କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ରେ କୂଇ ଭାଷା ର ମାନ୍ୟତା ଦାବୀ
ଫୁଲବାଣୀ (ସୁନୀଲ ପଟନାୟକ )କୁଇ ଲିପି ର ସ୍ୱୀକୃତି ପାଇଁ ବିଧାୟକ ଭାବେ ଯଥା ସଂଭଵ ଉଦ୍ୟମ କରିବେ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କୂଇ ଭାଷା ସାହିତ୍ୟ ସମିତି କର୍ମଶାଳା ର ଦ୍ୱିତୀୟ ଦିନ ର କର୍ମଶାଳା ରେ ଯୋଗ ଦେଇ କହିଥିଲେ lକାହିଁ କେଉଁ ଆବାହନ କାଳରୁ କୁଇ ଭାଷା ପ୍ରଚଳିତ ହୋଇ ଆସୁଛି! କୁଇ ଭାଷା ଅତିଲୋକ ପ୍ରିୟ ଅଟେ! କନ୍ଧମାଳର ଅଧିକାଂଶ […]