ଆଜିର ରାଶିଫଳ

🌷💐🌹🌹💐🌷ଅଦ୍ୟ ଅଗଷ୍ଟ ୦୩ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ପୂର୍ଣ୍ଣିମା ରାତ୍ରି ଘ ୦୯/୦୩ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର- ପୂର୍ବାଷଢା ଦିବା ଘ ୦୭/୪୮ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣାଚନ୍ଦ୍ର-ମକରଯୋଗ-ପ୍ରିତିକରଣ-ବିଷ୍ଟିସୂର୍ଯ୍ୟ -କର୍କଟ ୧୯ ଦିନଅଦ୍ୟା ଗହ୍ମା ପୂର୍ଣ୍ଣିମା ଓ ରକ୍ଷାବନ୍ଧନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୭/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୧୦ ଯୋଗିନୀ ବାୟବ୍ୟରେ ଓ ରାତ୍ରୀ ଘ୦୯/୦୪ ଗତେ ପୂର୍ବେ ସିଂହ ରାଶିର ଘାତଚନ୍ଦ୍ର ମିଥୁନ ରାଶି ର ଘାତବାର ଅଦ୍ୟ ପୂର୍ଣ୍ଣିମା ର ଏକୋଦିଷ୍ଠ ଓ […]

ଗଦାସାହି ଉନୟନ ପରିଷଦର ନୂତନ କର୍ମକର୍ତ୍ତା ମନୋନୀତ

ଆଠଗଡ,(ଉଲାପ୍ର)ଆଠଗଡ ଗଦାସାହି ଉନୟନ ପରିଷଦର ନୂତନ କର୍ମକର୍ତା ମନୋନୟନ ସ୍ଥାନୀୟ ଭାଗିରଥି ସାଗର ପୋଖରୀ ଠାରେ ଅନୁଷ୍ଠିତ ହୋଇଯାଇଛି,ଗଦାସାହି ର ବରିଷ୍ଠ ନାଗରିକ ରଘୁନାଥ ସେନାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସର୍ବସମତି କ୍ରମେ ଶ୍ରୀଧର ରଥ ସଭାପତି,ପ୍ରସନ୍ନ କୁମାର ରାଉତ,ସୋମନାଥ ଭକ୍ତା ଉପସଭାପତି, କଲ୍ୟାଣ ପଟ୍ଟନାୟକ ସମ୍ପାଦକ,କ୍ୟାସିଅର ଭାବେ ନରେନ୍ଦ୍ର କୁମାର ସାହୁଙ୍କ ସହିତ ଏକ ଦଶଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି,ଏଥିରେ ସବୁ ଯୁବକ ମାନଙ୍କୁ ସାମିଲ କରାଯାଇଛି,ତିନିବର୍ଷ ପାଇଁ ଏହି ନୂତନ […]

ଗଞ୍ଜାମ ରେ କ ରୋନା ଯୋଦ୍ଧା ଙ୍କୁ ଅସମ୍ମାନ,ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଗଞ୍ଜାମ,(ଉଲାପ୍ର)ଗଂଜାମ ଜିଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କମୁଥିବା ବେଳେ କରୋନା ଯୋଦ୍ଧା ମାନଙ୍କ ଉପରେ ସାଧାରଣ ଲୋକେ ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି, ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କଙ୍କରଡ଼ା ଅଞ୍ଚଳରେ, ଜଣେ କୋଭିଡ ଯୋଦ୍ଧା ଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ସହିତ ପୋଲିସ ଓ ତହସିଲଦାର ଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ, ଏହି ଘଟଣା ଘଟିବା ପରେ ପ୍ରଶାସନ ଓ ପୋଲିସ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ଆଜିର ରାଶିଫଳ

🌷💐🌹🌹💐🌷ଅଦ୍ୟ ଅଗଷ୍ଟ ୦୨ ତାରିଖ ୨୦୨୦ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଚତୁଦଶୀ ରାତ୍ରି ଘ ୦୯/୨୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ନକ୍ଷତ୍ର- ପୂର୍ବାଷଢା ଦିବା ଘ ୦୭/୩୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷଢାଚନ୍ଦ୍ର- ଧନୁ ଦିବା ଘ ୦୧/୩୪ ପର୍ଯ୍ୟନ୍ତ ତଦନ୍ତେ ମକରଯୋଗ-ବିଷ୍କୁମ୍ଭକରଣ-ଗରସୂର୍ଯ୍ୟ -କର୍କଟ ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୭/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୪୦ ଯୋଗିନୀ ପଶ୍ଚିମରେ ଓ ରାତ୍ରୀ ଘ୦୯/୨୨ ଗତେ ବାୟବ୍ୟରେ ସିଂହ ରାଶିର ଘାତଚନ୍ଦ୍ର ମେଷ ରାଶି ର ଘାତବାର ଅଦ୍ୟ ଚତୁଦଶୀ […]

