ଗୋଛାପଡା ପୋଲିସ କୁ ମିଳିଲା ସଫଳତା, ସାତ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇ ଜବତ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଡୁ ମବେରୀ ଖେତା ଗ୍ରାମ ରକାର୍ତ୍ତିକେଶ୍ୱର ଡିଗାଲ ଙ୍କ ଘର ଉପରେ ଚଢ଼lଉ କରି ସାତ କୁଇଣ୍ଟାଲ ଦଶ କେଜି ପାଞ୍ଚଶହ ଗ୍ରାମ ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ କରିବା […]

ପର୍ଜଙ୍ଗ ବ୍ଲକରେ ଆପ୍ ର ପଂଚାୟତ ପ୍ରତିନିଧି ସମ୍ମିଳନୀ

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକର ପାଣି ପଂଚାୟତ ପରିସରରେ ଆମ୍ ଆଦମୀ ପାର୍ଟି ର ସମସ୍ତ ପଂଚାୟତ ଇନଚାର୍ଜ ମାନଙ୍କୁ ନେଇ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆବାହକ ପଙ୍କଜ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଂଚାୟତ ଅଧିକାରୀ ମାନଙ୍କୁ ପ୍ରତ୍ୟେକ ଗାଁ ରେ କିପରି ସଂଗଠନ କରାଯାଇପାରିବ ତାର ସୂତ୍ରପାତ କରିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ଅନୁଗୁଳ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ପଣ୍ଡା ଏବଂ ଅନୁଗୁଳ ଜିଲ୍ଲା […]

ବ୍ୟାଙ୍କ ଅଫ ମହାରାଷ୍ଟ୍ର ର 38ତମ ଏଟିମ ଉଦ୍ଘାଟିତ

ଆଜି ଢେଙ୍କାନାଳ ସହର ସ୍ଥିତ ସ୍ଥାନୀୟ ମହାବୀର ବଜାର ଠାରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ର 38 ତମ ଏ ଟି ମ ଉଦ୍ଘାଟନ ହୋଇଯାଇଛି ଏହା ଓଡ଼ିଶା 38ତମ ହୋଇଥିବା ବେଳେ ଢେଙ୍କାନାଳ ରେ ପ୍ରଥମ ଥର ପାଇଁ ସ୍ଥାପନ କରାଯାଇଛି ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ବ୍ୟାଙ୍କ ର ଜୋନରାଲ ମ୍ୟାନେଜର ବିନୟ କୁମାର ବ୍ରାଞ୍ଚ ମ୍ୟାନେଜର ବରାହମିହିର ରାଉତ ଡେପୁଟି ମ୍ୟାନେଜର ଲବ ଚନ୍ଦନ ବେହେରା ଓ ବ୍ରାଞ୍ଚ ର ଅନ୍ୟ କର୍ମଚାରି […]

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ
ଆୟୁର୍ବେଦିକ ଚିକିତ୍ସା ଶିବିର

ଫୁଲବାଣୀ ( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଗୁରୁବାର ସ୍ଥାନୀୟ ଡ୍ରିମ ଲାଣ୍ଡ ହୋଟେଲ ଠାରେ ଆୟୁର୍ବେଦିକ ଚିକିତ୍ସା ଶିଵୀର ଅନୁଷ୍ଠିତ ହୋଇଥିଲା lଏହି ଶିବିର ରେ ଅବସରପ୍ରାପ୍ତ ପ୍ରଫେସର ଜଗଦୀଶ ଚନ୍ଦ୍ର ବେଜ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାଭୋଗୁଥିବା ପୀଡିତ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ପରାମର୍ଶ ଦେଇଥିଲେ l ଏଥିସହ ମାଗଣା ରେ ଔଷଧ ପ୍ରଦାନ କରିଥିଲେ lଏହି ଶିବିର ରେ […]

୬0କିଲୋ ଗଂଜେଇ ସହ ଗ୍ରାମରକ୍ଷୀ
ଗିରଫ

ଫୁଲବାଣୀ ( ଉଲ୍ଲାପ୍ର )ଷାଠିଏ କେଜି ଗଂଜେଇ ସହ ଗ୍ରାମ ରକ୍ଷୀ ଗିରଫ lଗଞ୍ଜେଈ ବସ୍ତାରେ ଭର୍ତ୍ତି କରି ରାସ୍ତାରେ ଗାଡି କୁ ଅପେକ୍ଷା କରିଥିବାବେଳେ କୌଣସି ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ସ୍କ୍ୱାଡ଼ ଗଂଜେଇ ସହ ଗ୍ରାମରକ୍ଷୀ କୁ ଗିରଫ କରିଥିବା ନେଇ ଅବକାରୀ ଇନ୍ସ୍ପେକଟର ଶ୍ରୀଧର ହେମ୍ରମ ସୂଚନା ଦେଇଛନ୍ତି lଗିରଫ ଗ୍ରାମ ରକ୍ଷୀ ର ନାମ ଉଦୟ ମାଝୀ ସେ ଫିରିଙ୍ଗିଆ ଥାନା ଅଧୀନ ରେ ଗ୍ରାମରକ୍ଷୀ ଥିବା କୁହାଯାଉଛି l ଉଦୟ […]

