ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ନିମ୍ନ ମାନର କାମ କରି ଅର୍ଥ ହଡପ ଅଭିଯୋଗ
ଫୁଲବାଣୀ(ullapra)ସରକାର ଗ୍ରାମାଞ୍ଚଳ ଲୋକଙ୍କ ଗମନା ଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି l ହେଲେ ଯନ୍ତ୍ରୀ ଠିକାଦାର ମିଶି ନିମ୍ନମାନର ତଥା ଉପର ଠାଉରିଆ ଭାବେ କାମ କରି ସିଂହ ଭାଗ ଅର୍ଥ ଚଳୁ କରିଦେଉଥିବା ନେଇଗ୍ରାମବାସୀ ଅଭିଯୋଗ କରିଛନ୍ତି lରାସ୍ତାକାମ ଏସ୍ଟିମେଟ ପ୍ରକାରେ ଭଲ ଭାବେ କରିବାକୁ ଠିକାଦାର କିମ୍ବା ସୁପରଭାଇଜର କୁ କହିଲେ ସେମାନେ ଓଲଟା ଧମକ ଦେଉଛନ୍ତି କୁଆଡେ lଯନ୍ତ୍ରୀ ଓ […]