ବିଦ୍ୟାଳୟ ରୁ ଚୋରି ଅଭିଯୋଗ
ନାବାଳକ ସମେତ ତିନି ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ)କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ଆରପାଜୁ ଗ୍ରାମପଞ୍ଚାୟତ ବୁଢାରାକାଡି ପଂଚାୟତ ହାଇସ୍କୁଲ ରୁ ଗତ ୩୧ ତାରିଖରେ ହୋଇଥିବା ଚୋରି ଘଟଣା ପରେ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସାହୁ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ.l ଅଭିଯୋଗ ପାଇ ପୋଲିସ ୧୧୮/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l ସବ ଇନିସ୍ପେକଟର ଦୀନବନ୍ଧୁ ପ୍ରଧାନ ଙ୍କୁ ଥାନା ଅଧିକାରୀ ଗେଲ୍ଲୀ କୁମାରୀ ସାହୁ ତଦନ୍ତ ଦାୟିତ୍ୱ ଦେଇଥିଲେ.l ତଦନ୍ତ […]

ଏ ଆଇ ସି ସି ପ୍ରଶିକ୍ଷଣ ଶିବିରରେ ପ୍ରତାପ ପ୍ରଧାନଙ୍କ ଯୋଗଦାନ

ଫୁଲବାଣୀ ( ସୁନୀଲ ପଟନାୟକ) ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଜୁଲାଇ ରୁ ସେପ୍ଟେମ୍ବର 10 ପର୍ଯ୍ୟନ୍ତ ଦୀର୍ଘ ତିନି ମାସ ଧରି ଚାଲିଥିବା ସର୍ବଭାରତୀୟ ସମ୍ଭାବ୍ୟ ନେତୃତ୍ୱ ପ୍ରଶିକ୍ଷଣ ଶିବିର (Potential Leadership Training) ଆଜି ସଫଳତାର ସହ ସମାପ୍ତ ହୋଇଛି । ଏହି ଶିବିରକୁ ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀଣୀ କମିଟି (Congress Working Committee – CWC) ସଦସ୍ୟ ସଚିନ ରାଓ ମହୋଦୟ ଓ ସୁଶ୍ରୀ ମିନାକ୍ଷୀ ନଟରାଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା […]

ବନାନୀ କଳା ସଙ୍ଗମ ନୂତନ କର୍ମକର୍ତ୍ତା, ଡଃ ଅରୂପ ଜେନା ସଭାପତି, ସୁନୀଲ ପଟନାୟକ ସାଧାରଣ ସମ୍ପାଦକ ମନୋନୀତ

ଫୁଲବାଣୀ( ଉଲ୍ଲାପ୍ର )ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଂସ୍କୃତି ଅନୁଷ୍ଠାନ ର୍ ଏକ୍ ସାଧାରଣ ବୈଠକ ‘ନିଜସ୍ଵ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର୍ ସଭାପତି ରବିନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନ ର୍ ସଂଯୋଜକ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ସଂଗଠନ ର୍ ଆୟ ଏବଂ […]

ପଞ୍ଚାୟତ କାର୍ୟନିର୍ବାହୀ ଅଧିକାରିଙ୍କ ଆନ୍ଦୋଳନ ୧୮ ଦିନ ରେ,ପହଞ୍ଚିଲେ ବିଧାୟକ

। ଫୁଲବାଣୀ(ସୁନୀଲ ପଟନାୟକ)ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ଓଡ଼ିଶା ଡାକରାକ୍ରମେ କନ୍ଧମାଳ ର ସମସ୍ତ ୧୨ ଟି ବ୍ଲକ ର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଗଷ୍ଟ ମାସ ୧୮ ତାରିଖ ରୁ ଦିଆଯାଇଥିବା କାର୍ଯ୍ୟବନ୍ଦ୍ ଡାକରା ଆଜି ୧୮ ଦିନରେ ପହଞ୍ଚିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା ଜାରି ରହିଛି। ଏଭଳି ସ୍ଥଳେ ବିଭିନ୍ନ ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନେ ତାଙ୍କର […]

ଗୋପାଲପୁର – ସମ୍ବଲପୁର ରେଳ ପ୍ରକଳ୍ପ ରୁ ଫୁଲବାଣୀ ବାଦ୍ ପଡିବା ନେଇ ବୁଦ୍ଧିଜିବୀ ମହଲ ରେ ତୀବ୍ର ପ୍ରତିକ୍ରିୟା

