କନ୍ଧମାଳ ଜିଲା ବିଜେଡି ନୂତନ କର୍ମକର୍ତ୍ତା
ସରୋଜ କର୍ଣ୍ଣ ଲଗାତାର ଚତୁର୍ଥ ଥର ସଭାପତି

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳର ନୂତନ କର୍ମ କର୍ତ୍ତା ମନୋନୀତ ହୋଇଛନ୍ତି। ବିଜେଡି ରାଜ୍ୟ ସଭାପତି ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତର ଚତୁର୍ଥ ଥର ପାଇଁ ସଭାପତି ପଦ ରେ ବରୀଷ୍ଠ ବିଜେଡି ନେତା ସରୋଜ କର୍ଣ୍ଣ ଙ୍କୁ ମନୋନୀତ କରିଛନ୍ତି । ସରୋଜଙ୍କ କାର୍ଯ୍ୟଦକ୍ଷତା, ବଳିଷ୍ଠ ନେତୃତ୍ଵ, ଦଳ ପ୍ରତି ଆନୁଗତ୍ୟ, ନିର୍ମଳ ଭାବ ମୂର୍ତ୍ତି, ନେତା, ଓକର୍ମୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ଦଳକୁ ଆଗକୁ ବଢ଼ିବାରେ ତାଙ୍କର […]

ଜାଲ ସାର୍ଟିଫିକେଟ ଯୋଗୁଁ ଶିକ୍ଷୟତ୍ରୀ ଚାକିରୀ ହରାଇଲେ, ଥାନାରେ ଏତଲା

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲାରେ ଜାଲ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସଂଖ୍ୟା ବଢିଚାଲିଛି lକିଏ ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରିକରୁଛି ତ ଆଉ କିଏ ଜାଲ ଜାତିଗତ ପ୍ରମାଣ ପତ୍ର lଏ ନେଇ କୂଇ ସମାଜପକ୍ଷରୁ ବହୁବାର ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିବା ସହ ରା଼ଲ୍ଲୀ,ବିକ୍ଷୋଭ ମଧ୍ୟ କୁଇସମାଜପକ୍ଷରୁ ହେଉଛି lତେବେ ଶିକ୍ଷାବିଭାଗ ପକ୍ଷରୁ ଯାଞ୍ଚ ବେଳେ ଜାଲ ବି ଇଡି ସାର୍ଟିଫିକେଟ ବଳରେ ଚାକିରୀ କରୁଥିବା ସୁଧାଶ୍ରୀ ହୋତା ନାମ୍ନୀ ଜଣେ ଶିକ୍ଷୟତ୍ରୀ ଙ୍କୁ […]

ଆସନ୍ତା ୫ ରୁ ୯ ଯାଏ ପାଳନ ହେବ ଶିଳ୍ପଦ୍ୟୋଗୀ ସପ୍ତାହ

ଫୁଲବାଣୀ -03/03ଆସନ୍ତା ୫ ରୁ ୯ ଯାଏ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଶିଳ୍ପଦ୍ୟୋଗୀ ସପ୍ତାହ l ଅର୍ଥ ନୈତିକ ଅଭିବୃଦ୍ଧି ରେ ଏମ ଏସଏମ ଇ ର ଯଥେଷ୍ଟ ଅବଦାନ ରହିଛି lରୋଜଗାର ସୃଷ୍ଟି, ରପ୍ତାନି, ରେ ଏମ ଏସ ଏମ ଇ ର ଅବଦାନ ଅତୁଳନୀୟ lକୃଷି କ୍ଷେତ୍ର ପରେସର୍ବ ବୃହତ ରୋଜଗାର ଉତ୍ସ ଅଟେ l ଏଣୁ ତୃଣ ମୂଳ ସ୍ତରରେ ଉଦ୍ୟୋଗୀ ମାନଂକୁପ୍ରୋତ୍ସାହିତ କରିବା ପାଇଁ ଜିଲାରେ ୫ […]

ରାଜ୍ୟ ବିଜେଡି ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲା ବିଜେଡିର କର୍ମକର୍ତ୍ତାଙ୍କ ନାମ ଘୋଷଣା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଦ୍ବାରା ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁସାରେ ପୁରୁଖା ନେତା ସରୋଜ କର୍ଣ୍ଣ ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଛାତ୍ର ଜୀବନରୁ ଅଣ କଂଗ୍ରେସ ରାଜନୀତି ସହିତ ସଂପୃକ୍ତ ଥିବା ଶ୍ରୀ କର୍ଣ୍ଣ ୨୦୧୩ ମସିହାରେ ପ୍ରଥମ ଥର ପାଇଁ […]

ଖରାଦିନ ପୁର୍ବରୁ ଜଳକଷ୍ଟ: ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ: ଅଯଥା ହେଉଛି ଜଳ ନଷ୍ଟ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ଓ୍ବାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ଓ୍ବାର୍ଡରେ ପାଇପ୍ ଲାଇନ୍ ସଂଯୋଗ ହୋଇଥିବା ସତ୍ତ୍ଵେ ଲୋକଙ୍କୁ ପାଣି ମିଳୁନଥିବା ବେଳେ କେତେକ ସ୍ଥାନରେ ପାଣି ଅଯଥା ରେ ଅପଚୟ ହେଉ ଥିବା ବେଳେ ଏବେ ବି […]

