ଖଜୁରୀପଡା ତହସିଲଦାର ଙ୍କ ବଦଳି
ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଙ୍କୁ ବୌଦ୍ଧ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି lତାଙ୍କ ସ୍ଥାନ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡ଼ିଓ ବିଜୟ ପ୍ରଧାନ ଦାଇତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି lତହସିଲଦାର ସ୍ୱପ୍ନିତା ୨ ବର୍ଷ ରୁ ଉର୍ଦ୍ଧ ଦାଇତ୍ୱ ରେ ରହି ଅଂଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା, ଓ ଉନ୍ନୟନ ମୂଳକ କାର୍ଯ୍ୟ କରି ବେଶ ପ୍ରଶଂସନୀୟ […]