ଫୁଲବାଣୀ ରେ ସପ୍ତମ ଆୟୁର୍ବେଦ ଦିବସ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଫିସର ଙ୍କ ଦ୍ୱାରା ଫୁଲବାଣୀ ଠାରେ ସପ୍ତମ ଆୟୁର୍ବେଦ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ ସଭାରେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ଓ ଏହାର ଉପକାରିତା ସମ୍ପର୍କରେ ଘରେ ଘରେ ପହଂଚାଇବା ପାଇଁ ଏ ବର୍ଷ “ହର ଦିନ ହର ଘର ଆୟୁର୍ବେଦ ‘ଥିମ ସହ ପାଳନ କରାଯାଉଥିବା […]

ବାଲିଗୁଡାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମୂଲ୍ୟ କୁମାର ନାୟକ, ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା, ଅଶୋକ କୁମାର ପାତ୍ର, ସୁବାସ ଚନ୍ଦ୍ର ପାଢ଼ୀ,କାଳି ଚରଣ ମହାପାତ୍ର, ଶୁକେସିନୀ ଦିଗାଲ ବିଦ୍ୟାଳୟ ର ସଭାପତି, ପ୍ରଧାନ ଶିକ୍ଷକ ଶିଶିର […]

କଟକରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

କଟକ (ଉଲ୍ଲାପ୍ର )ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଗାମୀ ଏକ ବର୍ଷ ଅବଧି ମଧ୍ୟରେ ଦେଶର ୧୦ଲକ୍ଷ ବେରୋଜଗାର ଯୁବକ ଯୁବତୀଙ୍କୁ ଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ସଂସ୍ଥାରେ ସରକାରୀ ଚାକିରୀ ଦେବାପାଇଁ ଦେଶର ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଶୁଭାରମ୍ଭ କଲେ ଏବଂ ପ୍ରଥମ ଚରଣରେ ଚୟନୀତ ୭୫୦୦୦ରୁ ଉର୍ଦ୍ଧ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣର ଅବସରରେ କଟକରେ,ଶହୀଦ ଭବନରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ୧୦୫ଜଣଙ୍କୁ […]

କାଳୀପୂଜା ପାଇଁ ଶିଳ୍ପୀମାନେ ରଙ୍ଗ କାମରେ ବ୍ୟସ୍ତ

ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ କାଳୀପୂଜା ପାଇଁ ଫରେଷ୍ଟ ଅଫିସ ଓ ରେଲୱେ କଲୋନୀ ରେ ଶିଳ୍ପୀ ମାନେ ରଙ୍ଗ କାମରେ ବ୍ୟସ୍ତ। ଏଥିପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଜିଲ୍ଲା ସ୍ତରୀୟ ସାଧାରଣ ସଭା, ଅମିନ ସଂଘ ଢେଙ୍କାନାଳ

। ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଅମିନ ସଂଘ ସାଧାରଣ ସଭା ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହେଇଯାଇଛି। ଏହି ସଭା ରେ ଜିଲ୍ଲାର ବିଭିନ୍ନ ତହସିଲ ରେ କାମ କରୁଥିବା ଅମିନ ମାନେ ଯୋଗଦାନ ଦେଇ ସେମାନଙ୍କର ବିଭିନ୍ନ ପ୍ରକାର ଦାବି ଆପ‌ତ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଦାବିଗୁଡିକୁ ହେଲା – ଅମିନ ମାନଙ୍କର ସ୍ୱତନ୍ତ କାର୍ଯ୍ୟତାଲିକା ସଂସୋଧନ ଓ ଗ୍ରଦପେ କୁ ୧୮୦୦ ରୁ୨୮୦୦ କୁ […]

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ” ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ” ବଣ୍ଟନ ଓ ଆଲୋଚନାଚକ୍ର ଅନୁଷ୍ଠିତ

ଢେଙ୍କାନାଳ( ଉଲ୍ଲାପ୍ର ) ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରସ୍ଥ ପୂଜା ହଲ୍ ରେ ” ପୁଣ୍ୟାତ୍ମା ଗୋପବନ୍ଧୁ “ପୁସ୍ତକ ବଣ୍ଟନ ଓ ଆଲୋଚନାଚକ୍ର କୋଭିଡ୍ -୧୯ ନିୟମ ଅନୁପାଳନ କରି ସମାହିତ ହୋଇଯାଇଛି। ଏହି ଉପଲକ୍ଷେ ଭୁବନେଶ୍ବର ବିମାନ ଘାଟି ଅଞ୍ଚଳସ୍ଥିତ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଆନୁକୂଲ୍ୟରେ ପ୍ରୋକ୍ତ ପୁସ୍ତକର ରଚୟିତା, ସୁଲେଖିକା ଓ ସୁବକ୍ତା ଡ଼ଃ ଆରତି କର ମୂଖ୍ୟଅତିଥି ଭାବରେ ଯୋଗଦାନ କରି “ପୁଣ୍ୟାତ୍ମା ଗୋପବନ୍ଧୁ […]

ବାଲିଗୁଡା ରେ ନୂତନ ଉପଜିଲାପାଳ ଭାବେ ଆଇ ଏ ଏସ. ମଧୁସ୍ମିତା ଙ୍କ ଦାଇତ୍ୱ ଗ୍ରହଣ

କନ୍ଧମାଳ ଜିଲ୍ଲା ବାଲିଗୁଡା ନୂତନ ଉପଜିଲାପାଳ ଭାବେ ଆଇ, ଏ. ଏସ ମଧୁସ୍ମିତା ଶୁକ୍ରବାର ଦାଇତ୍ୱ ଗ୍ରହଣ କରିଛନ୍ତି lମଧୁସ୍ମିତା ଆଇ ଏ ଏସ ତାଲିମ ପାଇବା ପରେ ପ୍ରଥମ ଥର ପାଇଁ ବାଲି ଗୁଡା ଉପ -ଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି l ସେଗ୍ରାମାଞ୍ଚଳ ର ଉନ୍ନତି ପାଇଁ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି lଏଥି ପୂର୍ବରୁ ଥିବା ଉପଜିଲାପାଳ ଦୁଖବନ୍ଧୁ ନାୟକ ଙ୍କ ଅନ୍ୟତ୍ର ବଦଳି […]

ସପ୍ତମ ସହୀଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ପ୍ରେସ ଟିମ ବିଜୟୀ

ଫୁଲବାଣୀ (ସୁନୀଲ ପଟନାୟକ )ଜିଲ୍ଳାପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ସହିଦ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିନରେ ପ୍ରେସ- ୧୧ ଓ ଵିଶିପଡା ସହ ଅନୁଷ୍ଠିତମେଚ ରେ ପ୍ରେସ ୧୧ ବିଜୟୀ ହୋଇଛି l ବିସିପଡା ଟିମ ପ୍ରଥମେ ବେଟିଂ କରି କୋଡିଏ ଓଭର ରେ ମୋଟ ୨ 0୫ ରନ ସଂଗ୍ରହ କରିଥିବାବେଳେ ପ୍ରେସ ଟିମ ୧ ୯ ଓଭର ୫ଟି ବଲ ରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ବିଜୟୀ ହୋଇଥିଲେ lଖେଳ ସଂଘର୍ଷ […]

କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ

ଫୁଲବାଣୀ 🙁 ସୁନୀଲ ପଟନାୟକ )ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବା ପାଇଁ ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୨ ପାଳନ ନିମନ୍ତେ ୧୮/୧୦/୨୦୨୨ ଠାରୁ ୨୨ /୧୦/୨୨ ମଧ୍ୟରେ ସମଗ୍ର ରାଜ୍ୟରେ ଯେ କୌଣସି ଗୋଟିଏ ଦିନ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି l ସେହି ଅନୁସାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପରିଷଦରେ ଦୁଇଟି କ୍ଲଷ୍ଟର ଲେବେଲ ସୁରଭି […]

ଆଉଟ ସୋରସିଙ୍ଗ କର୍ମଚାରୀ ସଙ୍ଘ ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ ର ଏକ ଗୁରତ୍ୱ ପୁର୍ଣ ବୈଠକ ସ୍ଥାନୀୟ ପରିଜାତକଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲl ଏଥିରେ ରାଜ୍ୟ ଆବାହକ ପ୍ରଭାତ ମହାନ୍ତି, ରାଜ୍ୟ ସଭାପତି ସଞ୍ଜୟ ପଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ତାପସ ମିଶ୍ର, ଠିକା କର୍ମଚାରୀ ସଙ୍ଘ ସଭାପତି ବିଜୟ ମଲ୍ଲ, ହେଡ଼ସ ଅପ ଡି ପାର୍ଟମେଣ୍ଟ ୟୁନିୟନ ଉପ ସଭାପତି ସମରେଶ ପଟନାୟକ, ଜିଲ୍ଲା କର୍ମଚାରୀ ସଂଗ୍ରାମ ସମିତି ସଭାପତି ବ୍ରଜ patnayak, ସମ୍ପାଦକ […]