ଜନ୍ମ ଦିନରେ ଯୁବ ସମାଜସେବୀ ଙ୍କ ସ୍ବେଛାକୃତ ରକ୍ତ ଦାନ
ଫୁଲବାଣୀ(ସୁନୀଲ ପଟନାୟକ )ରକ୍ତ ଦାନ.. ମହା ପୁଣ୍ୟ,, ଡୋନେଟ ବ୍ଲଡ଼ ସେଭ ଲାଇଫ, କୁ ବେଶ ଭଲ ଭାବେ ବୁଝିପାରିଛନ୍ତି ଏହି ଯୁବ ସମାଜସେବୀ ତଥା ପଲିଟେକ୍ନିକ ର ଛାତ୍ର ସ୍ଵାଗତ ତ୍ରିପାଠୀ lସେ ଗତ ୫ ବର୍ଷ ହେଲା ଅଠର ବର୍ଷ ବୟସରୁନିଜ ଜନ୍ମ ଦିନ ସମେତ ବିଭିନ୍ନ ରକ୍ତ ଦାନ ଶିବିର ରେ ସ୍ବେଛାକୃତ ରକ୍ତ ଦାନ କରିଆସୁଛନ୍ତି l କେବଳ ସେତିକି ନୁହେଁ ରକ୍ତ ଦାନ କରିବା ଲାଗି ଅନ୍ୟ ମାନଂକୁ ସଚେତନମଧ୍ୟ […]