ଫୁଲବାଣୀ ରେ ସଞ୍ଚୟ ରଥ ଉଦଘାଟିତ
ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ବିଶ୍ୱ ମିତଵ୍ୟୟିତା ଦିବସ ଅବସର ରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ସଞ୍ଚୟ ରଥ କୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ lଏହି ଅବସରରେ ସମସ୍ତେ ନିଜର ସୁଖ ମୟ ଭବିଷ୍ୟତ ପାଇଁ ଆଜିଠାରୁ କିଛି କିଛି ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ lଏହି ଅବସର ରେ […]