ଗାଁ ପାଈଁ କାଠ ପୋଲନିର୍ମାଣ କରିଥଲେ ଡଗିଶା ମଲିକ
ପ୍ରଶାସନ ପୁରସ୍କୃତ କଲା
ଫୁଲବାଣୀ(ସୁନୀଲ ପଟ୍ଟନାୟକ)କଥାରେ ଅଛି ପରିଶ୍ରମ କେବେ ବୃଥା ଯାଏନି lପରିଶ୍ରମ୍ ର ଫଳ ନିଶ୍ଚିତ ମିଳିବ l ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବିନ୍ଦୂପଦର ଗ୍ରାମ ରେ lଡଗିଶାମଲିକ ନିଜ ର ନିଷ୍ଠା, ଆନ୍ତରିକତା, ଆଗ୍ରହ, ଓ ପରିଶ୍ରମ ଦ୍ଵାରା ନିଜ ଗ୍ରାମ ବିନ୍ଦୂପଦର ରେ ଏକ କାଠ ପୋଲ ନିର୍ମାଣ କରି ଗମନାଗମନ ର ସୁବିଧା କରିଥିଲେ lଫଳରେ ପ୍ରଶାସନ ପକ୍ଷରୁ ଡଗିସା ଙ୍କୁ ୭୭ତମ […]