ଆଜିର ରାଶିଫଳ

🌷💐🌹🌹💐🌷ଅଦ୍ୟ ଜୁଲାଇ ୩୧ତାରିଖ ୨୦୨୦ମସିହା(ଶୁକ୍ରବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଦ୍ୱାଦଶୀ ରାତ୍ରି ଘ ୧୦/୫୭ ପର୍ଯ୍ୟନ୍ତ ତଦନ୍ତେ ତ୍ରାୟୋଦଶୀ ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ ୦୮/୦୪ପର୍ଯ୍ୟନ୍ତ ତଦନ୍ତେ ମୂଳାଚନ୍ଦ୍ର- ବିଛା ଦିବା ଘ୦୮/୦୪ପର୍ଯ୍ୟନ୍ତ ତଦନ୍ତେ ଧନୁଯୋଗ-ଇନ୍ଦ୍ରକରଣ-ବବସୂର୍ଯ୍ୟ -କର୍କଟ ୧୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୪୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୩ ଯୋଗିନୀ ନୈଋତକୋଣେ ଓ ରାତ୍ରୀ ଘ୧୦/୫୭ ଗତେ ଦକ୍ଷିଣ କୋଣେ ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର ବିଛା, ଧନୁ ଓ ମୀନ ରାଶି ର […]

କଂଗ୍ରେସ ନେତା ସୁଧାକର ପତ୍ରିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତଆଠଗଡ,(ଉଲାପ୍ର)ଆଠଗଡ ର ବରିଷ୍ଠ କଂଗ୍ରେସ ନେତା ସୁଧାକର ପତ୍ରିଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଠଗଡ କଂଗ୍ରେସ ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇ ଯାଇଛି, ଏଥିରେ ଆଠଗଡ କଂଗ୍ରେସ ନେତା ଉମା ବଲଭ ରଥ ସଭାପତିତ୍ୱ କରିବା ସହିତ ସୁଧାକର ପତ୍ରି ଆଠଗଡ କଂଗ୍ରେସ ପାଇଁ ଏକ ଆସେଟ ଥିଲେ ଵୋଲି କହିବା ସହିତ ତାଙ୍କ ଯୋଗୁ ନ ବେଢ଼ା ଅଞ୍ଚଳରେ ଦଳ ବେଶ ସଂଗଠିତ ଥିଲା ଓ ପୂର୍ବତନ […]

ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ଫେରାଇ ଦେବା ଦାବିରେ ଧାରଣା ରେ ଚାଷୀ

ବାଲିଚନ୍ଦ୍ରପୁର,(ଉଲାପ୍ର)ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅନ୍ତର୍ଗତ ଭରତପୁର ପ୍ରାଥମିକ ସମବାୟ ସମିତି ର ସମ୍ପାଦକ ଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଶତାଧିକ ଚାଷୀ ଆଜି ବାଲିଚନ୍ଦ୍ରପୁର ବ୍ଯାଙ୍କ ସମ୍ମୁଖରେ ବ୍ଯାଙ୍କ ଧାରଣା ରେ ବସିଥିଲେ। ସମ୍ପ୍ରତି କରୋନା ମହାମାରୀ ସମୟରେ କୌଣସି ରୁଣ ଆଦାୟ ନକରିବା ପାଇଁ ସରକାରୀ ନିର୍ଦ୍ଦେଶ ଥାଇସୁଦ୍ଧା ବ୍ଯାଙ୍କ ପରିଚାଳିକା ଶ୍ରୀମତୀ ସମନ୍ତୀନୀ ସାମଲ ଓ ସମବାୟ ସମିତି ର ସମ୍ପାଦକ ଶ୍ରୀ ଦେବାଶିଷ […]

*ଆଜିର ରାଶିଫଳ🌷💐🌹🌹💐🌷 ~~~~~ଅଦ୍ୟ ଜୁଲାଇ ୩୦ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଏକାଦଶୀ ରାତ୍ରି ଘ ୧୨/୧୫ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶି ନକ୍ଷତ୍ର- ଅନୁରାଧା ଦିବା ଘ ୦୮/୪୭ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ-ବ୍ରହ୍ମକରଣ-ବାଣିଜ୍ୟସୂର୍ଯ୍ୟ -କର୍କଟ ୧୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୧୬ ଯୋଗିନୀ ଅଗ୍ନିକୋଣେ ଓ ରାତ୍ରୀ ଘ୧୨/୧୭ ଗତେ ନୈଋତକୋଣେ ତୁଳା ଓ କୁମ୍ଭ ରାଶି ର ଘାତବାର ଅଦ୍ୟ ଏକାଦଶୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା […]

ଅମ୍ବାଲା ଏୟାର ବେଶରେ ପହଁଚିଲା ଫାୟାର ଫାଇଟର ରାଫେଲ

ଅମ୍ବାଲା,ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି,ଶେଷରେ ରାଫେଲ ବିମାନ ଫ୍ରାନ୍ସ ରୁ ଆସି ଭାରତର ଅମ୍ବାଲା ଏୟାର ବେଶ ରେ ପହଞ୍ଚିଛି, ଗତ ୨୭ ତାରିଖ ରୁ ଫ୍ରାନ୍ସ ରୁ ବାହାରିଥିବା ଏହି ଫାୟାର ଫାଇଟର ବିମାନ ସାତ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାର ବେଶ ରେ ଲାଣ୍ଡିଙ୍ଗ କରିଛି,ପାଞ୍ଚଗୋଟି ରାଫେଲ ବିମାନ ଭାରତ ସୀମାରେ ପହଁଚି ବା ପରେ ସୁଖୋଇ ବିମାନ ରାଫେଲ ବିମାନ ଗୁଡିକୁ କର୍ଡନ କରି ଅମ୍ବାଲା ଏୟାର […]