କୋଟଗଡ଼ ଯୁକ୍ତ ୨ କଲେଜ ଛାତ୍ର ଛାତ୍ରୀଙ୍କ ଧାରଣା

ଫୁଲବାଣୀ (ସୁନୀଲ ପଟନାୟକ )ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଠାରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଯୁକ୍ତ ୨ ଛାତ୍ର ଛାତ୍ରୀମାନେ ଗୁରୁବାର ଧାରଣା ରେ ବସିଛ ନ୍ତି l ଉତ୍ୟକ୍ତ ଛାତ୍ରଛାତ୍ରୀମାନେ କୋଟଗଡ଼ -ରାୟଗଡା, କୋଟଗଡ଼ -ଫୁଲବାଣୀ ମୁଖ୍ୟ ରାସ୍ତା ଅବରୋଧକରି ଧାରଣାରେ ବସିଥିବାରୁ ଦୀର୍ଘ ସମ ୟ ଧରି ଗାଡିମଟର ଚଳାଚଳ ବ୍ୟାହତ ହୋଇଛି lଖବର ପାଇ ତହସିଲଦାର ଥାନା ଅଧିକାରୀ, ସାଂସଦ ପ୍ରତିନିଧି ତଥା ବିଜେଡି ନେତା ମନୋଜ […]

କୋଟଗଡ଼ ରେ ନିର୍ବାଚିତ ଲୋକ ପ୍ରତିନିଧି ଙ୍କୁ ଅଣଦେଖା ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )ସମସ୍ତ ଲୋକପ୍ରତିନିଧି ମାନଙ୍କୁ ସରକାରୀ ବାବୁ ମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କ ମତ କୁ ସମ୍ମାନ ଜଣାଇ କାର୍ଯ୍ୟ କରିବା ପାଇଁ ସରକାରୀ ନିର୍ଦେଶ ରହିଥିଲେ ବି ସରକାରୀ ବାବୁ, ସରପଞ୍ଚ ମାନେ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ବ୍ଲକ ଅନ୍ତର୍ଗତ ପନ୍ଦର ଟି ପଂଚାୟତ ର ନାଏବ ସରପଞ୍ଚ ଓ ୱାର୍ଡ ସଦସ୍ୟ ମାନେ lକୌଣସି କାର୍ଯ୍ୟରେ ସେମାନଙ୍କୁ ପଚରା ଯାଉନି କି ଡକାଯାଉନି ମଧ୍ୟ […]

ଫୁଲବାଣୀ ପୌର ପରିଷଦ ପକ୍ଷରୁ ରକ୍ତଦାନ ଶିବିର, ୪୯ ୟୁନିଟ୍ ରକ୍ତ ସଂଗୃହିତ

ଫୁଲବାଣୀ(,ସୁନୀଲ ପଟନାୟକ )ଫୁଲବାଣୀ ପୌରପରିଷଦ ଓ କନ୍ଧମାଳ ଜିଲ୍ଲା ରେଡକ୍ରସ୍ ସମିତିର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରକୁ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା, ପୌରନିର୍ବାହୀ ଅଧିକାରୀ ବଳଦେବ ବେହେରା,ଜିଲ୍ଲା ଆପାଦ କାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ଦିନମଣି ନାୟକ,ଫୁଲବାଣୀ ଆଦର୍ଶ ଥାନା ଅଧିକାରୀ […]

କଟକରେ ଦୁଇଟି ଅସ୍ୱାଭାବିକ ମୃତୁ ଅଭିଯୋଗ

କଟକ ( ଉଲ୍ଲାପ୍ର )କଟକ ଜିଲ୍ଲା ଅନ୍ତର୍ଗତ 42ମୌଜା ବଉଳକୁଦ ନଦୀବନ୍ଧ ରୁ ଜଗତପୁର ଭୈରପୁର ଗ୍ରାମରଦୁଇଜଣ ବ୍ୟକ୍ତି ମଦ୍ୟ ପାନ କରିଥିଲେ, ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଜଣେ ଅନ୍ୟ ଜଣଙ୍କର ଛାତି କୁ ଗୋଡରେ ଆଘାତ ଦେବାରୁ ବ୍ୟକ୍ତି ଜଣକ ଛାତିକୁ ଧରି ପଡି ଯାଇଥିଲେ. ଘଟଣା ସ୍ଥଳରେ ତାଙ୍କର ମୁର୍ତ୍ୟୁ ଘଟିଥିଲା . ପୋଲିସ ଘଟଣାସ୍ଥଳ କୁ ଯାଇ ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛଦ ପାଇଁ କଟକ ମେଡିକାଲ […]