ଜୀବନ ଜୀବିକାରେ ହାରି ଯାଇନାହାନ୍ତି ବଂଶୀଧର
ଆଠଗଡ(ଉଲାପ୍ର) ଆଠଗଡ ସହର କନ୍ତଲର ବଂଶୀଧର ପ୍ରଧାନ ।ପେସାରେ ଜଣେ ସିଲେଇ ମିସ୍ତ୍ରୀ, ସେ ଦୀର୍ଘ ୩୫ବର୍ଷ ଧରି ସିଲେଇ କାମ କରି ଆସୁଛନ୍ତି ଆଠଗଡ ରେ,ହେଲେ ଲକଡାଉନ ସତେ ଯେମିତି ତାଙ୍କ ହସ ଖୁସିର ସଂସାର ଉପରେ ସତେ ଯେମିତି ବାଧା ସୃଷ୍ଟି କରି ଦେଇଛି,କରୋନା ଯୋଗୁ ସବୁ ଆଡେ ଲକଡାଉନ ଓ ସଟଡାଉନ ହେବା ଯୋଗୁ ଦୋକାନ ବଜାର ବନ୍ଦ ରହିଲା,ଯାହା ଫଳରେ ସିଲେଇ କାରୀଗରଙ୍କ ହାତକୁ ଆଉ କାମ ଆସିଲା ନାହିଁ,ଯାହା ଫଳରେ […]