ଜଗଦିଶ ବେହେରାଙ୍କ ପରଲୋକ

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର, ବହଳଦା, ଭାଲୁବସା, ବିଂଝୁଆ ଏବଂ ଇନ୍ଦଖୋଳି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି |ଜଗଦିଶ ବେହେରା ଭାଲୁବସା ଗ୍ରାମରେ ରାସନ ଦୋକାନ କରିଥିଲେ |ସେ ଅନେକ ଗରିବ ଲୋକ ମାନଙ୍କୁ ଡାକ୍ତର ଖାନାରେ ଆର୍ଥିକ […]

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ତଥା ରାଜ୍ୟ ଜାତୀୟ ସେବା ସଂସ୍ଥା ଅଭିଯାନର ମୁଖ୍ୟ ଡ଼ ମନୋରଞ୍ଜନ ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ନାୟକ ଯୋଗଦେଇ କହିଲେ ଆମ ଓଡ଼ିଆର ପରମ୍ପରା […]

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ ଘେରିଲା ବିଜେପି

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଲକକୁ ଘେରିଥିଲା ଆଠଗଡ ବିଜେପି, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ପାଞ୍ଚ ଗାଁ ଶିବ ମନ୍ଦିର ଠାରୁ […]

ରବୀନ୍ଦ୍ର କୁମାର ଦାସ ଙ୍କୁ “ସାମ୍ବାଦିକ ଗୌରବ ସମ୍ମାନ”

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ପୁରୁଖା ସାମ୍ବାଦିକ ରବୀନ୍ଦ୍ର କୁମାର ଦାସ(ରବି ଭାଇ) ଙ୍କୁ ଚଳିତବର୍ଷର ମର୍ଯ୍ୟାଦା ପୂର୍ଣ୍ଣ “ସାମ୍ବାଦିକ ଗୌରବ ସମ୍ମାନ” ପାଇବାକୁ ମନୋନୀତ ହୋଇଛନ୍ତି। କନ୍ଧମାଳ ଭଳି ପଛୁଆ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜନଜୀବନ ଆଧାରିତ ବହୁ ଖବର ସଂଗ୍ରହ ତଥା ପରିବେଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାମ୍ବାଦିକ କଲ୍ୟାଣ ପାଣ୍ଠି ପକ୍ଷରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉଛି । ଆସନ୍ତା ୫ ତାରିଖ ସନ୍ଧ୍ୟା ୬ ଟାରେ ଶ୍ରୀରାମଚନ୍ଦ୍ରଭବନ, କଟକ […]

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ : ଠିକାଦାର ଓ ଯନ୍ତ୍ରୀ ମଧ୍ଯରେ ମଧୁଚଦ୍ରିକା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ଥିବା ୫୯ ନଂ.ଜାତୀୟ ରାଜପଥ ଠାରୁ ଚିଙ୍ଗିରୀଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କାମ ଆରମ୍ଭ ରେ ଠିକାଦାର କାର୍ଯ୍ୟ ର ଫଳକ ଲଗାଇବା କଥା କିନ୍ତୁ ତାହା ବର୍ତ୍ତମାନ କାମ ଅଧା ହେବାକୁ ଗଲାଣି ଫଳକ ଦେଖିବାକୁ ମିଳୁନାହିଁ। ଯାହା ଫଳରେ କାର୍ଯ୍ୟ ର ଅଟକଳ ମୂଲ୍ୟ କେତେ, ରାସ୍ତା ର […]

ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ବାର୍ଷିକୋତ୍ସବ

ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ ମଧ୍ୟସ୍ଥଳୀ ନୂଆପୋଖରୀ ବା ଭାଗିରଥୀ ସାଗର ହୁଡାରେ ଅଦ୍ୟ ମା ’ ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ମନ୍ଦିରର ତ୍ରୟୋଦଶତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମଙ୍ଗଳା ଆଳତୀ , ମହାସ୍ନାନ , ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲ ହାରରେ ମା’ଙ୍କୁ ସୁସଜିତ କରାଯାଇ ଭୋଗ ଲାଗି କରାଯାଇଥିଲା । ସ୍ଥାନୀୟ ପୋଖରୀରେ ପାଣି ଧାରଣ କରି କଳସ ଯାତ୍ରା କରାଯାଇଥିଲା । ପରେ ସୂର୍ଯ୍ୟପୂଜା , ମଣ୍ଡଳ […]

ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ

ଫୁଲବାଣୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅନୁକୁଲ୍ୟରେ ଶୁକ୍ରବାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବଇ ଡା ଦିନlରସିଂ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି lଏହି ଅବସରରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିବା ସହ କ୍ରୀଡ଼ା ଦ୍ୱାରା ପିଲାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ପରସ୍ପର ମଧ୍ୟରେ ବନ୍ଧୁତା ଓ ଭାଇଚାରା ସୃଷ୍ଟି କରିବ ବୋଲି […]

ପାଣି ପାଇଁ ରାସ୍ତା ଅବରୋଧ. ପ୍ରତିଶୃତି ପରେ ହଟିଲା

ଫୁଲବାଣୀ (ସୁନୀଲ ପଟନାୟକ )ଖରାଦିନ ନ ଆସୁଣୁ ପାଣି ଚିନ୍ତା l ପନ୍ଦର ଦିନ ହେଲା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ପ୍ରସାଶନ କୁ ଜଣାଇଲେ ବି ଫଳ ଶୂନl ଫଳରେ ଗ୍ରାମବାସି ବାଧ୍ୟ ହୋଇ ରାଜ ରାସ୍ତା କୁ ଓଲ୍ଲlଇଲେ ଲୋକେ ଏ ଭଳି ପରିସ୍ଥିତି ଦେଖିବାକୁମିଳିଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମା ଗଡ଼ ରେ l ଶେଷରେ ଆଜି ଉତ୍ୟକ୍ତ ମହିଳା ମାନେ ହାଣ୍ଡି, ମାଠିଆ, ବାଲଟି ଧରି ବ୍ରହ୍ମପୁର -ଫୁଲବାଣୀ ମୁଖ୍ୟ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ପୁଣି ଶୀତ ଲହରୀ

ଫୁଲବାଣୀ (ସୁନୀଲ ପଟନାୟକ )କିଛି ଦିନ ର ବ୍ୟବଧାନ ପରେ ପୁଣି କନ୍ଧମାଳ କୁ ଶୀତ ଫେରିଛି lଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ର ଲହରୀ ଜାରି ରହିଛି lଶୁକ୍ରବାର ଫୁଲବାଣୀ ରେ ତାପମାତ୍ରା ୫. ୫ ଡିଗ୍ରୀ ସେଲସିୟସ କୁ ଖସି ଆସିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ରେ ଆଜିତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି l ତେବେ ଦାରିଙ୍ଗବାଡି ରେ ଆଜି ପୁଣି କେତକ ଅଂଚଳରେ ତୁଷାରପାତ ହୋଇଥିବା ଖବର ମିଳିଛି […]

ନଦୀ ଗବେଷଣା ପାଇଁ ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର

ଫୁଲବାଣୀ (ସୁନୀଲ ପଟନାୟକ )ନଦୀ ଗବେଷଣା ପାଇଁ ବିଶିଷ୍ଟ କଥାକାର ତଥା ଗବେଷକ ଡ. ରଞ୍ଜନ ପ୍ରଧାନଙ୍କୁ ସମ୍ମାନଜନକ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’ ପ୍ରଦାନ କରାଯାଇଛି। ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଏକ ଗବେଷଣା ପୁସ୍ତକକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୨୧ ବର୍ଷ ପାଇଁ ଡ. ପ୍ରଧାନଙ୍କ ଲିଖିତ ‘ଓଡ଼ିଶାର ନଦନଦୀ’ ପୁସ୍ତକକୁ ‘ତପସ୍ୟା ସୃଜନ ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ଡ. ପ୍ରଧାନଙ୍କୁ ୩୦ ହଜାର […]