ଫୁଲବାଣୀ ( ସୁନୀଲ ପଟନାୟକ)ବିଳମ୍ବ ରେ ହେଲେ ବି ଫୁଲବାଣୀ କୁ ରେଳ ସଂଯୋଗ ହେବ, ଗୋପାଲପୁର – ରୁ ସମ୍ବଲପୁର ରେଳ ଲାଇନ ଆସିକା, ଭଞ୍ଜନଗର୍, ଫୁଲବାଣୀ ଦେଇ ଯିବ ବୋଲି ଘୋଷଣା ହୋଇଥିଲା ଫଳରେ କନ୍ଧମାଳ ଲୋକେ ସୁବିଧାରେ ଯିବା ଆସିବା କରିବା ସହ ମାଲ୍ ପରିବହନ ଦ୍ଵାରା ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ବୋଲି ଲୋକେ ବେଶ୍ ଖୁସି ହୋଇ ଥିଲେ l ହେଲେ ପୁଣି କୌଣସି କାରଣ ରୁ ଏବେ ଏହି […]

ଗାଜିଆବାଦ ରେ ଆଇନଜୀବୀ ଙ୍କୁ ନିର୍ମମ ହତ୍ୟା ର ପ୍ରତିବାଦ

ଫୁଲବାଣୀ (ସୁନୀଲ ପଟନାୟକ)ଉତ୍ତରପ୍ରଦେଶ ର ଗାଜିଆବାଦ ଠାରେ ଜଣେ ଆଇନଜିବି ଙ୍କୁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ପଶି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ର ତୀବ୍ର ନିନ୍ଦା କରିଛି ଫୁଲବାଣୀ ଓକିଲ ସଂଘ lସଂଘ ସଭାପତି ତଥା ବରିଷ୍ଠ ଆଇନଜିବି ଭଗବାନ ମହାନ୍ତି ଙ୍କ ନେତୃତ୍ଵରେ ଏକ୍ ପ୍ରତିନିଧି ଦଳ ରାଲି ରେ ଯାଇ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ lତୁରନ୍ତ ଅଭିଯୁକ୍ତ […]

ଦୁଇଟି ନୂତନ ରୁଟ ରେ ଓ ଏସ୍ ଆର୍ ଟି ସି ବସ ର ଶୁଭାରମ୍ଭ

ଫୁଲବାଣୀ(ଉଲ୍ଲାପ୍ର )ଓ ଏସ୍ ଆର୍ ଟି ସି ପକ୍ଷରୁ ଫୁଲବାଣୀ ରୁ ଦୁଇଟି ନୂତନ ରୁଟ ରେ ବସ୍ ସେବା ଆରମ୍ଭ ହୋଇଛି lଫୁଲବାଣୀ ରୁ କେନ୍ଦୁଝର ଓ କେନ୍ଦୁଝର ରୁ ଫୁଲବାଣୀ କୁ ବସ୍ ସେବା ଗତ ଦୁଇଦିନ ହେଲା ଆରମ୍ଭ ହୋଇଛି l ଏହି ବସ୍ ସକାଳ ପାଞ୍ଚଟା ରୁ ବାହାରି ଗୋଟାଏ ତିରିଶ ରେ ପହଞ୍ଚିବ ଆଉ ସେଠାରୁ ତିନିଟା ବେଳେ ବାହାରି ଫୁଲବାଣୀ ରେ ରାତି ଏଗାର ଟା ତିରିଶ ମିନିଟ୍ […]

ଫିରିଙ୍ଗିଆ – ଗୋଛା ପଡ଼ା ରାସ୍ତାରେ ମାଓ ପୋଷ୍ଟର, ଲୋକେ ଭୟଭୀତ

ଫୁଲବାଣୀ (ସୁନୀଲ ପଟ୍ଟନାୟକ )କନ୍ଧ ମାଳ ଜିଲ୍ଲା ର ମାଓଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେବୁଧବାର ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛିl ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀ ପଡ଼ା, ଦରଘl ବାଲି ଆଦି ଅଞ୍ଚଳ ରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବକୁ ମିଳିଛି lଫଳରେ ସେହି ଗ୍ରାମ ର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତିl କେବଳ ସେତିକି ନୁହେଁ ରାସ୍ତା ଦେଇ ଯିବା ଆସିବା କରୁଥିବା […]

ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ଭଉଣୀ ବାନ୍ଧିଲା ରାଖୀ

ଫୁଲବାଣୀ ( ଉଲ୍ଲାପ୍ର )ଆଜି ହେଉଛିପବିତ୍ର ରକ୍ଷା ବନ୍ଧନ l ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ମଙ୍ଗଳ କାମନା କରିବା ସହ ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ଫୁଲବାଣୀ ଶିଶୁ ୱାର୍ଡ ର କଟେଜ ରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଅନୁଭବ କରିଥିଲା […]