ଦ୍ବାଦଶ ଜୟ ବାବା ବିରୁପାକ୍ଷ କ୍ରିକେଟ୍ ପ୍ରତିଯୋଗିତା, ଜେବିବୀ କ୍ଲବକୁ ହରାଇ ଜେଜେ ଷ୍ଟାର୍ ଚମ୍ପିଆନ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତର ପଞ୍ଚାୟତ ଖେଳ ପଡ଼ିଆରେ ଅନୁଷ୍ଠିତ ଦ୍ବାଦଶ ଜୟ ବାବା ବିରୂପାକ୍ଷ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଛି। ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଯୋଗ ଦେଇ ଖେଳକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ଅଞ୍ଚଳର ଜଣାଶୁଣା କ୍ରୀଡ଼ାଵିତ୍ ଜୟସେନ କହଁର, ସରୋଜ ଦିଗାଲ ଓ ପୂର୍ବତନ ଫୁଟବଲ ଖେଳାଳୀ ଉତ୍ତମ ଖମାରୀ ଯୋଗ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































