ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମ ରେବିପୁଳ ଗଂଜେଇ ଗଛ ନଷ୍ଟ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଶି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତସଲାଗୁଡ଼ା ପଂଚାୟତ ଅନ୍ତର୍ଗତ ଟିକିରିପଡା, ଡମଣା ପଦର, ଓ ଟେକରିଗୁଡା ଆଦି ଗ୍ରାମ ନିକଟ ଜଙ୍ଗଲ ରେ ଚଢ଼ାଉ କରି ଶହେ ତେୟାଳସି ଏକର ବେଆଇନ ଗଂଜେଇ ଚାଷ ନଷ୍ଟ କରିଛନ୍ତି lଯାହାର ବଜାର ମୂଲ୍ୟ ପଚାଶ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି କୁହାଯାଉଛି lଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତୃତ୍ୱ […]

ମାଓବାଦୀଙ୍କ ବର୍ବର କାଣ୍ଡ ପୋଲିସ ଇନଫର ମର ସନ୍ଦେହ ରେ ଗୁଳି କରି ହତ୍ୟା

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କୋଟଗଡ଼ ରେ ମାଓବାଦୀ ଙ୍କ ଲାଲ ତାଣ୍ଡବ lପୋଲିସ ଇନଫର୍ମର ସନ୍ଦେହ ରେ ଜଣକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ l ମୃତ କ ଜଣକ କୋଟଗଡ଼ ଥାନା ବଣ୍ଡା ପିପିଲି ଅଂଚଳର ରମେଶ ନାୟକ ବୋଲି ଜଣାପଡିଛି lଗତକାଲି ବିଳମ୍ବିତ ରମେଶ ଙ୍କୁ ଘରୁ ଉଠାଇନେଇଥିଲେ ସଶସ୍ତ୍ର ମାଓବାଦୀ ଆଜି ନିକଟସ୍ତ ଜଙ୍ଗଲ ରେ ରମେଶ ଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା lରମେଶ […]

ସମଗ୍ର କନ୍ଧମାଳରେ ବୁଲୁଛି ନକଲି ୫୦୦ ଟଙ୍କିଆ ନୋଟ

କନ୍ଧମାଳ,:(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ କିଛି ଦିନ ହେଲା ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଗହଳି ପୂର୍ଣ୍ଣ ସ୍ଥାନରେ ବୁଲୁଛି ନକଲି ୫୦୦ ଟଙ୍କିଆ ନୋଟ। କିଛି ଦୁର୍ବୃତ୍ତ ବ୍ୟବସାୟୀ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ସେମାନଙ୍କ ଠାରୁ ସାମଗ୍ରୀ କିଣିବା ପରେ ସେମାନଙ୍କୁ କିଛି ଭଲ ନୋଟ ସହ ନକଲି ନୋଟ ମିଶାଇ ପ୍ରଦାନ କରୁଛନ୍ତି। ଜଣେ ବ୍ୟବସାୟୀଙ୍କ ଠାରୁ ସଉଦା କିଣି ଜଣେ ଗ୍ରାହକ ୫୦୦ ଟଙ୍କିଆ ଜାଲି ନୋଟ […]

କନ୍ଧମାଳ ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ଶିକ୍ଷକ ନିଲମ୍ବିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ପିପଲମାଲ ବିଦ୍ୟାଳୟରେ ଗତ ୧୨ ତାରିଖରେ ଦେଖାଯାଇଥିବା ଅଭାବନିୟ ଘଟଣା ପ୍ରକାରେ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିହିତ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର। କେବଳ ସେତିକି ନୁହେଁ ,ଜନୈକ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ। ଆସିଛି ତାହାର ମଧ୍ୟ ବିଧିବଧ ଭାବେ […]

କିନ୍ନର ସଶକ୍ତି କରଣ କର୍ମଶାଳା, ‘ସ୍ବୀକୃତି’ ଯୋଜନାରେ ଦିଆଗଲା ପ୍ରୋତ୍ସାହନ ରାଶି

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପ୍ରଶାସନ ଓ ସ୍ୱାତୀ ର ମିଳିତ ଆନୁକୁଲ୍ୟରେ ପଂଚାୟତ ସମିତି ବୈଠକ ଗୃହରେ ସରକାରଙ୍କ ବିଭିନ୍ନ ଗରିବ ଦୁରୀକରଣ ଯୋଜନା ଓ କିନ୍ନର ସଶକ୍ତି କରଣ କାର୍ଯ୍ୟକ୍ରମ ‘ସ୍ୱୀକୃତୀ’ ଉପରେ ସଚେତନତା କର୍ମଶାଳା ପଂଚାୟତ ସମିତି ଅଧକ୍ଷ ଦୀଲ୍ଲିପ କୁମାର କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କନ୍ଧମାଳ ଜିଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ ଯୋଗଦେଇଥିଲେ। ପଂଚାୟତ ସମିତିର […]

ମନେରଗା ଯୋଜନା ରେ କାମ କରି ଶ୍ରମିକ ଙ୍କୁ ମିଳୁନି ପ୍ରାପ୍ୟ ଟଙ୍କା ହଡପ ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ )କାମ କରି ମନରେଗା ଶ୍ରମିକଙ୍କୁ ମିଳୁନି ପ୍ରାପ୍ୟl ଦଉଡି ଦଉଡି ହତାଶ ହେଉଛନ୍ତି ଶ୍ରମିକ l ହେଲେଅଣ ଶ୍ରମିକ ଙ୍କ ବ୍ୟାଙ୍କ ଜମା ଖାତାକୁକୁଆଡେ ଯାଉଛି ଟଙ୍କାl ଏପଟେ ଶ୍ରମିକ ଙ୍କୁ ମିଳୁନି ପାରିଶ୍ରମିକ ଏହିଭଳି ଅଭିଯୋଗ ଆସିଛି କନ୍ଧମାଳ ଜ଼ିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କିରିକୁଟି ଗ୍ରାମପଞ୍ଚାୟତ ର ବୁରାଙ୍ଗିଆ ଗାଁ ରେ l ଖୋଦ ସରପଞ୍ଚ ଙ୍କ ଜାଣତ ରେ ଏଭଳି ଅନିୟମିତତା ହେଉ ଥିବା ଅଭିଯୋଗ ହେଉଛି କିଛି […]

ଓଡ଼ିଆ ବିଭାଗ ପକ୍ଷରୁ ଗବେଷଣା ଭିତ୍ତିକ ‘ମଧ୍ୟବର୍ତ୍ତୀ କାଳୀନ ସମୀକ୍ଷା’ ପାଠ ଚକ୍ର ଅନୁଷ୍ଠିତ

ରାଞ୍ଚି (ଉଲ୍ଲାପ୍ର )କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନ ଓ ସହଯୋଗୀ ପ୍ରାଧ୍ୟାପକ ଡ଼କ୍ଟର ମନୋଜ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପି.ଏଚ.ଡି ଗବେଷଣା ଭିତ୍ତିକ ‘ମଧ୍ୟବର୍ତ୍ତୀ କାଳୀନ ସମୀକ୍ଷା’ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି |ଏଥିରେ ଡି. ଆର.ସି ମେମ୍ବର ବହରାଗଡା କଲେଜର ଅଧ୍ୟକ୍ଷ ଡ଼କ୍ଟର ବାଳକୃଷ୍ଣ ବେହେରା, ଉକ୍ତ ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ଡିନ ଡ଼କ୍ଟର ସତ୍ୟପ୍ରିୟ ମହାଳିକ, ଟାଟା କଲେଜର ଅଧ୍ୟକ୍ଷ ଡ଼କ୍ଟର ସୁରେଶ ଚନ୍ଦ୍ର […]

ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି

ଫୁଲବାଣୀ (ସୁନୀଲ ପଟନାୟକ )ଓଡିଶା ର କାଶ୍ମିରଦାରିଂବାଡ଼ି ରେ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ -23 ଅନୁଷ୍ଠିତ ହେବ lଏ ନେଇ ଗତକାଲି ବିଡ଼ିଓ ଗଦାଧର ପାତ୍ର ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା lକୋରାନା ମହାମାରୀ ପାଇଁ ୨ ବର୍ଷ ହେଲା ବନ୍ଦ ଥିଲା l ଏଣୁ ଏ ବର୍ଷ ଶୀତମହୋତ୍ସବକୁ ଆକର୍ଷଣୀୟ କରିବାଲାଗି କମିଟି ଚିନ୍ତା କରୁଛି lବିଶେଷ କରି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ଲାଗି ଏହା ଉଦିଷ୍ଟ […]

ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିଵୀର

ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳବାର ଫୁଲବାଣୀ ପଂଚାୟତ ସମିତି ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା lଏଥିରେ ବ୍ଲକ ଅଞ୍ଚଳ ର ଚାରିଶହ ରୁ ଉର୍ଧ୍ଵ ହିତାଧିକାରୀ ଯୋଗ ଦେଇଥିଲେ lଏହି ଅବସରରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠି, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଫୁଲବାଣୀ ବ୍ଲକ ସି ଡି ପିଓ ଓ ଅସ୍ଥିସଲ୍ୟ ବିଶେଷଜ୍ଞ,ପ୍ରମୁଖ ଯୋଗ […]

ଦେଶୀ ବନ୍ଧୁକ ସହ ଗଂଜେଇ ଜବତ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସକୌଣସି ସୂତ୍ରରୁ ଖବର ପାଇଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ୱରେ ପୋଲିସ ଟିମ କାଶୀନ ପଦର ପଂଚାୟତ ର ଗୋପୀଙ୍ଗିଆ ଗ୍ରାମ ର ପ୍ରତାପ କହଁର ଘର ଉପରେ ଚଢ଼ାଉ କରି ଗୋଟିଏ ଦେଶୀ ବନ୍ଧୁକ ସହ ୩ କେଜି ୫ ସହ ଗ୍ରାମ ଗଂଜେଇ ଜବତ କରିଥିଲେ l ତେବେ ଅଭିଯୁକ୍ତ ପ୍ରତାପ ପୋଲିସ ଆଖିରେ ଧୂଳି ଦେଇ ଘଟଣା ସ୍ଥଳ ରୁ ଫେରାର […]