ଟିମ୍ ହ୍ୟୁମାନିଟି କନ୍ଧମାଳ ର ମହାନତା
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ ): ପୁଣିଥରେ ଟିମ୍ ହ୍ୟୁମାନିଟି କନ୍ଧମାଳ ନିଜର ମହାନତା ଦେଖାଇଛି। ସୂଚନା ପ୍ରକାରେ ଗତ ଜାନୁଆରୀ ୨୪ ତାରିଖ ଦିନ ଅନୁଗୋଳର ବଅଁରପାଳ ଠାରେ ଏକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ମହିଳା ଜଣକ ପୁରୀ ଜିଲ୍ଲା ବାସୁଦେବପୁର ଅଞ୍ଚଳର କିନ୍ତୁ ସେ ବଅଁରପାଳ ଷ୍ଟେଟ ବ୍ୟାଙ୍କରେ ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପରାମର୍ଶ କ୍ରମେ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































