ନବ ଦାସ ଙ୍କ ବିୟୋଗରେ ଶୋକ

ଫୁଲବାଣୀ (ସୁନୀଲ ପଟନାୟକ )ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ ଙ୍କ ଅକାଳ ବିୟୋଗ ରେସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆ ଠାରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି lକନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ବରିଷ୍ଠ ବିଜେଡି ନେତା ସରୋଜକୁମାର କର୍ଣ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମସ୍ତ ଜନ ପ୍ରତିନିଧି, ଯୁବ ନେତା, ଏକତ୍ରିତ ହୋଇ ଅମର ଆତ୍ମା ର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ lଅନ୍ୟ […]

କେନ୍ଦୁପତ୍ର ତୋଳାଳୀ ଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା

ଫୁଲବାଣୀଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ସ୍ଥାନୀୟ ନାରାୟଣୀ ଯାତ୍ରା ପଡିଆଠାରେ ଅନୁଷ୍ଠିତ ହୋଇ ଯାଇଛି। ଡିଭିଜନ ସଂପାଦକ ସରୋଜ କୁମାର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସରକାରଙ୍କ କେନ୍ଦୁପତ୍ର ସାମାଜିକ କଲ୍ୟାଣ ବୋର୍ଡର ଉପଦେଷ୍ଟା ସଞ୍ଜିତ କୁମାର ମହାନ୍ତି ବୈଠକରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଏ ସବୁର ସମାଧାନ ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା […]

ବ୍ଲକ ସ୍ତରୀୟ ଆଞ୍ଚଳିକ ସମସ୍ୟାର ସମାଧାନ ନେଇ ବସିଲା ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ହାଟପଦା ପ୍ରାଙ୍ଗଣରେ ପାରମ୍ପରିକ ଲୋକକଳାକାର ସାଂସ୍କୃତିକ ସଂଘ, ଓ ନାରୀସୁରକ୍ଷା ମହିଳା ମହାସଂଘ ର ଆବାହକ କ୍ରିଷ୍ଣା ଚନ୍ଦ୍ର ଦିଗାଲ (ବୁଲୁ)ଙ୍କ ଆହ୍ୱାନ କ୍ରମେ ବ୍ଲକର ବିଭିନ୍ନ ବିଭାଗ ଅନୁଷ୍ଠାନ ର ପରିଚାଳନା କମିଟି ର ମୁଖ୍ୟ ସଭାପତି, ସଭନେତ୍ରୀ, ସମ୍ପାଦିକା, ସମ୍ପାଦକ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ଯଥା […]

ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ର ଡବେରୀ ନିକଟରେ ଗୁରୁବାର ସନ୍ଧ୍ୟା ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏନେଇ ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ ସୂଚନା ଦେଇଛନ୍ତି। ସେମାନେ ହେଲେ ପ୍ଳିହେରି ପଞ୍ଚାୟତର ବାଳକୃଷ୍ଣ ମଲିକ(୨୦) ଏବଂ ଯୁଗାନ୍ତ ପ୍ରଧାନ (୨୦), ଏବଂ […]

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି, ବିଜେପି କର୍ମୀ ପୋଲିସ ଠେଲାପେଲା

ଆଠଗଡ (ଉଲ୍ଲାପ୍ର )ଆଠଗଡ ରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଛି ବିଜେପି, ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଆଠଗଡ ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଆଠଗଡ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚି ଥିଲେ ବିଜେପି କର୍ମୀମାନେ, ସେଠାରେ ପୋଲିସ ବ୍ଲକ ଗେଟକୁ ବନ୍ଦ କରିଦେଇଥିବା ବେଳେ ବିଜେପି କର୍ମୀମାନେ ଧସେଇ ପଶିଥିଲେ ବ୍ଲକ ଭିତରକୁ, ଏହାପରେ ଆଠଗଡ ଡ଼ିଏସପି ବିଜୟ ବିଶି ଓ […]

ବିସ୍ପୋରକ ସାମଗ୍ରୀ ଫୁଟି ସେଣ୍ଟ ଜାଭିଅର୍ ସ୍କୁଲର ତିନି ଜଣ ହଷ୍ଟେଲ ଛାତ୍ର ଆହାତ: ଦୁଇ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ସ୍କୁଲରେ ଅଘଟଣ। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ୭ମଶ୍ରେଣୀର ତିନି ଜଣ ଛାତ୍ର ବୁଧବାର ଦିନ ର ମଧ୍ୟାହ୍ନ ଏକ ଛୁଟିବେଳେ କେଉଁଠି ଥିବା ଏକ ବିସ୍ପୋରକ ଧରି ଥିବାବେଳେ କୈାଣସି କାରଣ ବଶତଃ ବିସ୍ପୋରକଟି ହଠାତ ଫୁଟିଯିବା ଫଳରେ ତିନି ଜଣ ଛାତ୍ର ଆହାତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଥିବା ଜଣାପଡିଛି l ଖବର ପାଇ […]

ଗୋପବନ୍ଧୁ ସ୍ନାତକ ମହିଳା ମହାବିଦ୍ୟାଳୟ ରେ ୭ଦିନିଆ ଶୀତକାଳୀନ ସ୍ବେଛାସେବୀ ଶିବିର ଉଦଘାଟିତ

ଆଠଗଡ ( ଉଲ୍ଲାପ୍ର )ଆଠଗଡ ଗୋପବନ୍ଧୁ ସ୍ନାତକ ମହିଳା ମହାବିଦ୍ୟାଳୟ ଠାରେ NSS ତରଫରୁ ୭ଦିନିଆ ଶୀତକାଳୀନ ସ୍ବେଛାସେବୀ ଶିବିର ଉଦଘାଟିତ ହୋଇଯାଇଛି, ଏହି ଶିବିରକୁ ରାଜ୍ୟ NSS ସଂସ୍ଥାର ମୁଖ୍ୟ ତଥା ଖୁଣ୍ଟୁଣୀ ରାଧାନାଥ ରଥ ମହାବିଦ୍ୟାଳୟ ର ଅଧ୍ୟାପକ ମନୋରଞ୍ଜନ ମହାନ୍ତି ଉଦଘାଟନ କରିଛନ୍ତି, ମହିଳା ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥାର ମୁଖ୍ୟ ବସିରା ବେଗମଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି କହିଥିଲେ ରାଜ୍ୟ ସରକାର […]

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସମସ୍ତ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ […]

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଦୁର୍ନୀତି ବିରୋଧୀ ଯୁବ ମଞ୍ଚ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଏନ.ଏ.ସି ର ଛଅ ନମ୍ବର ୱାର୍ଡ ର ବଡ଼ସାହି ଅଙ୍ଗନବାଡି କେନ୍ଦ୍ରରେ ଯାହାକୁ ନେଇ ଗ୍ରାମବାସୀ ତଥା ଦୁର୍ନୀତି ବିରୋଧୀ ମଞ୍ଚ ତୀବ୍ର ବିରୋଧ କରିଛି l କାମ […]

ସିଆରପିଏଫ୍ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମଣଖୋଲ ପଞ୍ଚାୟତ ରେ ଥିବା D/୬୪ ସିଆରପିଏଫ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୁଲିସ ଦ୍ଵାରା ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ପଞ୍ଚାୟତର ୫ ଖଣ୍ଡ ଗ୍ରାମର ନିରୀହ ଗରିବ ଓ ଅସହାୟ ଙ୍କ ପାଇଁ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ରେ ୮୦ ଜଣ ପୁରୁଷ ଓ ମହିଳା ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ […]