ପୋଲିସ ରିଜର୍ଭ ପଡିଆରେ ସାମ୍ବାଦିକ ବିକାଶ ଙ୍କୁ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ସ୍ଥିତ ପୋଲିସ ରିଜର୍ଭ ପଡିଆରେ ରାସ୍ତା ଦୁର୍ଘ ଟଣା ରେ ପ୍ରାଣ ହରାଇଥିବା ସାମ୍ବାଦିକ ବିକାଶ ମିଶ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ରିଜର୍ଭ ପଡିଆ ଠାରେ ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ସହିଦ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ରସମସ୍ତ ଖେଳାଳି, ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଉପସଭାପତି ସୁନୀଲ ବିଶ୍ୱାଳ, ପ୍ରେସ ଟିମ କ୍ୟାପଟେନ ରଞ୍ଜନ […]