ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

ନରସିଂହପୁର(ଉଲ୍ଲାପ୍ର )ଭାରତ ସରକାରଙ୍କର ନେହୁରୁ ଯୁବ କେନ୍ଦ୍ର ସଂଗଠନ କଟକ ଜିଲ୍ଲା ଓ ମା ତାରିଣୀ ମହିଳା ଶିଶୁ ବିକାଶ କେନ୍ଦ୍ର ନରସିଂହପୁର ଅନୁକୁଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ରଘୁନାଥ ମନ୍ଦିର କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ଦେବଦତ୍ତ ମଳୟ କୁମାର ବରାଳଙ୍କ ସଭାପତିତ୍ୱରେ ପାଇକପଡାପାଟଣା ମହିଳା ବିକାଶ ସଂଗଠନ ସଭାନେତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅଥିଥି ଭାବେ ଓଡିଶା ଜୀବିକା ମିଶନ ର ଗୋଷ୍ଠୀ ସହାୟିକା ତଥା […]

ଶିକ୍ଷା, ସୁରକ୍ଷା ଓ ରୋଜଗାରଦାବୀ ରେ ଏବିଭିପି ର ବିଶାଳ ଛାତ୍ର ସମାବେଶ

ଫୁଲବାଣୀ(ସୁନୀଲ ପଟନାୟକ )ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ରାଜ୍ୟ ସହ ସମ୍ପାଦିକା ସଞ୍ଜନା କହଁର ଙ୍କ ନେତୃତ୍ୱରେ ଏ ବି ଭି ପି କନ୍ଧମାଳ ତରଫରୁ ଜିଲ୍ଲାର ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଏକ ବିଶାଳ ଛାତ୍ର ସମାବେଶ ଆୟୋଜନ କରାଯାଇଛି l ଜିଲ୍ଲାରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତରେ ରାଜ୍ୟ ସରକାର ସାବତ ପୁଅ ଭଳି ବ୍ୟବହାର କରିଆସୁଛନ୍ତି l ମହାବିଦ୍ୟାଳୟ ଗୁଡିକ ରେ ଅଧ୍ୟାପକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା […]

ସ୍ୱାମୀ ଓମାନନ୍ଦ ବୈଦିକ ଛାତ୍ରlବାସ ରେ ପାନୀୟ ଜଳ ସଙ୍କଟ ଅଭିଯୋଗ କଲେ କିଏ ଶୁଣୁନାହାନ୍ତି

lଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ସ୍ୱାମୀ ଓମା ନନ୍ଦ ବୈଦିକ ଛାତ୍ରାବାସରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି l ଜ଼ିଲ୍ଲାର ଉପାନ୍ତ ଅଞ୍ଚଳରୁ ପାଠ ପଢିବାକୁ ଆସି ଛାତ୍ରାବାସ ରେ ରହୁଥିବା ପଚାଶ ରୁ ଉର୍ଦ୍ଧ ଅନ୍ତେବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବେଳେ ବେଳେ ପାଣି ନଆସିଲେ ଅନ୍ତେବାସୀ ଭୋକ ଉପବାସରେ ରହୁଥିବା ଅଭିଯୋଗ ହେଉଛି l ପାନୀୟ ଜଳ ର ସୁବିଧା ତଥା […]

ଷ୍ଟ୍ରବେରୀ ଚାଷ କୁ ପ୍ରଶାସନ ର ପ୍ରୋତ୍ସାହନ

ଫୁଲବାଣୀ (ସୁନୀଲ ପଟନାୟକ )ମହିଳା ମାନେ ଯେପରି ଆତ୍ମ ନିର୍ବାରଶୀଳ ହୋଇପାରିବେ ଆଉ ଅଧିକ ରୁ ଅଧିକ ରୋଜଗାର କରିପାରିବେ ତାକୁ ଦୃଷ୍ଟିରେ ରଖି ଏବେ ଜିଲାର ବିଭିନ୍ନ ବ୍ଲକ ଅଂଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରଥମ ଥର ପାଇଁ ପ୍ରଶାସନ ର ଉଦ୍ୟମ ରେ ସଫଳତାର ସହ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି l ଷ୍ଟ୍ରବେରୀ ଥରେ ଲାଗିଲେ ପ୍ରାୟ ପାଞ୍ଚ ବର୍ଷ ଯାଏ ଫଳ ଆଦାୟ ହୋଇଥାଏ lଦାମ ବି କିଛି […]

ଖଜୁରୀପଡା ତହସିଲଦାର ହେଲେ ହରଭଙ୍ଗା ବିଡ଼ିଓ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଙ୍କୁ ବୌଦ୍ଧ ଜି ଲାର ହରଭଙ୍ଗା ବିଡ଼ିଓ ଭାବେ ବଦଳି ହୋଇଛି l ପୂର୍ବରୁ ଥିବା ହରଭଂଗା ବିଡ଼ିଓ ରବୀନ୍ଦ୍ର ନାଥ କହଁର ଉପଜିଲାପାଳ ଭାବେ ପଦନ୍ନୋତି ପାଇ ଚାଲିଯିବାପରେ ଖାଲିପଡିଥିଲା.ବିଡ଼ିଓ ପଦବୀ l ଖଜୁରୀପଡା ହସିଲଦାରଭାବେ ସ୍ୱପ୍ନିତା ୨ ବର୍ଷ ରୁ ଉର୍ଦ୍ଧ ଦାଇତ୍ୱ ରେ ରହି ଅଂଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଓ ଉନ୍ନୟନ ମୂଳକ କାର୍ଯ୍ୟ କରି […]

କୋଟଗଡ଼ ବ୍ଲକ ଜାକେସି ଗ୍ରାମ କୁ ରାଜସ୍ୱ ଗ୍ରାମ ଘୋଷଣା ଦାବୀ

ଫୁଲବାଣୀ(ସୁନୀଲପଟନାୟକ )କନ୍ଧମାଳ ଜିଲ୍ଲା ର କୋଟଗଡ଼ ବ୍ଲକ ଅନ୍ତର୍ଗତ ଯାକେସି ଗ୍ରାମ କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ lଜନସଂଖ୍ୟା ଦୃଷ୍ଟିରୁ ସରକାର ରାଜସ୍ବ ଗ୍ରାମ ଘୋଷଣା କରିବା କଥା କିନ୍ତୁ ଗ୍ରାମବାସି ଦାବୀ କରିଆସୁଥିଲେ ମଧ୍ୟ ଆଜିଯାଏ ଘୋଷଣା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ପୂର୍ବତନ ବିଧାୟକ ମାଝୀ କହିଛନ୍ତି lଏଥିପାଇଁ କଂଗ୍ରେସ ଓ ବିଜେଡି କୁ ଦାୟୀ କରିଛନ୍ତି ମାଝୀ l ପୂର୍ବତନଵିଧାୟକ ତଥା ବିଜେପି […]

ପ୍ରଶାସନ ଶୁଣିଲାନି ସାହି ଭାଇ ପାଇଁ ରାସ୍ତାନିର୍ମାଣ କରୁଛନ୍ତି ଚା ଦୋକାନୀ

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ କୁ ବାରମ୍ବାର ଅନୁରୋଧ କରିବା ପରେ ବି ରାସ୍ତାନିର୍ମାଣ ହୋଇପାରିଲାନିl ବାସ !ବେଶୀ ହୋଇଗଲା, ଆଉ ନୂହେଁ କହି ଅଂଚଳ ର ଜଣେ ଚା ଦୋକାନୀ ନିଜସ୍ୱ ଖର୍ଚ୍ଚରେ ରାସ୍ତା କରିବା ପାଇଁ ଅଂଟା ଭିଡିଛନ୍ତି lଯାହାକି ସମ୍ପୃକ୍ତ ଅଂଚଳ ରେ ଚର୍ଚା ର ବିଷୟ ପାଲଟିଛି lଏଭଳି ଭଲ ଖବର ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଂଚଳରୁ l ଚା ଦୋକାନୀ ହେଲେ ବି ତାଙ୍କର ହୃଦୟ ବଡ଼ […]

ପ୍ରଶାସନର ହସ୍ତକ୍ଷେପ ପରେ ସମାଧାନ ହେଲା ପଞ୍ଚାୟତ ଗୃହ ଜମି ବିବାଦ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବିଡିଓଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା ପଞ୍ଚାୟତ ଗୃହ ଜମି ବିବାଦ।ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଗୃହ ୫୦ ବର୍ଷ ପୁରୁଣା ହୋଇଥିବା ଯୋଗୁ ଉକ୍ତ ଗୃହକୁ ବ୍ଲକ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଉକ୍ତ ପଞ୍ଚାୟତ ଜମିକୁ ଗ୍ରାମର ବାସିନ୍ଦା ପ୍ରଶାନ୍ତ ଖମାରୀ ପୈତୃକ ଜମି ଦର୍ଶାଇ ଆଇନର ସହାୟତା ନେଇ ଗୃହ […]

ଶିକ୍ଷା ସୁରକ୍ଷା ରୋଜଗାର ନେଇ ଏବିଭିପିର ବିକ୍ଷୋଭ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ତଥା ଜିଲ୍ଲାରେ ଶିକ୍ଷାର ଦୂରାବସ୍ଥା ନେଇ ଛାତ୍ର ଆକ୍ରୋଶ ରାଲିର ଆୟୋଜନ କରିଥିଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ । କନ୍ଧମାଳ ଜିଲ୍ଲା ଏବିଭିପି ଶାଖା ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଶିକ୍ଷା, ସୁରକ୍ଷା ଏବଂ ରୋଜଗାର ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ସଂଗଠନ । ସରକାର ଆଗାମୀ ଦିନରେ ଏସବୁ ଦିଗ ଉପରେ ଗୁରୁତ୍ୱ ନ ଦେଲେ ରାଜ୍ୟସ୍ତରରେ ଆନ୍ଦୋଳନକୁ ତୀବ୍ରତର କରାଯିବ […]

ବାରମ୍ବାର ଚୋରିକୁ ନେଇ ଥାନାରେ ଏତଲା: ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତରେ ଗତ ରବିବାର ରାତି ପଞ୍ଚାୟତ ସହ ଦୁଇଟି ମାର୍କେଟ କମ୍ପ୍ଲେକ୍ସରୁ ସିରିଜ୍ ଚୋରି ହୋଇଥିବା ଘଟଣାରେ ପାଙ୍ଗା ଉପର ସାହି ପଞ୍ଚାୟତ ସରପଞ୍ଚ, ଜନସେବା କେନ୍ଦ୍ର ମାଲିକ, ଲୁଗା ଦୋକାନୀ ଓ ଗ୍ରାମର କିଛି ଲୋକ ମିଶି ଫିରିଙ୍ଗିଆ ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ଏଇ ଘଟଣାକୁ ନେଇ ପୃଥକ ଭାବେ ତିନୋଟି ମାମଲା ଫିରିଙ୍ଗିଆ ଥାନା ପକ୍ଷରୁ କରାଯାଇ […]