🌹🌹💐🌷ଅଦ୍ୟ ଅଗଷ୍ଟ ୦୭ ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ଚତୁର୍ଥୀ ରାତ୍ରି ଘ ୦୧/୫୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ରଚନ୍ଦ୍ର- କୁମ୍ଭ ଦିବା ଘ ୦୭/୨୬ ପର୍ଯ୍ୟନ୍ତ ତଦନ୍ତେ ମୀନଯୋଗ-ଅତିଗଣ୍ଡକରଣ-ବବସୌରମାସ -କର୍କଟ ୨୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୯/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୧୦ ଯୋଗିନୀ ନୈଋତେ ରାତ୍ରୀ ଘ୦୨/୦୦ ଗତେ ଦକ୍ଷିଣେଧନୁ ରାଶିର ଘାତଚନ୍ଦ୍ରବିଛା, ଧନୁ ଓ ମୀନ ରାଶି ର ଘାତବାର ଅଦ୍ୟ ଚତୁର୍ଥୀର […]

ଆଜିର ରାଶିଫଳ

🌷💐🌹ଅଦ୍ୟ ଅଗଷ୍ଟ ୦୬ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଭାଦ୍ରବ-କୃଷ୍ଣପକ୍ଷତିଥି -ତୃତୀୟା ରାତ୍ରି ଘ ୧୧/୫୯ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର- ସତଭିିଷ। ଦିବା ଘ ୧୧/୪୫ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରଚନ୍ଦ୍ର- କୁମ୍ଭଯୋଗ-ଶୋଭନକରଣ-ବାଣିଜ୍ୟସୂର୍ଯ୍ୟ -କର୍କଟ ୨୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୮/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୪୦ ଯୋଗିନୀ ଅଗ୍ନିକୋଣେ ରାତ୍ରୀ ଘ୧୨/୦୦ ଗତେ ନୈଋତେମିଥୁନ ଓ ମିନ ରାଶିର ଘାତଚନ୍ଦ୍ରତୁଳା ଓ କୁମ୍ଭ ରାଶି ର ଘାତବାର ଅଦ୍ୟ ତୃତୀୟା ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ […]