ଦ୍ୱିତୀୟ ଥର ଗିନିଚ ବୁକ ଅଫ ୱାର୍ଲଡ ବିଜେତା ହେଲେ କନ୍ଧମାଳ ର ସନ୍ଧ୍ୟାରାଣୀ
ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳ ର ସନ୍ଧ୍ୟାରାଣୀ ବେହେରା ପୁଣି ଥରେ ଗିନିଚ ୱାର୍ଲଡ ଅଫ ରେକର୍ଡ ରେ ସ୍ଥାନପାଇଁ କନ୍ଧମାଳ ଓ ଓ଼ଡିଶା ପାଇଁ ଗୌରବ ଆଣିଦେଇଛନ୍ତି lପୂର୍ବରୁ ଆକର୍ଷଣୀୟ ବୁଣାକୌଶଳ ପାଇଁ 2019/20ରେ ଗିନିଚ ୱାର୍ଲଡ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ lଚଳିତ ବର୍ଷ ସେପ୍ଟେମ୍ବର ୧ ୮ ରେ ବିଶାଖପାଟନା ରେ ଅନୁଷ୍ଠିତ ପଶମ ସୁତା ରେ ନିର୍ମିତ ଟୋପି ଉପରେ ହୋଇ ଥିବା ଭାଗ ନେଇ […]