କନ୍ଧମାଳ କୁଇ ସମାଜ ସେବା ସମିତି କର୍ମକର୍ତ୍ତା ମାନେ ଜଙ୍ଗଲରେ ନିଆଁ ଲିଭାଇଲେ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି ଫୁଲବାଣୀ ତରଫରୁ କେନ୍ଦ୍ର କର୍ମ କର୍ତ୍ତା ମୁଖ୍ୟ ସଭ୍ୟ ଗୈାତମ ପ୍ରଧାନ, ସମ୍ପାଦକ ଅବନୀ କୁମାର କହଁର, ସହସମ୍ପାଦକ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ସାଂସ୍କୃତିକ ଉପଦେଷ୍ଟା ବିରେନ୍ଦ୍ର କୁମାର କହଁର ଗୋଛାପଡା ଶାଖା କୁଇ ସମାଜ ସେବା ସମିତିର ବାର୍ଷିକ ଅଧିବେଶନରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଫୁଲବାଣୀ ବ୍ଲକ କଟ୍ରିଗିଂଆ ଘାଟି ରାସ୍ତା ପାଖ ଜଗଂଲରେ ଲାଗିଥିବା ନିଆଁ କୁ […]

ମ୍ୟାଲେରିଆ ନିରାକରଣ ସଚେତନତା ତାଲିମ୍‌‌ କାର୍ଯ୍ୟକ୍ରମ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସଂପ୍ରତି କନ୍ଧମାଳ ଜିଲ୍ଲା ଏକ ମ୍ୟାଲେରିଆ ପ୍ରବଣ ଅଂଚଳ ହୋଇଥିବା ବେଳେ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଭେକ୍ଟର ବର୍ଣ୍ଣ ଡିଜିଜ୍‌‌ କଂଟ୍ରୋଲ କାର୍ଯ୍ୟକ୍ରମ ମାଧ୍ୟମରେ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ସହଯୋଗରେ କିଛି ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଂଚଳର ଅପହଂଚ ଇଲାକାରେ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ଆରମ୍ଭ […]

କନ୍ଧମାଳର କୁଇକବି ପ୍ରଦୀପ କହଁରଙ୍କୁ ଭୁବନେଶ୍ଵରରେ ଆଦିବାସୀ ପ୍ରତିଭା ସମ୍ମାନ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ):ଭୁବନେଶ୍ଵର ସ୍ଥିତ ଆଦିବାସୀ ପଡିଆ ୟୁନିଟ୍-୧ରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଆଦିବାସୀ ମେଳା-୨୦୨୩ ଶେଷ ସନ୍ଧ୍ୟାରେ ଜନଜାତି ସାହିତ୍ୟ କୃତି ପାଇଁ କନ୍ଧମାଳର କୁଇକବି ପ୍ରଦୀପ କହଁର ଙ୍କୁ ‘ଆଦିବାସୀ ପ୍ରତିଭା ସମ୍ମାନ-୨୦୨୩’ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇବାରେ ପ୍ରଦୀପ କହଁର ହେଉଛନ୍ତି କନ୍ଧମାଳର ପ୍ରଥମ ବ୍ୟକ୍ତି।ପ୍ରଦୀପ କହଁର […]

୧୬ବର୍ଷ ର ସଂଘର୍ଷ :- ବିଧବାରୁ ବୃଦ୍ଧା ହେଲେ, ହେଲେ ମିଳିଲାନି ସହାୟତା: ସରକାରୀ ସାହାଯ୍ୟ ପାଇଁ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତ ଢୁସାରି ଗ୍ରାମର ବିଧବା ବସ୍ତିନା ବଳିଆରସିଂ ଗତ ୧୬ ବର୍ଷ ହେଲା ଭତ୍ତା ପାଇଁ ସଂଘର୍ଷ କରି ଚାଲିଛନ୍ତି। ବର୍ଷ ବର୍ଷ ଧରି ଆବେଦନ ନିବେଦନ କରୁଥିଲେ ହେଁ, ପ୍ରଶାସନର କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିନାହିଁ।ବସ୍ତିନା ଯେତେବେଳେ ୪୪ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଅସହାୟ ବସ୍ତିନା ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ। ହେଲେ […]

କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ବିଦାୟ ସମ୍ବର୍ଦ୍ଧନା

Ranchi(ଉଲ୍ଲାପ୍ର )ଆଜି କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି |ବିଶ୍ୱବିଦ୍ୟାଳୟର ନିୟମ ଅନୁସାରେ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟରେ ପଢେଇବାକୁ ଅନୁମତି ଦିଆଯାଏ |ସେହି ନିୟମ ଅନୁସାରେ ଶିକ୍ଷା ସହାୟିକା ସୁଷମା ବାରିକ ମଧ୍ୟ ଗତ ବର୍ଷ ମାର୍ଚ୍ଚ ମାସ ୨ ତାରିଖ ଦିନ ଓଡ଼ିଆ ବିଭାଗରେ ଯୋଗଦାନ ଦେଇଥିଲେ |ଏକ ବର୍ଷ ପୂରଣ ହୋଇଥିବାରୁ ଆଜି ବିଭାଗ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା […]