କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ ଆଦିବାସୀ ଉନ୍ନୟନ ବୈଠକରେ ଯୋଗଥିଲେ। କନ୍ଧମାଳ ଜିଲାର ଯେପରି ଆଦିବାସୀ ମାନଙ୍କର କଳା , ସଂସ୍କୃତି , ପରମ୍ପରା କିଭଳି ଭାବେ ବିକାଶ ହୋଇପାରିବ ସେ ଉପରେ ମତ ରଖିବା ସହିତ ଆସୁଥିବା ସମସ୍ତ […]