ଶିକ୍ଷୟତ୍ରୀ ଙ୍କ ବଦଳୀ ଦାବୀ ରେ ସ୍କୁଲ ରେ ତାଲା ଠୁଙ୍କିଲେ ଅଭିଭାବକ,ପ୍ରଶାସନ ର ପ୍ରତିଶ୍ରୁତି ପରେ ଆଜି ଖୋଲିଲା ସ୍କୁଲ

ଫୁଲବାଣୀ(ସୁନୀଲ ପଟନାୟକ )ଇନ ଚାର୍ଜ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଟ ହୋଇ ଶେଷରେ ସମ୍ପୃକ୍ତ ଶିକ୍ଷୟତ୍ରୀ ଙ୍କୁ ସେ ଠାରୁ ହଟାଇବା ଦାବୀ କରି ଅବିଭାବକ ଓ ଗ୍ରାମବାସି ମିଶି ସୋମବାର ସକାଳୁ ବିଦ୍ୟାଳୟ ରେ ତାଲା ଠୁଙ୍କି ଦେଇଥିଲେ lଫଳରେ ସ୍କୁଲ ରେ ପାଠ ପଢ଼ା ଠପ ହୋଇଯାଇଥିଲା l ସମସ୍ୟା ର ସମାଧାନ ନ ହେଲାଯାଏ ତାଲା ଫିଟିବନି ବୋଲି ଅଡ଼ି ବସିଥିଲେ ଗ୍ରାମବାସି lଏଭଳି ଅଭାବନୀୟ ଘଟଣା ଦେଖିବାକୁ […]

ପ୍ରଥମ କୁ ଛାଡି
ଦ୍ୱିତୀୟ ବିବାହ ମହଙ୍ଗା ପଡିଲା ରଂଗୀଲା ଶିକ୍ଷକ ଙ୍କୁ, ଥାନାରେ ମାମଲା

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଥମ ପତ୍ନୀ କୁ ଛାଡି ଦିତ୍ୱୀୟ ବିବାହ କରିଥିବା ଶିକ୍ଷକ ଏବେ ହରଡ଼ଘଣlରେ l ଶିକ୍ଷକଜଣଙ୍କ ହେଲେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୁଜାମା ଜୁ ସର କାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ lଖବର ପାଇ ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି lବାଲିଗୁଡା ପୋଲିସ ୨ ୧ /୨ ୩ ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା […]

କଳାବ୍ୟାଜ୍‌ ପିନ୍ଧି ଢେଙ୍କାନାଳ ଆର୍‌ବିଏସ୍‌ ଆୟୁଷ୍ ଡାକ୍ତରଙ୍କ ଧାରଣା

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲାର ସମସ୍ତ ୩୧ଜଣ ଆର୍‌ବିଏସ୍‌ ଆୟୁସ୍ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଗତ ୧୧ ତାରିଖରୁ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟରତ ଅଛନ୍ତି । ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଡାକ୍ତରମାନେ ଓଡିଶାର ସମସ୍ତ ଜୋନ୍‌ରୁ ୧୮ ବର୍ଷ ବୟସର ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା , ରୋଗ ଚିହ୍ନଟ କରିବା ସହ ସାଧାରଣ ଜନତାଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛୁ । ବିଭିନ୍ନ ଦୈବୀ ଦୁର୍ବିପାକ , ମହାମାରୀ ତଥା […]

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌ : ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ: ୬ ଯାତ୍ରୀ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଗଲା ଯାତ୍ରୀବାହୀ ବସ୍‌। ଫଳରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ‘ସାଲୁଙ୍କି’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ନିର୍ଦ୍ଧାରିତ ସମୟରେ ମୁନିଗୁଡ଼ାରୁ ଯାତ୍ରୀଙ୍କୁ ଧରି ଫୁଲବାଣୀ ଅଭିମୁଖେ ବାହାରି ଥିଲା। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥର କୋଟଗଡ଼ ଥାନା […]

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃପିତୃ ପୂଜନ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବାଲିଗୁଡା ଶାଖା ତରଫରୁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗ ଅଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମାତୃପିତୃ ପୂଜନର ମହତ୍ୱ ବିଷୟରେ ଅଭିଭାଷଣ ରଖିଥିଲେ l ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ […]

ଧବଳେଶ୍ୱର ପୀଠରେ ଆରମ୍ଭ ହେଲା ମହାନଦୀ ଆଳତୀ, ପ୍ରତେକ ମାସ ସଂକ୍ରାନ୍ତି ରେ ବିଭିନ୍ନ ଶୈବ ପୀଠରେ ଅନୁଷ୍ଠିତ ହେବ ମହାନଦୀ ଆଳତୀ

ଆଠଗଡ (ଉଲ୍ଲାପ୍ର )ଗଡଜାତ ପରିକ୍ରମା, ଏଇତ ଜୀବନ, ମହାନଦୀ ପୂଜନ କମିଟି ତରଫରୁ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠରେ ମହାନଦୀ କୂଳରେ ମହାନଦୀର ସୁରକ୍ଷା ପାଇଁ ମହାନଦୀ ଆଳତୀ ଅନୁଷ୍ଠିତ ହୋଇଯାଇଛି, ଏହି ମହାନଦୀ ଆଳତୀ ର ମୂଳ ଉଦେଶ୍ୟ ହେଉଛି ମହାନଦୀ କୁ ଆବର୍ଜନା କରିବା ନାହିଁ, ମହାନଦୀ ଭିତରକୁ ଜରି, ଅନବନା କିଛି ଫୋପାଡ଼ିବା ନାହିଁ, ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଗଡଜାତ ପରିକ୍ରମା ର ସମ୍ପାଦକ ଲଲାଟେନ୍ଦୁ ସେନାପତି ମହାନଦୀ ଆଳତୀ […]

ରୁଙ୍ଗଟା ମାଇନ୍ସ ଲିମିନେଡ ଢେଙ୍କାନାଳ ଙ୍କ ମନମୁଖୀ କାର୍ଯ୍ୟ କରି ଜମିହରା ପ୍ରଜା ମାନଙ୍କ ନାର୍ଯ୍ୟ ସୁବିଧାରୁ ବଞ୍ଚିତ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଢେଙ୍କାନାଳ ରୁଙ୍ଗଟା ମାଇନ୍ସ ଲିମିନେଡ ମନମୁଖୀ କାର୍ଯ୍ୟ କରି ଜମିହରା ପ୍ରଜା ମାନଙ୍କ ନାର୍ଯ୍ୟ ସୁବିଧାରୁ ବଞ୍ଚିତ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ପ୍ରଦାନ କରିଛନ୍ତି ଜମିହରା ପ୍ରଜାମାନେ ଏ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି କହିଛନ୍ତି ଯେ ଆମ୍ଭେ ନିମ୍ୱାକ୍ଷରକାରି ଗଣ କିଲୋକ ତହସିଲ ଅନ୍ତର୍ଗତ ଝାଡ଼ବନ୍ଧ , ଲାଇପଳା ଓ କଳାବେଢା ଗ୍ରାମର ଜମିହରା ପ୍ରଜା ବିଗତ 2006 ମସିହା ଠାରୁ ଆମ୍ଭମାନଙ୍କର ଲର୍ବର ଜମିକୁ ଶାଗମାଛ ଦରରେ ଇଜିକୋ ମାଧ୍ୟମରେ ରୁଙ୍ଗଟା […]

ନୂଆଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ପୁରାତନ ବିଦ୍ୟାଳୟ ନୂଆଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସ ତିନି ତାରିଖ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସୁଶାନ୍ତ କୁମାର ସାମନ୍ତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଭଦ୍ରା […]