*👉ବୋର୍ଡ ସଭାପତିଙ୍କ ସୂଚନା: ଜୁଲାଇ ୨୯ ୧୧ଟା ୩୦ ପରେ ୨ଟି ୱେବ୍‌ସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । bseodisha.ac.in ଓ bseodisha.nic.in OR01 (ରୋଲ ନମ୍ବର) 5676750କୁ SMS କରିବାକୁ ହେବ । ଏବର୍ଷ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ*

*👉ଆଇଏଲ୍‌ଏସ୍‌ ନିର୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା: ଅଗଷ୍ଟରୁ ରାଜ୍ୟରେ ଦୈନିକ ହେବ ୧୫ ହଜାର କୋରୋନା ଟେଷ୍ଟଂ । ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ୍‌ ଦ୍ବାରା କରାଯିବ ଟେଷ୍ଟିଂ । ଆଣ୍ଟିଜେନ ଟେଷ୍ଟ ପାଇଁ ରାଜ୍ୟରେ ବୁଲିବ ମୋବାଇଲ ଭ୍ୟାନ ।*

*👉ରାଜ୍ୟରେ ଏବେ କରୋନା ପିକ୍‌ରେ ରହିଛି। ଆଗକୁ ବଢ଼ିବ କି କମିବ ତାହା କହିହେବ ନାହିଁ। ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି ୩ ଜିଲ୍ଲାରୁ କମିଲେ ରାଜ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା କମିବ: ILS ନିର୍ଦ୍ଦେଶକ*

ଆଠଗଡ ବସଷ୍ଟାଣ୍ଡ ମଡେଲ ବସଷ୍ଟାଣ୍ଡ ହେବାକୁ ଯାଉଛି,ଶୁଭ ପ୍ରଦାନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ(ଉଲାପ୍ର)ଆଠଗଡ ବସଷ୍ଟାଣ୍ଡର ନବିକରଣ ପାଇଁ ଶୁଭ ପ୍ରଦାନ କରିଛନ୍ତି ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱର ଲୋକସଭା ସଦନରୁ ଏହି ବସଷ୍ଟାଣ୍ଡର ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ କଟକ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା,ଆଠଗଡ ପୂର୍ତ୍ତବିଭାଗ ଏସଡିଓ ଜୟନ୍ତ ପ୍ରସାଦ ନାୟକ,ଜେଇ ପ୍ରଭାତ କୁମାର ବେହେରା,କଟକ ଜିଲା ପରିଷଦ ଉପାଧକ୍ଷ ସୁନୀଲ ପରିଡା,ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା […]

ଶ୍ରାବଣ ମାସରେ ଧବଳେଶ୍ବର ପୀଠ ଖାଁ ଖାଁ,ଜଳଲାଗି କଲେ ପୂଜକ

ଆଠଗଡ,(ଉଲାପ୍ର)ଶ୍ରାବଣ ମାସର ଚତୁର୍ଥ ସୋମବାର ରେ ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,କରୋନା ଯେମିତି ସବୁ କିଛି ବିଗାଡି ଦେଇଛି,କରୋନା ମହାମାରୀ ଯୋଗୁ ପୀଠକୁ କୌଣସି ଭକ୍ତ ଆସୁନାହାନ୍ତି,କେବଳ ଧବଳେଶ୍ବର ପୂଜକ ସମାଜ ବାବାଙ୍କ ସେବା କରି ଆସୁଛନ୍ତି,ଆଜି ପୂଜକ ମାନେ ବାବାଙ୍କୁ ବେଲପତ୍ର ଓ ପଦ୍ମଫୁଲ ରେ ସଜାଇ ଥିବା ଦେଖା ଯାଇଛି,ପୀଠରେ ଶ୍ରାବଣ ମାସରେ ପୂଜକ ମାନେ ସଂସାରରୁ କରୋନା ଯେପରି ଦୁରୀଭୂତ ହୋଇଯିବ ବାବାଙ୍କ ନିକଟରେ […]

ଆଜିର ରାଶିଫଳ🌷🌹💐🌷 ଅଦ୍ୟ ଜୁଲାଇ ୨୭ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ସପ୍ତମୀ ଦିବା ଘ ୦୭/୨୭ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର- ଚିତ୍ରା ଦିବା ଘ୧୧/୧୭ ପର୍ଯ୍ୟନ୍ତ ତଦନ୍ତେ ସ୍ଵାତୀ ଚନ୍ଦ୍ର- ତୁଳାଯୋଗ-ସାଧ୍ୟକରଣ-ବାଣିଜ୍ୟସୂର୍ଯ୍ୟ -କର୍କଟ ୧୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୫/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୫୬ ଯୋଗିନୀ ବାୟବ୍ୟ ଦିବା ଘ୦୭/୨୮ ଗତେ ଐଶାନ୍ୟ ରେ ମିଥୁନ ରାଶି ର ଘାତବାର ଅଦ୍ୟ ଅଷ୍ଟମୀ ର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା – […]