ଆଜିର ରାଶିଫଳ 🌷💐🌹💐🌷 ଅଦ୍ୟ ଜୁଲାଇ ୨୩ ତାରିଖ ୨୦୨୦ମସିହା(ଗୁରୁବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ତୃତୀୟା ଦିନ ଘ୦୪/୪୧ ପର୍ଯ୍ୟନ୍ତ ତଦନ୍ତେ ଚତୃଥୀ ନକ୍ଷତ୍ର- ମଘା ଦିବା ଘ୦୫/୫୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫା ଚନ୍ଦ୍ର- ସିଂହଯୋଗ-ବ୍ୟତିପାତକରଣ-ତୈତିଲସୂର୍ଯ୍ୟ -କର୍କଟ ୦୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୩/୩୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୨୬ ଯୋଗିନି ଅଗ୍ନିକୋଣେ ଦିବା ଘ୦୪/୪୨ଗତେ ନୈଋତକୋଣେକର୍କଟ ଓ ମକର ରାଶିର ଘାତଚାନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ତୃତୀୟାର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ […]

ବଡମ୍ବା ଥାନାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କଲେ ଏସପି

ଆଠଗଡ,(ଉଲାପ୍ର) କଟକ ଜିଲାର ବଡମ୍ବା ବ୍ଲକ କରୋନାର ହବ ପାଲଟି ଥିଲା ବୋଲି ସବୁଆଡେ ଆଲୋଚନା ହେଉଥିଲା,ବଡମ୍ବା ଥାନାର ସମସ୍ତ ଷ୍ଟାଫ ଯୋଉ ମାନେକି କରୋନା ଯୋଦ୍ଧା ଭାବେ କାମ କରୁଥିଲେ ସେମାନେ କରୋନା ଯୋଦ୍ଧା ବାହାରିବା ପରେ ପୋଲିସ ପାଇଁ ଓ ସ୍ଥାନୀୟ ଜନସାଧାରଣ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥିଲା,ଏଥିରେ ବଡମ୍ବା ଥାନା ର ଆଇଆଇସି,ସମସ୍ତ ଷ୍ଟାଫ,ହୋମହାର୍ଡ,ଆଠଗଡ ଡିଏସପି,ପ୍ରମୁଖ ଓ ତାଙ୍କ ଡ୍ରାଇଭର ଓ ପରିବାର ଏଥିରେ ଆକ୍ରାନ୍ତ ହୋଇଥିଲେ,ସମସ୍ତେ ପଜିଟିଭ ହେବା […]

ଅମରନାଥ ଯାତ୍ରା ବାତିଲ ହେଲା

ନୂଆଦିଲ୍ଲୀ (ଉଲାପ୍ର) ପବିତ୍ର ଅମରନାଥ ଯାତ୍ରାକୁ ଜାମୁ କାଶ୍ମୀର ପ୍ରଶାସନ ବାତିଲ କରିଦେଇଛନ୍ତି,ଚଳିତ ମାସ ୨୧ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବାର ଥିଲା,କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହି ଯାତ୍ରାକୁ ବାତିଲ କରାଯାଇଥିବା ଅମରନାଥ ପରିଚାଳନା ବୋର୍ଡ ବୈଠକ ରେ ଜାମୁ କାଶ୍ମୀର ଉପ ରାଜ୍ୟପାଳ ଗିରିଷ ଚନ୍ଦ୍ର ମୁର୍ମୁ ଘୋଷଣା କରିଛନ୍ତି।

ଆଜିର ରାଶିଫଳ*🌷💐🌹🌹💐🌷 ଅଦ୍ୟ ଜୁଲାଇ ୨୨ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-ଶୁକ୍ଳପକ୍ଷତିଥି -ଦ୍ଵିତୀୟା ରାତ୍ରି ଘ୦୯/୦୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର- ଅଶ୍ଳେଷା ରାତ୍ର ଘ୦୭/୩୪ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର- କର୍କଟ ରାତ୍ର ଘ୦୭/୩୪ପର୍ଯ୍ୟନ୍ତ ତଦନ୍ତେ ସିଂହଯୋଗ-ଅସୃକକରଣ-ବାଳବସୂର୍ଯ୍ୟ -କର୍କଟ ୦୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୩/୧୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୩୬ ଯୋଗିନି ଉତ୍ତରେ ରାତ୍ରି ଘ୦୭/୦୪ ଗତେ ଅଗ୍ନିକୋଣେକର୍କଟ ଓ ମକର ରାଶିର ଘାତଚାନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ଦ୍ଵିତୀୟାର ଏକୋଦିଷ୍ଠ ଓ ପାର୍ବଣ […]

ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫କୁ ବୃଦ୍ଧି

ଭୁବନେଶ୍ୱର (ଉଲାପ୍ର) କୋଭିଡ ପରିସ୍ଥିତି ରେ ଡାକ୍ତର ମାନଙ୍କ ଗୁରୁ ଦାଇତ୍ୱ ରହିଛି,ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଡାକ୍ତର ମାନଙ୍କ ବୟସ ୬୨ରୁ ୬୫କୁ ବୃଦ୍ଧି କରିଛନ୍ତି,ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିବା ସହିତ ଶ୍ରମ ଓ ଇଏସଆଈ ବିଭାଗରେ କାର୍ଯ୍ୟ କରୁଥିବା ଅଫିସର ମାନଙ୍କ ପାଇଁ ମଷ୍ୟ ଏହି ନିୟମ ଲାଗୁହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ କୋଭିଡ ପରିଚାଳନା […]

ଓଡ଼ିଶାର ଦୀର୍ଘତମ ପୋଲ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି

ବଡମ୍ବା,(ଉଲାପ୍ର)ମହାନଦୀ ରେ ଓଡ଼ିଶାର ଦୀର୍ଘତମ ପୋଲ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି,ମହାନଦୀରେ ତିଆରି ଚାଲିଥିବା ଓଡ଼ିଶାର ସବୁଠାରୁ ବୃହତ୍ତମ “T”ସେତୁ ଭାବେ ପରିଚିତ ହେବାକୁ ଥିବା କଟକ ଜିଲ୍ଲା ଆଠଗଡ ସବ ଡିଭିଜନ ଅନ୍ତର୍ଗତ ବଡମ୍ବା ବ୍ଲକ ଗୋପୀନାଥପୁର ଠାରୁ ବାଙ୍କୀ ବୈଦେଶ୍ୱରକୁ ସିଧାସଳଖ ସଂଯୋଗ ହେଉଛି ଏହି ପୋଲ,ମଝିରେ ପର୍ଯ୍ୟଟନ ସ୍ଥଳୀ ସିଂହନାଥ ପୀଠକୁ t ଆକୃତି ହୋଇ ସଂଯୋଗ କରୁଛି,ଯାହାକି ପର୍ଯ୍ୟଟକ ମାନଙ୍କୁ ନଦୀବଢି ସମୟରେ ବେଶ ଆନନ୍ଦ ଦେବ ଏହି […]

🌹🌷💐ଆଜିର ରାଶିଫଳ🌹🌷💐ଅଦ୍ୟ ଜୁଲାଇ ମାସ ୨୧,୦୭,୨୦🌷ମେଷ🌷👉 – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ | ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ | 🌷ବୃଷ🌷👉 – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ | କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ | […]

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଙ୍କ ପରଲୋକ

ଭୁବନେଶ୍ୱର,(ଉଲାପ୍ର)ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି, ସେ ଗତ କିଛିମାସ ଧରି ରୋଗ ଶଯ୍ୟାରେ ପୀଡିତ ଥିଲେ,ଚେନାଇ ରେ ଚିକିସ୍ଥା ହେବାପରେ ନିଜ ମାଟି ଓଡିଶା କୁ ଫେରିବାକୁ ଚାହିଁଥିଲେ,ସେଥିପାଇଁ ତାଙ୍କୁ ଓଡିଶା ନେଇ ଆସିଥିଲେ ତାଙ୍କ ପରିବାର, କିଛିଦିନ ଭୁବନେଶ୍ୱରର ଏକ ଘରୋଇ ଚିକିସ୍ଥା ଳୟ ରେ ଚିକିତ୍ସା ହେବା ପରେ ତାଙ୍କୁ ଘରକୁ ପରିବାର ଲୋକେ ନେଇ ଯାଇଥିଲେ, ଆଜି ତାଙ୍କର ଦେହ ଅସୁସ୍ଥ […]

ଆଜିର ରାଶିଫଳ

*🌷💐🌹🌹💐🌷*ଅଦ୍ୟ ଜୁଲାଇ ୨୦ ତାରିଖ ୨୦୨୦ମସିହା(ସୋମବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-କୃଷ୍ଣପକ୍ଷତିଥି -ଅମାବାସ୍ୟା ରାତ୍ରି ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ନକ୍ଷତ୍ର- ପୁନର୍ବସୁ ରାତ୍ର ଘ୦୯/୪୩ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ଚନ୍ଦ୍ର- ମିଥୁନ ଦିବା ଘ ୦୩/୫୨ ପର୍ଯ୍ୟନ୍ତ ତଦନ୍ତେ କର୍କଟଯୋଗ-ହର୍ଷଣକରଣ-ନାଗସୂର୍ଯ୍ୟ -କର୍କଟ ୦୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୨/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୬ ଯୋଗିନି ଐଶାନ୍ୟେ ରାତ୍ରି ଘ୧୦/୫୦ ଗତେ ପୂର୍ବେ ମିଥୁନ ରାଶିର ଘାତବାର ଅଦ୍ୟ ଅମାବାସ୍ଯା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ କାଳବେଳା […]