ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ, ସତ୍ୟ ଖବର ପ୍ରକାଶ ଉପରେ ଜିଲ୍ଲାପାଳ ଙ୍କ ଗୁରୁତ୍ୱ
ଫୁଲବାଣ(ସୁନୀଲ ପଟନାୟକ )ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷ ରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା lଏହି ଅବସର ରେ ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ମୁଖ୍ୟ ଅତିଥି ଭାବେ ଯୋଗ ସାମ୍ବାଦିକ ମାନେ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ, ଦୁର୍ନିତୀ, ଭ୍ରଷ୍ଟାଚାର ଦୂର କରିବାରେ ପ୍ରମୁଖ ଭୂମିକା ରହିଛି ସାମ୍ବାଦିକ ଙ୍କ ର ଏଣୁସର୍ବଦା ସତ୍ୟ, ନିରପେକ୍ଷ ସମ୍ବାଦ ପ୍ରକାଶ କରିବା […]