ଭୁବନେଶ୍ୱର ରେ ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱାରା କରୋନା ସଚେତନତା

ଭୁବନେଶ୍ୱର(ଉଲାପ୍ର)ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଆକ୍ଟିଭ୍‌ ସର୍ଭେଲାନ୍ସ ଟିମ କରୋନା ସ୍ଥିତି ଯାଞ୍ଚ କରୁଛନ୍ତି, ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ହେଉଛି; ସଚେତକ ଆପ୍‌ କରାଯାଇଛି, ଏହାଦ୍ୱାରା ଉକ୍ତ ୱାର୍ଡରେ କେତେ ଆକ୍ରାନ୍ତ ଜଣାପଡୁଛି; ୬ ଜାଗାରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ କରାଯାଇଛି।ସେହିପରି*ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି, ବସ୍ତି ଅଞ୍ଚଳରୁ ଏବେ […]

ଓଡିଶା ଆନ୍ଧ୍ର ସୀମାରେ ମାଓବାଦୀ ପୋଲିସ ଗୁଳି ବିନି

ମୟମାଲକାନଗିରି,(ଉଲାପ୍ର)ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ୍ ମାଓବାଦୀ ଗୁଳି ବିନିମୟ ହୋଇଛି, ଚିତ୍ରକୋଣ୍ଡା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ଗୁଳି ବିନିମୟ ଘଟଣା ଘଟିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି,ପୋଲିସ ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଖବର ଆସୁଛି,ଘଟଣାସ୍ଥଳରୁ ଟପ୍ ମାଓନେତା ରାମକୃଷ୍ଟ, ଉଦୟ, ଅରୁଣା ଓ ଜଗନ୍ ଫେରାର ହୋଇଯାଇଥିବା ଜଣା ପଡୁଛି,ମାଲକାନଗିରି ଜିଲ୍ଲା ପୋଲିସ କହିଛି ମାଓବାଦୀ ଙ୍କ ଉପରେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ।

ଆଜିର ରାଶିଫଳ🌹🌷💐🌹*🌹ମେଷ🌹👉: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।** *🌹ବୃଷ🌹👉: ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।**🌹ମିଥୁନ🌹👉: […]

ବାଲିଚନ୍ଦ୍ରପୁର ବେଣିପୁର ରାସ୍ତାର ପୁନଃରୁଦ୍ଧାର ପାଇଁ ଦାନା ବାନ୍ଧୁଛି ଆନ୍ଦୋଳନ।

ବାଲିଚନ୍ଦ୍ରପୁର,(ଉଲାପ୍ର)କଟକ ଜିଲ୍ଲା ର ଜଗତପୁର ଠାରୁ ବିରୂପା ବ୍ଯାରେଜ ରୁ ଆରମ୍ଭ ହୋଇ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ଲମ୍ବିଥିବା ପଟ୍ଟାମୁଣ୍ଡାଇ କେନାଲ ଯାହାକି କଟକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ହେକ୍ଟର ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ସହ ଏହାର ଉଭୟ ପାର୍ଶ୍ଵ ବନ୍ଧ ସ୍ଥଳ ବିଶେଷରେ ରାସ୍ତା ଓ ବନ୍ଯା ନିୟନ୍ତ୍ରଣ ପାଇଁ ବ୍ଯବହୃତ ହୋଇ ଆସୁଅଛି ।ଏହିରାସ୍ତା ଅଞ୍ଚଳବାସୀଙ୍କ ର ଏକ ପ୍ରମୁଖ ରାସ୍ତା ରୂପେ ବ୍ୟବହୃତ ହୋଇ ଆସୁଅଛି ।ଏହି […]

ସରକାରୀ ଜମିକୁ କେନ୍ଦ୍ରକରି ଧୁରୁଷିଆ ଗ୍ରାମରେ ହତ୍ୟାକାଣ୍ଡ,ଜଣେ ମୃତ,ସାତଜଣ ଅଟକ

ଆଠଗଡ,(ଉଲାପ୍ର)ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମର ପଂଚାୟତ ନିକଟରେ ଏକ ସରକାରୀ ଜମିକୁ କେନ୍ଦ୍ରକରି ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟଣା ଘଟିଯାଇଛି,ଘଟଣା ସ୍ଥଳରେ କଟକ ଏସପି ଙ୍କ ସହିତ ଚୌଦ୍ୱାର ଡ଼ିଏସପି,ଖୁଣ୍ଟୁଣି ଥାନା ପୋଲିସ,ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛନ୍ତି, ମୃତ ବ୍ୟକ୍ତି ଗୟାଧରଙ୍କ ଶବକୁ ପୋଲିସ ଜବତ କରି ବ୍ୟବଛେଦ ପାଇଁ ଆଠଗଡ ମେଡିକାଲ ପଠାଇଛନ୍ତି,ଖବର ନେବାରେ ଜଣାପଡିଛି ଧୁରୁଷିଆ ଗ୍ରାମର ଗୟାଧର ରାଉତଙ୍କ ପରିବାର ଓ ଶରତ ସାହୁଙ୍କ ପରିବାର ପଞ୍ଚାୟତ […]

*ଆଜିର ରାଶିଫଳ🌹🌷💐🌹🌷💐**🌹ମେଷ🌹👉:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।* *🌹ବୃଷ🌹👉:-ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ […]