1983 ବ୍ୟାଚର 24 ତମ ବନ୍ଧୁ ମିଳନ ଅନୁଷ୍ଠିତ ଅଭୁଲା ସ୍ମୃତି ପିଲାଦିନର ସାଙ୍ଗ ପାଇଁ ଦିନ ଟିଏ
ଆଠଗଡ (ଉଲ୍ଲାପ୍ର )ନୂଆଗଡ ମୁଣ୍ଡିଆ ଠାରେ ବିଶ୍ୱନାଥ ବିଦ୍ୟାପୀଠର 1983 ଜୁନିୟର ବ୍ୟାଚ ର 24 ତମ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି,ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ଆସନ୍ତା ବର୍ଷ ଜାନୁଆରୀ ମାସ ଦ୍ୱିତୀୟ ରବିବାର ବିଶ୍ୱନାଥ ବିଦ୍ୟାପୀଠ ଠାରେ ରୌପ୍ୟ ଜୟନ୍ତୀ ଅନୁଷ୍ଠିତ ହେଵବୋଲି ସର୍ବ ସମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି, ଏହି ରୌପ୍ୟ ଜୟନ୍ତୀ ସମାରୋହ ରେ ବିଭିନ୍ନ ଶିକ୍ଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ […]