ଟାଇକୁଣ୍ଡ ଏକାଡେମି ରେ ପ୍ରଥମ ବେଲ୍ଟ ପଦନ୍ନୋତି
ଫୁଲବାଣୀ -31/01(ସୁନୀଲ ପଟନାୟକ )ଫୁଲବାଣୀ ସ୍ଥିତ ଟାଇକୁଣ୍ଡ ଏକାଡେମୀ ରୁ୧୫ ରୁ ଅଧିକ ଛାତ୍ରଛାତ୍ରୀ ବେଲ୍ଟ୍ ପରୀକ୍ଷା ଦେଇଥିଲେ |କଳାହାଣ୍ଡି ଜିଲ୍ଲାରୁ ସୁନୀଲ ପୂଜାରୀ, ଜାତୀୟ ସ୍ତରୀୟ ରେଫରୀ ସେକେଣ୍ଡ୍ ଡାନ୍ ସାଉଥ୍ କୋରିୟା ବ୍ଲାକ୍ ବେଲ୍ଟ୍ ପରୀକ୍ଷକ ଆସିଥିଲେ |ପରୀକ୍ଷକ ପାଇଁ ଆସିଥିବା ମାଷ୍ଟର ସୁନୀଲ ପୂଜାରୀଙ୍କ ଉପସ୍ଥିତି ରେ ସିଂ ଟାଇକୁଣ୍ଡ ଏକାଡେମି ର ଆଜି ପ୍ରଥମ ବେଲ୍ଟ୍ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଛି |ଏଥିରେ ସିଂ ଟାଇକୁଣ୍ଡ ଏକାଡେମି ର ସମ୍ପାଦକ ମାଷ୍ଟର୍ ଶାଲିନି […]